ମେଷ
ଆଜି ମନ ପ୍ରସନ୍ନ ରହିବ । ଆଜି ଆପଣ ନିଜ ମଧ୍ୟରେ ଏକ ନୂତନ ଉର୍ଜାକୁ ଅନୁଭବ କରିବେ । ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ବି ରହିବେ । ଆପଣଙ୍କ ଉଦାର ସ୍ଵଭାବ ଆଜି ଆପଣଙ୍କ ପାଇଁ ଖୁସି ନେଇ ଆସିବ । ନିଜର ଖର୍ଚ ଉପରେ କାବୁ ରଖନ୍ତୁ ଓ ଆଜି ହାତ ଖୋଲି ବ୍ୟୟ କରିବା ଠାରୁ ବଞ୍ଚନ୍ତୁ । ପାରିବାରିକ ସ୍ଥିତି ଭଲ ରହିବ । ପ୍ରେମ ସମ୍ବନ୍ଧରେ ଭଲ ସମୟ ଆସିବ । ବିଦ୍ୟାର୍ଥୀମାନଙ୍କ ଧ୍ୟାନ ପଢାରେ ରହିବ । ଭାଇମାନଙ୍କ ଠାରୁ ପୂର୍ଣ ସହଯୋଗ ମିଳିବ ।
ବୃଷ
ପରିବାରରେ ଚିନ୍ତାର ବାତାବରଣ ରହିବ । ମନରେ ନିରାଶ ଅନୁଭୂତି ହେବ । ମସ୍ତିଷ୍କ ଆଜି ସ୍ଥିର ରହିବ । ଚିନ୍ତା କରିଥିବା କାର୍ଯ୍ୟରେ ବିଳମ୍ବ ହୋଇପାରେ । ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହି ପାରନ୍ତି । ବନ୍ଧୁମାନଙ୍କ ସହିତ ମନୋରଞ୍ଜନ ଭରା ଯାତ୍ରା କରି ପାରନ୍ତି । ଜୀବନରେ ଉନ୍ନତି କରିବେ । ନିଜର ପରିସ୍ଥିତି ବିଷୟରେ ଚିନ୍ତା କରି ଦୁଖୀ ହେବା ଦ୍ଵାରା କିଛି ବି ହାସଲ ହେବ ନାହିଁ । ପରିବାରରେ କୌଣସି କଥାକୁ ନେଇ ମତଭେଦ ରହିବ ।
ମିଥୁନ
ଆଜିର ଦିନ ଶୁଭ ଅଟେ । ମନରେ ଆତ୍ମବିଶ୍ଵାସ ବଢିବ । କାର୍ଯ୍ୟ କରିବା ଦ୍ଵାରା ମନ ପ୍ରସନ୍ନ ରହିବ । ଶରୀରରେ ଊର୍ଜାର ସଂଚାର ହେବ । ପରିବାର ଲୋକମାନଙ୍କ ସହିତ ସୁଖମୟ ସମୟ ବ୍ୟତୀତ ହେବ । ବ୍ୟାପାରରେ ପୂର୍ବରୁ କରାଯାଇଥିବା ନିବେଶରେ ସକାରାତ୍ମକ ପରିଣାମ ମିଳିବ । ସାମାଜିକ ଗତିବିଧି ଭଲ ରହିବ । କିନ୍ତୁ ନିଜର ରହସ୍ୟ କାହା ସାମ୍ନାରେ ଉଜାଗର କରନ୍ତୁ ନାହିଁ । ପ୍ରେମରେ ସଫଳତା ମିଳିପାରେ । ଏହା ସହିତ ପ୍ରେମ ସମ୍ବନ୍ଧରେ କୌଣସି ବନ୍ଧୁର ସାହାର୍ଯ୍ୟ ମିଳିପାରେ ।
କର୍କଟ
ମନରେ ଆତ୍ମବିଶ୍ଵାସ ବଢିବ । କୌଣସି ବି ଖରାପ ପରିସ୍ଥିତିର କାରଣ ଆପଣ ହୋଇ ପାରନ୍ତି । କାର୍ଯ୍ୟ କରିବା ସମୟରେ ମନ ଉଦାସୀନ ରହିବ । ସନ୍ତାନ ତରଫରୁ ଚିନ୍ତା ମୁକ୍ତ ହୋଇ ଯାଆନ୍ତୁ । ଅଟକିଥିବା କାର୍ଯ୍ୟ ସହହଜରେ ପୁରା ହୋଇଯିବ । ଅତିଥି ସତ୍କାରର ଅବସର ମିଳିବ । ସମାଜରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । କାମ ମଧ୍ୟରେ ବିଶ୍ରାମ କରନ୍ତୁ ନାହିଁ । ଆଜି ଦିନରେ ଏହିଭଳି ଜିନିଷ କ୍ରୟ କରିବା ପାଇଁ ସମୟ ଭଲ ଅଟେ, ଯାହାର ଦାମ ଆଗାକୁ ଯାଇ ବଢିପାରେ ।
ସିଂହ
ମାତାଙ୍କ ଆଶୀର୍ବାଦ ମିଳିବ । ସମ୍ପତ୍ତି ପ୍ରାପ୍ତ କରିବାର ଅବସର ପ୍ରାପ୍ତ ହେବ । ଯାତ୍ରା ଦ୍ଵାରା ଲାଭ ହୋଇପାରେ । ସହକର୍ମୀମାନେ କାର୍ଯ୍ୟରେ ସହଯୋଗ କରିବେ । ସନ୍ତାନଙ୍କ ଶିକ୍ଷା ସମ୍ବନ୍ଧିତ କଥାକୁ ନେଇ ଚିନ୍ତା ବଢିପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିବ । ଆଜି ଆପଣ ସବୁଠୁ ବଡ ସ୍ଵପ୍ନ ଦେଖିବେ । ଯାହା ସତ ପ୍ରମାଣିତ ହୋଇପାରେ । କିନ୍ତୁ ନିଜର ଉତ୍ସାହକୁ କାବୁରେ ରଖନ୍ତୁ । କାରଣ ଅଧିକ ଖୁସି ଦ୍ଵାରା ଚିନ୍ତିତ ହୋଇ ପାରନ୍ତି । ସନ୍ତାନଙ୍କ ପକ୍ଷ ନିଶ୍ଚିତ ରହିବ ।
କନ୍ୟା
ମନରେ ଅସ୍ଥିରତା ବଢିବ । ଏହି କାରଣରୁ କାର୍ଯ୍ୟରେ ମନ ଲାଗିବ ନାହିଁ । ପରିବାରକୁ ନେଇ ଅଳ୍ପ ଚିନ୍ତିତ ରହିବେ । ବହୁତ ସମୟ ହେବ ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ସାମଞ୍ଜସ୍ୟ ରଖନ୍ତୁ । ବିବାଦ ହୋଇପାରେ । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ । ଆଜି ଆପଣଙ୍କ ପକ୍ଷ ମଜବୁତ ରହିବ । ଜୀବନସାଥିଙ୍କ ସହିତ ଆର୍ଥିକ ସମୟ ବିତାଇବେ ।
ତୁଳା
କାର୍ଯ୍ୟ କରିବାର କ୍ଷମତା ବଢିବ । ଧନ ସମ୍ବନ୍ଧିତ କାର୍ଯ୍ୟ ପୁରା ହେବ । ମାତାଙ୍କ ଆଶୀର୍ବାଦରେ ସଫଳତା ପ୍ରାପ୍ତ ହେବ । ସନ୍ତାନଙ୍କ ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ଏହା ସହିତ ନିଜର ବ୍ୟବସାୟ ପ୍ରତି ବି ଧ୍ୟାନ ଦିଅନ୍ତୁ । ପୁରୁଣା ମିତ୍ର ସହ ସାକ୍ଷାତ ହୋଇପାରେ । ମିତ୍ରଙ୍କ ଠାରୁ ସହଯୋଗ ବି ମିଳିବ । ଅବିବାହିତ ଲୋକମାନଙ୍କ ପାଇଁ ଭଲ ସମୟ ଆସି ଯାଇଛି । ଶାରୀରିକ କଷ୍ଟ ମିଳିପାରେ । ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଏକତ୍ରିତ କରନ୍ତୁ । ବ୍ୟାପାରରେ ସ୍ଥିତି କମଜୋର ରହିପାରେ ।
ବିଚ୍ଛା
ମନରେ ଅଶାନ୍ତି ରହିବ । କୌଣସି ବି କାର୍ଯ୍ୟରେ ମନ ଲାଗିବ ନାହିଁ । ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ କୌଣସି ବିପଦକୁ ଡ଼ରନ୍ତୁ ନାହିଁ । ଡର ଭାବନା ଆପଣଙ୍କୁ ହାନି ପହଞ୍ଚାଇ ପାରେ । ମାନ-ସମ୍ମାନର ଧ୍ୟାନ ରଖନ୍ତୁ । କମ କଥା କହିଲେ ବାଦ-ବିବାଦକୁ ଦୂର କରି ପାରିବେ । ଖର୍ଚ୍ଚର ମାତ୍ରା ବଢ଼ିବ ।
ଧନୁ
ସନ୍ତାନ ପକ୍ଷ ଠାରୁ ଆପଣଙ୍କୁ ସନ୍ତୁଷ୍ଟ ରହିବେ । କ୍ୟାରିୟର କ୍ଷେତ୍ରରେ ବିସ୍ତାର ହେବ । ଜୀବନସାଥିଙ୍କ ପୂର୍ଣ ସହଯୋଗ ମିଳିବ । ଜୀବନସାଥିଙ୍କ ବିଚାରର ସମ୍ମାନ କରନ୍ତୁ । ଶତ୍ରୁମାନଙ୍କ ପରାସ୍ତ କରିବେ । ଜୀବନସାଥି ଧର୍ମ କର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ଜୀବନସାଥିଙ୍କ ଭାବନାକୁ ସମ୍ମାନ କରନ୍ତୁ । ଆର୍ଥିକ ଅବସ୍ଥା ଭଲ ରହିବ । ଘରର ସମସ୍ତ ସଦସ୍ୟଙ୍କ କଥାକୁ ଧ୍ୟାନରେ ରଖି ସଠିକ ନିଷ୍ପତି ନିଅନ୍ତୁ । ନୂଆ ଆର୍ଥିକ ଯୋଜନା ଉପରେ କାମ ଆରମ୍ଭ କରି ପାରନ୍ତି ।
ମକର
ଟଙ୍କା ଆପଣଙ୍କ ଆଡକୁ ଆସିବ । ପରିବାରରେ ଖୁସିର ବାତାବରଣ ରହିବ । ଭାଇମାନଙ୍କ ପୁରା ସହଯୋଗ ପ୍ରାପ୍ତ ହେବ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ଆଜି ବହୁତ ସକ୍ରିୟ ରହିବେ ଓ ଲୋକମାନଙ୍କ ସହ ତାଳମେଳ ରହିବ । ବାହାର ଲୋକମାନଙ୍କ ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଉତ୍ପନ୍ନ କରି ପାରେ । ସନ୍ତାନକୁ ସଫଳତା ପ୍ରାପ୍ତ ହେବ । ଆଧ୍ୟତ୍ମିକତା ହେବେ ।
କୁମ୍ଭ
ଆପଣନାକ ଶତ୍ରୁ ଆଜି ପରାସ୍ତ ହେବେ । ପଟେ ସମ୍ବନ୍ଧିତ ସମସ୍ୟା ହୋଇପାରେ । ସନ୍ତାନଙ୍କ ଶିକ୍ଷା ଏବଂ ଆଗାମୀ ଭବିଷ୍ୟୟକୁ ନେଇ ଚିନ୍ତାରେ ରହିବେ । ପାରିବାରିକ ଜୀବନରେ କିଛି ବିବାଦ ଆସିପାରେ । ଧ୍ରମିକ କାର୍ଯ୍ୟ ପ୍ରତି ରୁଚି ବଢିବ । ଆଜି ଆପଣଙ୍କ ପରିଶ୍ରମ କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ରଙ୍ଗ ଆଣିବ । କୌଣସି ନୂତନ ବ୍ୟକ୍ତି ସହ ସାକ୍ଷାତ ହୋଇପାରେ । ଆପଣଙ୍କ ଜୀବନସାଥି ଆଜି ଉର୍ଜାରେ ପରିପୂର୍ଣ ରହିବେ । ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ମୀନ
ପିଲାମାନଙ୍କୁ ମାର୍ଗଦର୍ଶନ କରନ୍ତୁ । ଆଇନ ମାମଲାରେ ସାବଧାନ ହୋଇ ରୁହନ୍ତୁ । ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ଭାଗ୍ୟ ପୂର୍ଣ ରୂପରେ ସହଯୋଗ କରିବ । ଘରେ ଉଲ୍ଲାସର ପରିବେଶ ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଟଙ୍କାର ନିବେଶ ଭୁଲ ଜାଗାରେ ନ ହେଉ, ଏହାର ଧ୍ୟାନ ରଖନ୍ତୁ । ପରିବାରର ସଦସ୍ୟ ମାନଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି । ଭୁଲ ବୁଝାବଣା ତଥା ଦୁର୍ଘଟଣା ଠାରୁ ବଞ୍ଚିତ ରୁହନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।