Health Tips- 97 % ଲୋକ ଜାଣି ନାହାନ୍ତି, ଅଖରୋଟ ଖାଇବାର ସଠିକ ଉପାୟ, 38 ଟି ରୋଗର ହୋଇଥାଏ କାଳ !

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆମେ ଆମର ଶରୀର କୁ ସୁସ୍ଥ ରଖିବା ପାଇଁ ଭିନ୍ନ ଭିନ୍ନ ଆୟୁର୍ବେଦିକ, ଏଲୋପଥିକ, ହୋମୀଓପଥିକ ଔଷଧ ମାନ ର ସାହାର୍ଯ୍ୟ ନେଇଥାଉ । କିନ୍ତୁ ପ୍ରକୃତି ଆମ ଶରୀର କୁ ସୁସ୍ଥ ରଖିବା ପାଇଁ ସମସ୍ତ ପ୍ରକାର ର ଔଷଧ କୁ ଫଳ ରୂପେ ଧାରଣ କରି ରଖିଥାଏ । କିନ୍ତୁ ଆମେ ମାନେ ତାହାର ଗୁଣ ଓ ଉଚିତ୍ ବ୍ୟବହାର ଜାଣି ନଥିବା କାରଣରୁ ଭିନ୍ନ ଭିନ୍ନ ରୋଗ ସମସ୍ଯା ର ସମୁଖୀନ ହୋଇଥାଉ । ସେହି ପରି ଏକ ଫଳ ଅଖ୍ରୋଟ ।

ଯାହାର ସେବନ ଦ୍ଵାରା ଆମେ ଭିନ ଭିନ୍ନ ରୋଗ ଜନିତ ସମସ୍ୟାରୁ ମୁକ୍ତ ହୋଇ ପାରିବା ।ସାଧାରଣତଃ କିଛି ଲୋକ ହିଁ ଅଖରୋଟ ର ସମସ୍ତ ଗୁଣ ସହ ପରିଚିତ ଥା’ନ୍ତି । ଯଦି ଆପଣ ପ୍ରତିଦିନ ଏକ ମୁଠା ଅଖରୋଟ ଖାଉଥାନ୍ତି, ତେବେ ଏହା ଆପଣ ଙ୍କୁ ଦୀର୍ଘ ଦିନ ଧରି ସୁସ୍ଥ ସବଳ ରଖିବାକୁ ସାହାର୍ଯ୍ୟ କରିଥାଏ । 

ଅଖରୋଟ କ୍ୟାନ୍ସର ଭଳି ରୋଗ କୁ ମଧ୍ୟ ଅଟକାଇବାରେ ସାହାର୍ଯ୍ୟ କରେ । ଏହାଛଡା କ୍ୟାନ୍ସର ର ସେଲ୍ସ ଗୁଡିକୁ ବଢିବାକୁ ମଧ୍ୟ ଅଟକାଇ ଥାଏ । ଏହାଛଡା ଅଖରୋଟ ଆପଣ ଙ୍କ ହୃଦୟ କୁ ସ୍ଵସ୍ଥ ରଖିବା ସହ ଶରୀରର ରକ୍ତ ନଳୀ ମାନଙ୍କ ରେ କୌଣସି ପ୍ରକାରର ଅବରୋଧ ହେବାକୁ ଦେଇ ନଥାଏ । ତାହା ଛଡା ଏହା ଶରୀର ର LDL ଅର୍ଥାତ ଖରାପ କୋଲୋଷ୍ଟ୍ରୋଲ କୁ ମଧ୍ୟ କମାଇ ଦେଇଥାଏ ।

ଅଖ୍ରୋଟ  କୁ ହୃଦୟ ର ଏକ ଭଲ ସାଙ୍ଗ ବୋଲି ମଧ୍ୟ କୁହାଯାଏ । କାରଣ ଏହା ହୃଦୟ ପକ୍ଷେ ଅତ୍ୟନ୍ତ ହିଁ ଲାଭଦାୟକ ହୋଇଥାଏ ଏବ॰ ହୃଦୟକୁ ଦୀର୍ଘଦିନ ଧରି ସୁସ୍ଥ ରଖିଥାଏ ।ଏହା ଛଡା ପ୍ରତିଦିନ ଏକ ମୁଠା ଅଖ୍ରୋଟ  ଖାଇବା ଦ୍ଵାରା ଶରୀରରେ ବାର୍ଦ୍ଧକ୍ୟତା ର ଅନୁଭବ ହୋଇ ନଥାଏ । ତାହାଛଡା ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଶରୀରକୁ ଅନେକ ମାତ୍ର ରେ ଶକ୍ତି ମିଳି ଥାଏ ।

ନିତ୍ୟାନ୍ତ ଅଖ୍ରୋଟ  ଖାଇବା ଦ୍ଵାରା ପୁରୁଷ ମାନଙ୍କୁ କୌଣସି ପ୍ରକାର ର ହରମୋନ ଜନିତ ସମସ୍ୟାର ସମୁଖିନ୍ନ ହେବାକୁ ପଡିନଥାଏ ।ଏହାଛଡା ଅଖ୍ରୋଟ ଡାଇବେଟିସ ରୋଗୀ ଙ୍କ ଶରୀର ପକ୍ଷେ ମଧ୍ୟ ଅତ୍ୟାନ୍ତ ଲାଭ ଦାୟକ ହୋଇଥାଏ ।ଅଖ୍ରୋଟ  ଆପଣଙ୍କର ଶରୀର ରେ କଲିଜା କୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏହା ଲିଭର କୁ ସବୁବେଳେ ସଫା ମଧ୍ୟ ରଖିଥାଏ ।

ଯେଉଁମାନଙ୍କର ଅଣ୍ଟା, ଆଣ୍ଠୁ କିମ୍ବା କୌଣସି ଗଣ୍ଠି ଜନିତ ସମସ୍ୟା ରହିଛି, ସେହି ମାନେ ଯଦି ପ୍ରତିଦିନ ଅଖ୍ରୋଟ  ର ସେବନ କରିଥାନ୍ତି ତେବେ ସେମାନେ ସମସ୍ତ ଯନ୍ତ୍ରଣା ରୁ ମୁକ୍ତ ହୋଇପାରିବେ । ଯଦି ଆପଣ ଏକ ମୁଠା ଅଖରୋଟ ପ୍ରତିଦିନ ରାତିରେ  ପାଣି ରେ ପକାଇ ରଖି, ସକଳେ ସେହି ପାଣି ରୁ ଅଖରୋଟ କୁ ଛାଣି ଶୁଖାଇ ପ୍ରତିଦିନ ସେହି ଅଖରୋଟ ପାଣି କୁ ସେବନ କରନ୍ତି ତେବେ ଆପଣ ଦୀର୍ଘଦିନ ଧରି ଯୁବା ରହିବା ସହ ଆପଣ ବିଭିନ୍ନ ରୋଗରୁ ମୁକ୍ତ ହୋଇପାରିବେ ।

ତେଣୁ ବନ୍ଧୁମାନେ ଯଦି ଆପଣ ଅଖରୋଟ ଖାଉ ନଥା’ନ୍ତି, ତେବେ ଏହାର ଉପକାରିତା ଜାଣିବା ପରେ ପ୍ରତିଦିନ ଏକ ମୁଠା ଅଖରୋଟ ଖାଇବା ଆରମ୍ଭ କରିଦିଅନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *