Health Tips- ପ୍ରତିଦିନ ସେବନ କରନ୍ତୁ ଏହି 7 ଟି Super Foods! ଡାଇବେଟିସ ଥିବା ଲୋକଙ୍କ ପାଇଁ ଏହି ଖାଦ୍ୟ ଅମୃତ ସହ ସମାନ !             

ନମସ୍କାର ବନ୍ଧୁଗଣ , ଶରୀର କୁ ସୁସ୍ଥ ସବଳ ଦୀର୍ଘ ବୟସ ଜୀବନଜାପାନ କରିବା ପାଇଁ ଶରୀର ସୁସ୍ଥ ଭଲ ରହିବା ନିହାତି ଆବଶ୍ୟକ ହୋଇଥାଏ । ଆଜି ଦିନ ରେ ପ୍ରାୟତ ଲୋକମାନଙ୍କ ଭିତରେ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ରୋଗ ଦେଖାଯାଉଛି । ଏହାକୁ ନିୟନ୍ତ୍ରଣ ରେ ରଖିବା ପାଇଁ ଆମକୁ ଉତ୍ତମ ଡାଏଟ ର ପ୍ରସ୍ତୁତ କରି ପାଳନ କରିବା ଜରୁରୀ  ହୋଇଥାଏ  ।

ଆଜି ଆମେ ଆପଣ ସାତ ଟି ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ଆପଣଙ୍କ ଡାଏଟ ରେ ସାମିଲ କରନ୍ତୁ । ଦେଖିବେ ଏହାକୁ କରିବା ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ ନିୟନ୍ତ୍ରିତ ହୋଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ ଅଧିକ ଡାକ୍ତର  ସାଲିମ ଜେଦୀ ମାଧ୍ୟମରେ । 1- କଲରା ଏହି ଆପଣଙ୍କ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ , କଲରା ରେ ଏମିତି କିଛି ପୋଷାକ ରହିଥାଏ ଯାହା ଆପଣ ଶରୀର ରେ ରକ୍ତ ମାତରା କୁ ସଠିକ ରଖିଥାଏ ।

ଆପଣମାନେ କଲରା କୁ ଭୋଜା କରି ଖାଇଥାନ୍ତି , କିନ୍ତୁ ଯଦି ଆପଣ ଏହାକୁ ଜୁସ କରି ସେବନ କରିବେ ପ୍ରଚୁର ଉପକାର ପାଇବେ । ଯଦି ଆପଣ ଏହାକୁ ଜୁସ କରି ପିଇପାରିବେ ନାହିଁ ତେବେ ଏହାକୁ ଶୁଖାଇ ଏହାର  ପାଉଡର ପ୍ରସ୍ତୁତି  କରି ପାଣି ମିଶେଇ ସେବନ କରିପାରିବେ । 2 – ଯାମୁନ ରେ ଜାମୋସିନ ନାମକ ପୋଷାକ ରହିଥାନ୍ତି ଦିନକୁ ଆଠ ଟା  ଯାମୁନ ଖାଇବା  ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ରହିଥାଏ ।

ଏହାର ପାଉଡର ବ୍ଯବହର କରିବା ପାଉଡର ଖାଇବା ମଧ୍ୟ ଭଲ ହୋଇଥାଏ । 3- କଖାରୁ ଏମିତି ଏହ ଜିନିଷ ଯାହାକୁ ଔଷଧ ରେ ବ୍ୟବହାର କରାଯାଇଥାଏ ଓ ଏହାକୁ ନିଶ୍ଚିତ ଭାବରେ ସେବନ କରିବା ଉଚିତ୍ ।,  ରିସର୍ଚ ରୁ ଜଣାଯାଇଛି ଯେ କଖାରୁ ରେ ଫାଇବାର ଏବଂ ପୋଷକ ରହିଥାଏ ଯାହା ଆମ ଉଚ୍ଚ ରକ୍ତଚାପ କୁ ନିୟମିତ ରଖିଥାଏ । 4- ଭେଣ୍ଡି  କୁ ସପ୍ତାହ ରେ ଦୁଇ ଥର ଖାଇବାର ଦ୍ଵାରା ଆପଣଙ୍କୁ ବହୁତ ଉପକର ମିଳିଥାଏ ।

ଏହା ଆମ ଶରୀର ରେ ଭଲ ରକ୍ତ କୁ ବୃଦ୍ଧି କରିବା ସହିତ ଉଚ୍ଚ ରକ୍ତଚାପ କୁ ନିୟମିତ କରିଥାଏ । 5- ସେଓ ରେ ପ୍ରଚୁର ପରିମାଣ ରେ ଭିଟାମିନ ମିନାରାଲସ ରହିଥାଏ ଏବଂ ଡାକ୍ତର ମଧ୍ୟ ଏହାକୁ ଖାଇବା ପାଇଁ ପରାମର୍ଶ  ଦେଇଥାନ୍ତି । ଦିନ ଗୋଟିଏ ସେଓ  ର ସେବନ ନିହାତି କରିବା ଉଚିତ୍ ଏହା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ ।

6- ସିଆ ସିଡ୍ସ କୁ ରିସର୍ଚ କରାଯାଇଛି ଏବଂ ଏହା ପ୍ରକାଶିତ ଆରେ ଏହା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ । ଏହା ଓଜନ କୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । 7- ଓଡସ୍ ରେ ଫାଇବାର ଅଧିକ ରହିଥାଏ ଯାହା ଦଇବେଟିସ କୁ ନିୟମିତ ରଖିଥାଏ ଏବଂ ଆପଣଙ୍କ ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *