କଣ ଆପଣଙ୍କ ଆଣ୍ଠୁରୁ ଆସୁଛି କଟ-କଟ ଆବାଜ, କଣ ବସିଲେ ଉଠି ପାରୁ ନାହାଁନ୍ତି ତ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ (Health Tips)

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଆଣ୍ଠୁଗଣ୍ଠି ବ୍ୟ-ଥା ସମ୍ବନ୍ଧରେ ଯେଉଁ ମାନଙ୍କୁ ଆଣ୍ଠୁଗଣ୍ଠି ବ୍ୟ-ଥା ହେଉଅଛି ଯେ ସେମାନେ ଅତି ସହଜରେ ବସିଉଠି ପାରୁ ନାହାନ୍ତି । ବସାଉଠା ରେ କ-ଷ୍ଟ ହେବା ସହିତ ଯେତେବେଳେ ସେମାନେ ଚାଲିବାକୁ ଲାଗନ୍ତି ସେମାନଙ୍କ ଆଣ୍ଠୁରୁ ଟକ ଟକ କରି ଆବାଜ ମଧ୍ୟ ଶୁଭିଥାଏ । ମାତ୍ର ଆଜି ଆମ୍ଭେ ଆପଣଙ୍କୁ ଏଭଳି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଫଳରେ ଆପଣଙ୍କୁ ଏହି ସମସ୍ତ ଜିନିଷ ଠାରୁ ଆରାମ ମିଳି ପାରିବ ।

୧- ପ୍ରଥମ ଉପାୟ ହେଉଛି ଆପଣ ପ୍ରଥମେ ଗୋଟିଏ ଟାୱଲ ନିଅନ୍ତୁ । ଏହାକୁ ଆପଣ ଗୋଲ କରି ନିଜ ଆଣ୍ଠୁ ତଳେ ରଖନ୍ତୁ । ଏହା ପରେ ସେହି ଟାୱଲ କୁ ଆପଣ ପ୍ରେସ କରନ୍ତୁ । ନିଜ ଆଣ୍ଠୁ ସାହାର୍ଯ୍ୟ ରେ ସେହି ଟାୱଲ କୁ ଆପଣ ଜୋରସେ ପ୍ରେସ କରନ୍ତୁ । ଆପଣଙ୍କୁ ଯଦି ଗୋଟିଏ ଗୋଡରେ ଯ-ନ୍ତ୍ର-ଣା ରହି ଅଛି ତେବେ ଆପଣ ଅନ୍ୟ ଗୋଡରେ ମଧ୍ୟ ଏହି ଉପାୟ ଟିକୁ କରି ପାରିବେ ।

ଆପଣ ପ୍ରଥମେ ଏହିଭଳି ଅଭ୍ୟାସ ଗୋଟିଏ ଗୋଡର ଆଣ୍ଠୁରେ କରିଲେ ଏହାପରେ ଆପଣ ଅନ୍ୟ ଗୋଡର ଆଣ୍ଠୁରେ ଏହିପରି କରନ୍ତୁ । ଆପଣ ସମୁଦାୟ ଉଭୟ ଆଣ୍ଠୁରେ ୨୦ ଥର ରୁ ଅଧିକ ପ୍ରୟୋଗ କରନ୍ତୁ । ଏହି ଉପାୟ ଟି କରୁଥିବା ସମୟରେ ଆପଣି ନିଜ ହାତ କୁ ମୁଠା କରି ଆପଣଙ୍କ ଗୋଡରେ ଦବାଇ ପାରିବେ । ଯଦି ଆପଣ ହାତ ଲଗାଇ ପ୍ରେସ କରୁଛନ୍ତି ତେବେ ଆପଣଙ୍କ ହାତ ଆଗକୁ ଆସିବ ଅଥବା ଯଦି ଆପଣ ହାତ ଲଗାଉ ନାହାନ୍ତି ତେବେ ଆପଣଙ୍କ ହାତ ପଛକୁ ରହିବ । ଏହା ବହୁତ ଲାଭଦାୟକ ଭଳି ଅଭ୍ୟାସ ଅଟେ ।

୨- ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ଏକ ମ୍ୟାଟ ଉପରେ ଶୋଇ ଆପଣଙ୍କ ଗୋଡ କୁ ୩୦ ଡିଗ୍ରୀ ଉଚ୍ଚ ପର୍ଯ୍ୟନ୍ତ ଉଠାଇବାକୁ ହେବ । ଏହା ପରେ ଆପଣଙ୍କୁ ୧୦ ପର୍ଯ୍ୟନ୍ତ ଗଣିବାର ଅଛି । ଆପଣ ୧୦ ପର୍ଯ୍ୟନ୍ତ ଗଣିସାରିବା ପରେ ନିଜ ପାଦ କୁ ତଳକୁ ନେଇ ଆସନ୍ତୁ । ଏହାପରେ ଆପଣ ଅନ୍ୟ ଗୋଡ କୁ ମଧ୍ୟ ଉପରକୁ ଉଠାଇ ଏହିଭଳି କାଉଣ୍ଟ କରନ୍ତୁ । ଡାହାଣ ବାମ କରି ଏହାକୁ ସମୁଦାୟ ୨୦ ମିନିଟ ପର୍ଯ୍ୟନ୍ତ କରନ୍ତୁ । ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଏଭଳି ନୀତି ଦିନ କରିବା ଦ୍ଵାରା ଆପଣଙ୍କ ଗୋଡ ତଥା ଆଣ୍ଠୁ ଗଣ୍ଠି ଉତ୍ତମ ରହିବ ।

୩- ତୃତୀୟ ଉପାୟ ହେଉଛି ଯାହା ଆପଣଙ୍କ ଗୋଡକୁ ସଂପୂର୍ଣ୍ଣ ଭାବରେ ସୁସ୍ଥ କରିଦେବ ତାହା ହେଉଛି ପାରିଜାତ ର ଗଛ । ଅନେକ ଲୋକେ ଏହାର ନାମ ନିଶ୍ଚିତ ଶୁଣିଥିବେ । ଆପଣ ୨ ରୁ ୩ ପାରିଜାତ ର ପତ୍ର ନେଇ ତାକୁ ଛେଚି ପେଷ୍ଟ ବନାଇ ଦିଅନ୍ତୁ । ଏହା ପରେ ଆପଣ ତାକୁ ରାତିରେ ପାଣିରେ ଭିଯାଇ ରଖି ଦିଅନ୍ତୁ ସକାଳେ ୧ ଗିଲାସ ପାଣିରେ ତାକୁ ଫୁଟାନ୍ତୁ ତାହା ଫୁଟି ଫୁଟି ଅଧା ହୋଇଗଲେ ରାହାକୁ ସେବନ କରନ୍ତୁ । ଏହା ଏକ ଆୟୁର୍ବେଦିକ ଉପାୟ ଅଟେ ଆପଣ ଏହାକୁ ପ୍ରୟୋଗ କଲେ ୭ ଦିନ ମଧ୍ୟରେ ଆପଣଙ୍କୁ ଏହାର ଲାଭ ମିଳିବ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *