ଆଖି ତଳେ ପଡିଥିବା ଜିଦିଆ କଳା ଦାଗକୁ ସହଜରେ ଦୂର କରନ୍ତୁ ଏହି ଉପାୟରେ… ପାଆନ୍ତୁ ସୁନ୍ଦର ଓ ଦାଗହୀନ ସ୍କିନ !

ନମସ୍କାର ବନ୍ଧୁଗଣ , ଆଖି ତଳର କଳା ଦାଗକୁ ସବୁଦିନ ପାଇଁ ଦୂର କରନ୍ତୁ । ଏହି ତିନୋଟି  ଉପାୟ କୁ କରିବା ଦ୍ଵାରା ଆପଣଙ୍କ ଆଖି ତଳେ ଥିବା କଳା ଦାଗ ଦୂର ହେଇଯିବ । ସାଧାରଣତ ଆମ କୁ ଆଖି ତଳେ କଳା ଦାଗ କଣ ପାଇଁ ହୋଇଥାଏ । ଯଦି ଆମେ ଜୀବନରେ ଅଧିକ ଚିନ୍ତା ନେଇଥାଉ ତେବେ ଆମ ଆଖି ତଳେ ଦାଗ ହେବାର ସମ୍ଭାବନା ରହିଥାଏ । କାରଣ ଅନେକ ଲୋକମାନେ ଚାକିରୀ , ପରିବାର ସମସ୍ୟା , ଶିକ୍ଷା ଆଦି ବିଷୟ କୁ ଅଧିକ ଚିନ୍ତା କରିଥାନ୍ତି । ଦିନ ରାତି ବସି ଚିନ୍ତା କରିବା ଯୋଗୁ ଏହା ପରିମାଣ ସ୍ୱରୂପ ଆଖି ତଳେ କଳା ଦାଗ ସୃଷ୍ଟି ହୋଇଥାଏ ।

ତେଣୁ ଆମ ଯେକୋଣସି ବିଷୟ କୁ ଅଧିକ ଚିନ୍ତିତ ହେବା ନୁହେଁ । କାରଣ ଚିନ୍ତା କରି ଆମେ କିଛି ବି କରିପାରିନଥାଉ , ବରନ୍ତ ଏହା ଯୋଗୁ ଆଖି ତଳେ କଳା ଦାଗ ହୋଇଯାଏ । ଯଦି ଆମେ ଟିଭି କୁ ଅତି ପାଖରେ ବସି ଦେଖିଥାଉ ଏହା ଦ୍ଵାରା ମଧ୍ୟ ଆଖି ତଳେ କଳା ଦାଗ ହୋଇଥାଏ , ତେଣୁ ଅଧିକ ସମୟ ଟିଭି ଦେଖିବା କଥା ନୁହେଁ ।

ଅନେକ ସମୟରେ ଦିନ ରାତ୍ରି ମୋବାଇଲ ଚଳାଇବା ଠିକ ହୋଇନଥାଏ , କିନ୍ତୁ ଆଜିର ଯୁଗରେ ସବୁ କାମ ଏହି ମାଧ୍ୟମରେ ହୋଇଥାଏ ତେଣୁ ଆମକୁ ମୋବାଇଲ କୁ ଅଧିକ ବ୍ୟବହାର କରୁଛି । କିନ୍ତୁ ଅନ୍ଧାରରେ ମୋବାଇଲ କୁ ବ୍ୟବହାର କରନ୍ତୁ ନାହିଁ । କାରଣ ଅନ୍ଧାରରେ ମୋବାଇଲ କୁ ଚୋଳଇବା ଦ୍ଵାରା ଏହାର ଆଲୁଅ ଆଖି ଉପରେ ପଡିଥାଏ । ତେଣୁ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ ।

ପିଲାମାନେ ପାଠ କୁ ଅଧିକ ସମୟ ପଢିବା ମଧ୍ୟ ଆଖିକୁ କଳା କରିଦେଇଥାଏ । ତେଣୁ ପାଠ ପଢିବାର ମଧ୍ୟ ସମୟ ରହିଛି , ମାତ୍ର ଏହାକୁ ଅଧିକ ପଢିବା ଆମ ଆଖି ତଳେ କଳା ଦାଗ ସୃଷ୍ଟି କରିଦେଇଥାଏ । କିନ୍ତୁ ଏହି ଉପାୟ କରିବା ଦ୍ଵାରା ଆଖି ତଳର କଳା ଦାଗ ଦୂର ହୋଇଥାଏ । 1-  ଆମ କୁ ଏହି ଉପାୟ ପାଇଁ ଆଳୁ , ବିଲାତି , କାକୁଡି ଏହି ତିନୋଟି ର ରସ ବାହାର କରିବେ ଏବଂ ଏହି ତିନୋଟି ମିଶେଇ ଏକ ତୁଳା ମାଧ୍ୟମରେ ଆଖି ତଳେ କିଛି ସମୟ ପାଇଁ ରଖିବେ ।

ଏହାକୁ ବାହାର କରି ପାଣି ରେ ଧୋନେବେ ଏହା କରିବା ଦ୍ଵାରା ଆଖି ତଳର କଳା ଦାଗ ଦୂର ହୋଇଥାଏ । 2- ଏହା ପାଇଁ ଆମ ଆବଶ୍ୟକ ହୋଇଥାଏ ଚନ୍ଦନ ପାଉଡର ଏକ ତାଟିଆ ରେ ଏକ ଚାମୁଚ ଚନ୍ଦନ ପକେଇ ଏବଂ ଏଥିରେ ଆଲୁ ରସ କୁ ମିଶେଇ ଆଖି ତଳେ ଲଗେଇବା ଦ୍ଵାରା ଥରକରେ ଆପଣ ଙ୍କୁ ପାର୍ଥକ୍ଯ ଦେଖାଯାଇଥାଏ । 3- ଶୋଇବା ପୂର୍ବରୁ almond ତେଲ ନେଇ ଆଖି ତଳେ ଏହାକୁ ମାସାଜ କରି ଲଗେଇବା ଦ୍ଵାରା ଆପଣଙ୍କ ଆଖି ତଳେ କଳା ଦାଗର ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *