Health Tips- ଅଖରୋଟ ଖାଇବାର ଅସଲି ଫାଇଦା ! ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରର ଆବଶ୍ୟକତା ପୂରଣ ପାଇଁ କେବଳ ଏକ ପ୍ରକାର ଖାଦ୍ୟ ଖାଇବା ଉଚିତ ହୋଇନଥାଏ । ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ସବୁ ପ୍ରକାର ଖାଦ୍ୟକୁ ମିଶାଇ ସନ୍ତୁଳିତ ଭାବେ ଖାଇବା ଉଚିତ ହୋଇଥାଏ । ଯାହା ଦ୍ଵାରା ଶରୀରକୁ ଏହାର ଉପଯୋଗୀ ଫାଇଦା ମିଳିଥାଏ । ବାଦାମ ଆମ ଶରୀର ପାଇଁ ଏକ ପୋଷକ ଖାଦ୍ୟ ପଦାର୍ଥ ହୋଇଥାଏ । ଆଜି ଆପଣମାନେ ଅଖରୋଟ ବାଦାମ ବିଷୟରେ ସୂଚନା ଜାଣିବାକୁ ପାଇବେ ।

ଅଖରୋଟ ବାଦାମ ଉପରେ ଗବେଷଣା କରି ବୈଜ୍ଞାନିକ ଏହାର ଉପକାରୀତା ସମ୍ବଦ୍ଧରେ ଆଲୋଚନା କରିଥିଲେ । ଅଖରୋଟ ବାଦାମ ଖାଇବା ଦ୍ଵାରା ଶରୀର ଗମ୍ଭୀର ବେମାରୀରୁ ମଧ୍ୟ ବଞ୍ଚିପାରିଥାଏ । ଏହାର ସେବନ ଦ୍ଵାରା  ବ୍ଲଡ଼ ସୁଗାର ଓ ଲିପୋମେଟାପୋଲିଜ୍ମ ପାରାମିଟର ଉପରେ ପ୍ରଭାବ ପକାଇଥାଏ ।

ଯାହା ଦ୍ଵାରା ଡାଇବେଟିସ, ହାର୍ଟ ଜନିତ ସମସ୍ଯା ଓ ହାଇ ବ୍ଲଡ଼ ପ୍ରେସର ହେବାର ସମ୍ଭାବନା କମ୍ ପରିମାଣରେ ରହିଥାଏ । ସର୍ବ ଉପରେ କହିବାକୁ ଗଲେ । ଅଖରୋଟ ବାଦାମ ଖାଇବା ଦ୍ଵାରା ନିଜ ଉପରେ ଆସୁଥିବା ପ୍ରାଣହାନୀ ରୋଗରୁ ମଧ୍ୟ ବଞ୍ଚିବାକୁ ଶକ୍ତି ମିଳିଯାଇଥାଏ । ଏହା ଶରୀରର ଆୟୁ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଯେତେବେଳେ ଏହି ବାଦାମର ଆପଣ ସେବନ କରିବେ ।

କୌଣସି ପ୍ରକାର ଖତର୍ନାକ ବେମାରୀ ହେବାର ସମ୍ଭାବନା ରହିନଥାଏ । ତେଣୁ ଆପଣଙ୍କ ପ୍ରାଣ ଉପରେ ମଧ୍ୟ କୌଣସି ଆଶଙ୍କା ରହିନଥାଏ । ଏହି ଅଖରୋଟ ବାଦାମ ଖାଇବା ଉପରେ ବିଭିନ୍ନ ମେଡିକାଲ କଲେଜ ମାନଙ୍କରେ ଗବେଷଣା ଦ୍ଵାରା ଏଥିରୁ ଅନେକ ପ୍ରକାର ଫାଇଦା ମିଳିବାର ସମ୍ଭାବନା ମିଳୁଅଛି । ଗବେଷଣା କରିବାକୁ ଯାଇ ଜଣେ ବ୍ୟକ୍ତି କିଛି ସପ୍ତାହ ପାଇଁ ଅଖରୋଟ ବାଦାମର ସେବନ କଲେ ।

ତାପର କିଛି ସପ୍ତାହ ପର୍ଯ୍ୟନ୍ତ ଅଖରୋଟ ବାଦାମର ସେବନ କଲେନାହିଁ । ଯେଉଁ କିଛି ସପ୍ତାହ ଅଖରୋଟ ବାଦାମର ସେବନ କଲେ । ସେଥିରୁ ସେ ଶରୀରର ଅନେକ ପ୍ରକାର ଫାଇଦା ଦେଖିବାକୁ ପାଇଲେ । ଡାକ୍ତରଙ୍କ ଚେକଅପ ଦ୍ଵାରା ବାଦାମ ଖାଇଥିବା ଲୋକର ରକ୍ତ ଉପରେ ବହୁ ମାତ୍ରାରେ ପ୍ରଭାବ ପକାଇଛି । ରକ୍ତରେ ଥିବା ଖରାପ କୋଲେଷ୍ଟ୍ରଲ୍ କୁ କମ୍ କରିବାରେ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଏହି ରିସର୍ଚରୁ ଜଣା ପଡିଥାଏ ।

ଅଖରୋଟ ବାଦାମର ପ୍ରତିଦିନ ସେବନ ଦ୍ଵାରା ହାର୍ଟ ଜନିତ ସମସ୍ଯା ଆସିନଥାଏ । କାରଣ ଖରାପ କୋଲେଷ୍ଟ୍ରଲ୍ ହିଁ ହାର୍ଟ ସମସ୍ଯାକୁ ବଢାଇ ଦେଇଥାଏ ।ଅଖରୋଟ ଶରୀରରେ ଅଯଥା ମୋଟାପଣ ଦୂର ମଧ୍ୟ କରିଥାଏ । ଏହାର ସେବନ ଦ୍ଵାରା ଶରୀରରେ ଆହୁରି ଅନେକ କିଛି ଫାଇଦା ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *