Jyotish Shastra- ଆଜି ଠାରୁ ପୁରା 10 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଶନିଙ୍କ କୃପାରୁ ହେବ ଧନବର୍ଷା, 2021 ରୁ 2030 ପର୍ଯ୍ୟନ୍ତ ସବୁଠୁ ଧନୀ ରାଶି

ଯେତେବେଳେ କୌଣସି ଗ୍ରହର ଦଶଦିଶା ବଦଳି ଥାଏ ତେବେ ତାହାର ପ୍ରଭାବ ମଣିଷ ଜୀବନରେ ପଡିଥାଏ । ଯାହାକୁ ଆମେ ବୁଝିପାରିନଥାଉ । ତେବେ ଶନି ଦେବ ସେହି ଗ୍ରହ ମାନଙ୍କ ମଧ୍ୟ ରୁ ଅନ୍ୟତମ । ତେବେ ସେ ନ୍ୟାୟ ର ଦେବ । ସେ ଲୋକଙ୍କ କର୍ମ ଦେଖି ଫଳ ଦେଇଥାନ୍ତି । ଶନି ଦେବ କାହାର ଶତ୍ରୁ ନୁହନ୍ତି ।

ସେ ସର୍ବଦା ସମସ୍ତଙ୍କ ଉପରରେ ନିଜର କୃପା ଦୃଷ୍ଟି ପକାଇଥାନ୍ତି । ସେମିତି ରେ ଶନି ଦେବ ଭଲ ଲୋକଙ୍କ କର୍ମ ଫଳ ଦେଖି ତାଙ୍କର କୃପା ଦୃଷ୍ଟି ପକାଇଥାନ୍ତି। ତେବେ ଶନି ଦେବଙ୍କ କୃପା  ୧୨  ଟି ରାଶିଙ୍କ ଉପରେ ରହିଥାଏ ।  କିନ୍ତୁ ଆଜି ଠୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ୫ ଟି ରାଶି ଉପରେ ଶନି ଦେବ ବହୁତ କୃପା ଓ ଧନ ବର୍ଷା କରିବେ । ଶନିଙ୍କ ର ଏହି ନକ୍ଷତ୍ର ପରିବର୍ତ୍ତନ ର ଶୁଭ ଦୃଷ୍ଟି ଏହି ୬ ଟି ରାଶି ଉପରେ ରହିବ ।

ଏହି ରାଶି ଗୁଡିକ ହେଲେ ମେଷ ରାଶି, ତୁଳା ରାଶି, କୁମ୍ଭ ରାଶି, କନ୍ୟା ରାଶି, ସିଂହ ରାଶି, କର୍କଟ ରାଶି । ପ୍ରଥମେ ଜାଣନ୍ତୁ ମେଷ ରାଶି ବିଷୟରେ । ମେଷ ରାଶି ଏହି ରାଶି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ରହିବ । ଏମାନଙ୍କ ର ଯେକୌଣସି ମାନସିକ ଚିନ୍ତା ଆଦି ଦୂର ହେଇଯିବ । ଏହି ରାଶି ଉପରେ ଶନି ଦେବଙ୍କ ଆଶିଷ ସର୍ବଦା ରହିବ ୨୧ ବର୍ଷ ଯାଏଁ । ଏମାନଙ୍କ ମନ ସ୍କାମନା ଶନି ଦେବ ପୁରା କରିବେ କିନ୍ତୁ ଏମାନଙ୍କୁ ଭଗବାନ ଶନି ଦେବଙ୍କ ଉପରେ ବିଶ୍ୱାସ ରଖିବା ର ଅଛି ।

ଦ୍ଵତୀୟ ରାଶି ଟି ହେଲା ସିଂହ ରାଶି । ସିଂହ ରାଶି ଉପରେ ଶନି ଦେବଙ୍କ କୃପା ବର୍ଷିବ । ଏମାନଙ୍କର ଆତ୍ମବିଶ୍ୱାସ ବଢିବ ।  ଏମାନଙ୍କ ସବୁ ମନ ର ଆଶା ଭଗବାନ ଶନି ଦେବଙ୍କ  ଦ୍ଵାରା ପୂରଣ ହେବ । ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ମନଧ୍ୟାନ ଦେଇ କାର୍ଯ୍ୟ କରିବାକୁ ପଡିବ ।

ତୃତୀୟ ରାଶି ଟି କନ୍ୟା ରାଶି – ଆପଣ ଯଦି କାହାକୁ ଉଦ୍ଧାର ଦେଇଥିବେ ତାହା ଆପଣଙ୍କୁ ମିଳିଯିବ । ଆପଣଂକୁ  ଆପଣଙ୍କ ଜୀବନସାଥୀ ସହ ସମୟ ଅତିବାହିତ କରିବାକୁ ପଡିବ । ଯଦି ଆପଣ ଅବିବାହିତ ତେବେ ମାତା ପିତା ଙ୍କ ସହ ସମୟ ଅତିବାହିତ କରନ୍ତୁ । ତେବେ ଯାଇ ଶନି ଦେବଙ୍କ କୃପା ଆପଣଙ୍କୁ ମିଳିବ ।

ଚତୁର୍ଥ ରାଶି ଟି ହେଲା ତୁଳା ରାଶି । ତୁଲା ରାଶି ଆପଣଙ୍କୁ ସଫଳତା ମିଳିବ । କିନ୍ତୁ ଆପଣ କଳହ ଓ ଅଶାନ୍ତି ଆଦି ଠୁ ଦୂର ରେ ରହିବାକୁ ପଡିବ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରହିବ। ଅନ୍ୟ ର ସମସ୍ୟା ଠୁ ଦୂର ରେ ରହି ନିଜ କାର୍ଯ୍ୟକୁ ଧ୍ୟାନ ରେ ରଖି କାର୍ଯ୍ୟ କରନ୍ତୁ ।

ପଞ୍ଚମ ରାଶି କର୍କଟ ରାଶି ଆପଣଙ୍କ ଉପରେ ଶନି ଦେବଙ୍କ କୃପା ରହିବ । ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣଙ୍କୁ ଅର୍ଥ ପ୍ରାପ୍ତି ର ଯୋଗ ଅଛି । ଷଷ୍ଠ ରାଶି ଟି ହେଉଛି କୁମ୍ଭ ରାଶି ଆପଣଙ୍କ ର ଆପଣଙ୍କ ଜୀବନ ସାଥି ସହ ସମ୍ପର୍କ ମଧୁର ରହିବ। ଏବର୍ଷ ଆପଣ ନୂଆ ବାହନ କିଣି ପାରନ୍ତି । ଆପଣ କୌଣସି ଧର୍ମିକ ଯାତ୍ରା କରିପାରିନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *