20 ବର୍ଷ ପୁରୁଣା ଯାଦୁ, କାଛୁ, କୁଣ୍ଡିଆ କେବଳ ଗୋଟେ ଦିନରେ ହିଁ ଗାୟବ ହୋଇଯିବ, କରନ୍ତୁ ଏହି ସହଜ ଉପାୟ– Health Tips

ବନ୍ଧୁଗଣ ସାଧାରଣତଃ ଏହି ଦୁନିଆରେ ଥିବା ଅଧିକାଂଶ ଲୋକଙ୍କୁ ଜାଦୁ, କାଛୁ ଓ କୁଣ୍ଡିଆ ଆଦି ସମସ୍ଯା ରହିଥାଏ । ଏହି ସମସ୍ଯା ଶରୀରର ବିଭିନ୍ନ ଅଙ୍ଗରେ ହୋଇଥାଏ ।

ଏହି ସମସ୍ଯା ହେଲେ ସାଧାରଣତଃ ଲୋକ ମାନେ ଆପଣଙ୍କୁ ପାଖରେ ବସେଇବେ ନାହିଁ । କାରଣ ଏହି ରୋଗ ଅନ୍ୟ ମାନଙ୍କୁ ଡେଇଁ ଥାଏ ଓ ସେମାନଙ୍କୁ ଏହି ରୋଗ ହୋଇଯାଇଥାଏ ।

ଏହି ସମସ୍ଯା ହେବା କାରଣରୁ ଲୋକ ମାନେ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ଭୟ କରିଥାନ୍ତି । ବନ୍ଧୁଗଣ ଏହି ସମସ୍ଯା ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ ଏହା ସହିତ ଏହା ହୋଇଥିବା ସ୍ଥାନକୁ ବାରମ୍ବାର କୁଣ୍ଡାଇବାକୁ ପଡିଥାଏ ।

ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ଯା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ବହୁତ ସହଜରେ ନିଜର ଏହି କାଛୁ, ଜାଦୁ ଓ କୁଣ୍ଡିଆ ସମସ୍ଯାକୁ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ କରି ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆମକୁ ସର୍ବ ପ୍ରଥମ ଜିନିଷ ଦରକାର ଡେଟୋଲ । ଯଦି ଆପଣ ମାନଙ୍କର ଚର୍ମ ଜନିତ କୌଣସି ସମସ୍ଯା ରହିଛି ତା ହେଲେ ଆପଣ ଗାଧୋଇବା ପୂର୍ବରୁ ଏକ ଠିପି ଡେଟୋଲ ପାଣିରେ ମିଶାଇ ଗାଧାନ୍ତୁ ଦେଖିବେ ଆପଣଙ୍କର ଚର୍ମ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ତେଣୁ ଆଜିଆର ଏହି ଉପଚାର ପାଇଁ ଆମେ ଡେଟୋଲର ପ୍ରୟୋଗ କରିବା ।

ଏହି ଉପଚାରକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ଠିପି ଡେଟୋଲ ଏକ ପାତ୍ରରେ ନିଅନ୍ତୁ । ଏହାପରେ ଆମକୁ ଦୁତୀୟ ସାମଗ୍ରୀ ଦରକାର ଟୁଥପେଷ୍ଟ । ଆପଣ ଏହି ଉପଚାର ପାଇଁ ଯେକୌଣସି ବିନା ଫ୍ଲେବର ବାଲା ଟୁଥ ପେଷ୍ଟର ପ୍ରୟୋଗ କରନ୍ତୁ । ଏହି ଉପଚାର ପାଇଁ ଆପଣ ଏକ ଚାମଚ ଟୁଥ ପେଷ୍ଟର ପ୍ରୟୋଗ କରନ୍ତୁ । ଟୁଥ ପେଷ୍ଟ ଆମ ଜାଦୁ, କାଛୁ ଓ କୁଣ୍ଡିଆ ଆଦି ସମସ୍ଯା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଏହି ଉପଚାର ପାଇଁ ଟୁଥ ପେଷ୍ଟର ପ୍ରୟୋଗ କରନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ଏହି ଉପଚାର ପାଇଁ ଆମକୁ ଶେଷ ସାମଗ୍ରୀ ଦରକାର ରସୁଣ । ରସୁଣ ଏହି ଜାଦୁ କାଛୁ ଆଦି ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଏହି ଉପଚାର ପାଇଁ ଦୁଇଟି ରସୁଣ ନିଅନ୍ତୁ ଓ ଏହାର ଚୋପାକୁ ଭଲ ଭାବରେ ଛଡାଇ ଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କର ଯେଉଁ ସ୍ଥାନରେ କାଛୁ, କୁଣ୍ଡିଆ ବା ଜାଦୁ ହୋଇଛି ସେହି ସ୍ଥାନରେ ପ୍ରଥମେ ଡେଟୋଲରେ ସଫା କରନ୍ତୁ । ଏହାପରେ ଆପଣ ରସୁଣକୁ ଅଳ୍ପ ଛେଚି ଦିଅନ୍ତୁ ଓ ରସୁଣ ସହାୟତାରେ ସେହି ମିଶ୍ରଣ ନେଇ ଆପଣଙ୍କର ସେହି ଅଙ୍ଗରେ ଲଗାନ୍ତୁ । ଯେଉଁଠି ଆପଣଙ୍କର ଜାଦୁ, କାଛୁ କୁଣ୍ଡିଆ ହୋଇଥିବ । କମ ସେ କମ ୨୦ ମିନିଟ ଏହାକୁ ସେହି ସ୍ଥାନରେ ରଖନ୍ତୁ ଓ ୨୦ ମିନିଟ ପରେ ଏହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହି ଉପଚାରକୁ ମାତ୍ର ଥରେ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *