ଆମିଷ ଖାଇବା ଉଚିତ ନା ଅନୁଚିତ ! ଆମିଷ ଖାଉଥିଲେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ତା’ ର ଶରୀରର ଆବଶ୍ୟକତା ଅନୁସାରେ ଓ ନିଜର ଭୋକ ମେଣ୍ଟାଇବା ପାଇଁ ଖାଦ୍ୟ ଗ୍ରହଣ କରିଥାଏ। ଖାଦ୍ୟ ୨ ପ୍ରକାରର ହୋଇଥାଏ । ଆମିଷ ଖାଦ୍ୟ ଓ ଅନ୍ୟଟି ନିରାମିଷ ଖାଦ୍ୟ । ଯେଉଁ ମାନେ ନିରାମିଷ ଭୋଜନ କରିଥାନ୍ତି । ସେମାନେ ଶାକାହାରୀ ହୋଇଥିବା ବେଳେ ଯେଉଁ ମାନେ ଆମିଷ ସେବନ କରିଥାନ୍ତି ସେମାନଙ୍କୁ ମାଂସାଶୀ କୁହାଯାଇଥାଏ ।

ଜଣେ ମନୁଷ୍ୟ ପାଇଁ ଆମିଷ ଖାଇବା ଉଚିତ କି ଅନୁଚିତ ସେହି କଥା ଉପରେ ଆଲୋଚନା କରିବା । ଯେଉଁ ପଶୁ ମାନେ ଆମିଷ ସେବନ କରିଥାନ୍ତି । ସେମାନେ ପ୍ରକୃତିରେ ହିଂସ୍ର ସ୍ଵଭାବର ହୋଇଥାନ୍ତି । ଶାସ୍ତ୍ରର ମତ ଅନୁସାରେ ଯେଉଁ ପ୍ରାଣୀ ଆମିଷ ସେବନ କରିଥାଏ । ସେ ତା’ ର ଧୀରେ ଧୀରେ କରି ବୁଦ୍ଧି ଓ ବିବେକ ହରାଇବାକୁ ଲାଗିଥାଏ ।

ଠିକ ସମୟରେ ଠିକ ନିସ୍ପତି ନେଇପାରିନଥାଏ । ଯେଉଁ ବ୍ୟକ୍ତିର ବିବେକ ନଥାଏ । ସେ ପଶୁ ତୁଲ୍ୟ ହୋଇଥାଏ । କାରଣ ପଶୁଙ୍କର ଯେପରି ବୁଦ୍ଧି ବିବେକ ନଥାଏ । ସେ କଣ କରୁଛି ସେ ନିଜେ ଜାଣିପାରିନଥାଏ । ମନୁଷ୍ୟ ସେହିପରି ଯଦି ସର୍ବଦା ଆମିଷ ଭକ୍ଷଣ କରିଥାଏ । ତେବେ ସେ ତାହାର ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାଏ ।

ଯାହା ଦ୍ଵାରା ସେ ହିଂସ୍ର ସଦୃଶ ହୋଇଯାଇଥାଏ । ତେଣୁ ବ୍ୟକ୍ତି ଯେଉଁ ସବୁ ଭିଟାମିନ ଆମିଷ ଖାଇବା ଦ୍ଵାରା ମିଳିଥାଏ । ତାହା ନିରାମିଷରୁ ମଧ୍ୟ ପାଇଯାଇଥାଏ । ତେଣୁ ପ୍ରତ୍ଯେକଟି ବ୍ୟକ୍ତି ନିଜ ଖାଦ୍ୟରେ ନିରାମିଷ ସେବନ କରିବା ଉଚିତ । କାରଣ ପ୍ରତ୍ଯେକ ଦିନ ନିରାମିଷ ଖାଦ୍ୟ ଖାଉଥିବା ବ୍ୟକ୍ତି ମାନେ ସ୍ଵଭାବରେ ଶାନ୍ତ ହୋଇଥାନ୍ତି ।

ସେହି ବ୍ୟକ୍ତି ମାନଙ୍କର ବୁଦ୍ଧି, ବିବେକ ଓ ବିଚାର ଧାରାରେ ବହୁ ଉଚ ମାନର ଅଟନ୍ତି । ବ୍ୟକ୍ତି ୪ ପ୍ରକାରର ଅଟନ୍ତି । ଯେପରି ଯେଉଁ ମାନେ କେବେ ମଧ୍ୟ ଆମିଷ ସେବନ କରିନଥାନ୍ତି । ଦିତୀୟରେ ଯେଉଁ ମାନେ କେବଳ ବର୍ଷକୁ ଥରେ କାର୍ତ୍ତିକ ମାସରେ ପଞ୍ଚୁକ ସମୟରେ ଆମିଷ ସେବନ କରୁନଥାନ୍ତି । ତୃତୀୟରେ ଯେଉଁ ମାନେ ସପ୍ତାହରେ କେବଳ ଗୋଟିଏ ଦିନ କିମ୍ବା ୨ ଦିନ ଆମିଷ ଆମିଷ ଛାଡ କରି ଆମିଷ ଖାଇଥାନ୍ତି ।

ଚତୁର୍ଥରେ ଯେଉଁ ବ୍ୟକ୍ତି ବର୍ଷ ସାରା ଆମିଷ ସେବନ ନାମକରି କେବଳ ନିରାମିଷ ହିଁ ସେବନ କରିଥାଏ । ତେଣୁ ଏପରି ଅନେକ କିସମର ବ୍ୟକ୍ତି ଏଠାରେ ଦେଖିବାକୁ ମିଳିଥାନ୍ତି । ଯେଉଁ ମାନେ ନିତ୍ୟ ଆମିଷ ସେବନ କରୁଥାନ୍ତି । ସେମାନଙ୍କର କାମନା, ବାସନା,  ଲୋଭ ଓ ହିଂସ୍ର ପ୍ରକୃତି ଧୀରେ ଧୀରେ କରି ବୃଦ୍ଧି ହୋଇଥାଏ ।

ତେଣୁ ବ୍ୟକ୍ତି ଉପରେ ନିର୍ଭର କରିଥାଏ । ସେ ତାଙ୍କ ନିଜ ମନ ପସନ୍ଦର ଅନୁସାରେ ଯେଉଁ ଖାଦ୍ୟ ଖାଇବା ଠିକ ସେହି ଖାଦ୍ୟ ଖାଇବା ଉଚିତ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *