Bhavishya Vani- ଆପଣଙ୍କ ହାତର ପାପୁଲି ହିଁ କହିବ ଆପଣଙ୍କ ଭାଗ୍ୟଭବିଷ୍ୟ ! ଜାଣନ୍ତୁ ନିଜର ଭାଗ୍ୟଲେଖା ନିଜ ହାତରେ ଥିବା ଅଧା ଚାନ୍ଦରୁ…

ନମସ୍କାର ବନ୍ଧୁଗଣ ,  ହାତ ରେଖା ଶାସ୍ତ୍ର ଅନୁସାରେ ହାତର ରେଖା ବ୍ୟକ୍ତି ର ବର୍ତ୍ତମାନ , ଭବିଷ୍ୟତ ବିଷୟରେ କହିଥାଏ । ଶାସ୍ତ୍ରୀୟ ବିଦମାନେ ହାତ କୁ ଦେଖି ଭବିଷ୍ୟତ ର ଅନେକ ବିଷୟ କହିଥାନ୍ତି । ହାତର ଥିବା ରେଖା ର ଚିହ୍ନ ଆମ ଜୀବନ କୁ ସଂପୂର୍ଣ୍ଣ ରୂପରେ ପରିବର୍ତ୍ତନ କରିଥାଏ । କୁହାଯାଏ ଯେ ଆପଣଙ୍କ ହାତର କୁ ଯୋଡିଲା ସମୟରେ ଯେଉଁ ଅଧା ଚାନ୍ଦ ଚିହ୍ନ ହୋଇଥାଏ ତାହାର ଅର୍ଥ ଯେ ଆପଣଙ୍କୁ ସୁନ୍ଦର ସ୍ତ୍ରୀ ବା ସ୍ଵାମୀ ର ଯୋଗ ରହିଛି ।

ହାତ ରେଖା ଶାସ୍ତ୍ର ଅନୁଯାୟୀ ହାତର ରେଖା ବ୍ୟକ୍ତି ଭବିଷ୍ୟତ ସମ୍ବନ୍ଧୀୟ ବିଷୟ ବର୍ଣ୍ଣନା କରିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ଯେ ହାତରେ ଅଧା ଚାନ୍ଦ ଚିହ୍ନ ର ଅର୍ଥ  କଣ । ଅନେକ ଲୋକମାନେ ଏହାକୁ ଚିହ୍ନିବାରେ ଭୁଲ କରିଥାନ୍ତି , ଯଦି ଅଧା ଚାନ୍ଦ ଚିହ୍ନଟି ହାତର ଗୋଟିଏ ହାତରୁ ଆରମ୍ଭ କରି ଆଉ ଗୋଟେ ହାତ ରେ ଶେଷ ହୋଇଥାଏ ।

ତେବେ  ଆମେ ଏହାକୁ ଅଧା ଚାନ୍ଦ କହିଥାଉ । କିନ୍ତୁ ଯଦି ଏହା ଅଧା ରେ ରହି ଯାଇଥାଏ ତେବେ ଏହା ଚାନ୍ଦ ହୋଇନଥାଏ । ଆସନ୍ତୁ ଜାଣିବା ଅଧା ଚାନ୍ଦ କିପରି ହୋଇଥାଏ ଯଥା ହାତର ହୃଦୟ ରେଖା ର ଉପରୁ ଆରମ୍ଭ ହୋଇ ଶନି ପର୍ବତ ଅନ୍ତ ଯାଏ ଯାଇଥାଏ । ଏହାକୁ ଆମେ ଅଧା ଚାନ୍ଦ କହିଥାଉ । ଏହା ବହୁତ  ଚିହ୍ନ ଅଟେ ଏହା ବହୁତ କମ୍ ଲୋକମାନଙ୍କ ହାତରେ ହୋଇଥାଏ ।

ଯେଉଁ ବ୍ୟକ୍ତିମାନଙ୍କ ହାତରେ ଏହି ଚିହ୍ନ ହୋଇଥାଏ ସେମାନେ ବହୁତ ଆକର୍ଷିତ ଏବଂ ହୃଦୟ ରୁ ଭଲ ସ୍ଵଭାବ ଜନିତ ବ୍ୟକ୍ତି ହୋଇଥାନ୍ତି । କଠିନ ପରିସ୍ଥିତିରେ ମଧ୍ୟ ସକାରାତ୍ମକ ବ୍ଯବହାର କୁ ଅବଲମ୍ବନ କରିଥାନ୍ତି । ଯେଉଁମାନଙ୍କ ହାତରେ ଏହି ଚିହ୍ନ ରହିଥାଏ ସେମାନେ ଅନ୍ୟଲୋକମାନଙ୍କୁ ନିଜର କଥା କହିବାକୁ ଇଚ୍ଛା କରିନଥାନ୍ତି । କଥାକୁ ଅଧିକାଂଶ ସମୟରେ ଲୁଚେଇ ଥାନ୍ତି ।

କାରଣ ଏମାନେ ଭାବି ନିଅନ୍ତି ଯେ ଏମାନଙ୍କ କଷ୍ଟ ବିଷୟରେ ଅନ୍ୟ ଲୋକ ନ ଜାଣୁ । ଏହାବି ମନା ଯାଇଥାଏ ଯେ ଏହି ଚିହ୍ନ ଥିବା ଲୋକେ ନିଜର ଜୀବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି କେବେ ବି ଧୋକା ଦେଇନଥାନ୍ତି । ଯାହାକୁ ବି ଭଲ ପାଇଥାନ୍ତି ସର୍ବଦା ତାଙ୍କ ଭଲ ବିଷୟରେ ଚିନ୍ତା କରନ୍ତି । ଏମାନଙ୍କ ମସ୍ତିସ୍କ ବହୁତ ତୀବ୍ର ଗତିରେ କାମ କରିଥାଏ ବୁଦ୍ଧି ଦ୍ଵାରା ସମସ୍ତ କାର୍ଯ୍ୟ କୁ କରିଥାନ୍ତି ।

ମିତ୍ରଙ୍କ ପ୍ରତି ସର୍ବଦା ବିଶ୍ଵସ୍ତ ରହିଥାନ୍ତି । ଏହି ବ୍ୟକ୍ତିମାନଙ୍କୁ କ୍ରୋଧ ଶୀଘ୍ର ଆସିଥାଏ ଏବଂ ଶୀଘ୍ର ହିଁ ଶାନ୍ତ ମଧ୍ୟ ହୋଇଯାଇଥାନ୍ତି । ଏହି ଚିହ୍ନ ଥିବା ବ୍ୟକ୍ତିଙ୍କ ବୈବାହିକ ଜୀବନ ବହୁତ ସୁଖ ଶାନ୍ତିରେ କଟିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *