Tarot reading; -ଗୋଟିଏ ନମ୍ବର ବାଛନ୍ତୁ, କାହା ନାମ ଭାବି ତାଙ୍କ ମନର କଥା ଜାଣନ୍ତୁ…

ବନ୍ଧୁଗଣ ଆପଣଙ୍କୁ 5 ଗୋଟି ନମ୍ବର ଦିଆଯାଇଛି । ନମ୍ବର ଗୁଡିକ ହେଉଛି 1, 2, 3, 4 ଓ 5 । ଏହି ନମ୍ବର ଗୁଡିକ ମଧ୍ୟରୁ କୌଣସି ଗୋଟିଏ ନମ୍ବର ବାଛି ଆପଣ ଜାଣିପାରିବେ । ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ? ଅର୍ଥାତ ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଥିବେ । ତାଙ୍କ ନାମ ଭାବି କୌଣସି ନମ୍ବର ବାଛି ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭାବନା ଅଛି ତାହା ଜାଣିପାରିବେ । ତେବେ ଚାଲନ୍ତୁ ଜାଣିବା ।

1- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ସେହି ବ୍ୟକ୍ତିଙ୍କ ଭାବନା ଅନୁସାରେ ଆପଣ ଯାହା ଭାବନ୍ତି ବା କହିବାକୁ ଚାହାନ୍ତି । ତାହା ଆପଣ ମୁହଁରେ ଅଧିକ ଅନ୍ୟକୁ କୁହନ୍ତି ନାହିଁ । ଅର୍ଥାତ ଆପଣଙ୍କ ମନର ଭାବନା ଅନ୍ୟ କେହି ଆପଣଙ୍କୁ ଦେଖିକି ଜାଣିଜାଆନ୍ତୁ ବୋଲି ତାଙ୍କ ଠାରେ ଆପଣ ଏପରି କିଛି ଆଶା ରଖନ୍ତି । ନିଜ ମନର କଥାକୁ ନିଜ ମୁହଁରେ ଅଧିକ ରଖିବାକୁ ଆପଣ ପସନ୍ଦ କରନ୍ତି ନାହିଁ ବୋଲି ଏହି ବ୍ୟକ୍ତି ଜଣଙ୍କୁ ଲାଗୁଛି । ତେଣୁ ଯାହା ଆପଣଙ୍କ ମନରେ ଚାଲିଛି ତାହା ଆପଣ ଅନ୍ୟକୁ ଖୋଲି କହିବାକୁ ଚେଷ୍ଟା କରନ୍ତୁ ।

2-  ଆପଣ ଜଣେ ବହୁତ ସାହାଜ୍ଯକାରୀ ବ୍ୟକ୍ତି ବୋଲି ଆପଣଙ୍କ ପର୍ଶନଙ୍କୁ ଆପଣଙ୍କ ବିଷୟରେ ଏଭଳି କିଛି ଲାଗିଥାଏ । ତାଙ୍କ ଭାବନା ଅନୁଯାଇ ଆପଣ ଜଣେ ଏମିତି ଲୋକ ଅଟନ୍ତି । ଯେଉଁ ବ୍ୟକ୍ତିର ଯାହା ବି ପ୍ରୋବ୍ଲେମ ରହିଥାଉ । ସେ ଆପଣଙ୍କୁ ଦେଖିଦେଲେ ବା ଆପଣଙ୍କ ସହ କିଛି ସମୟ ପାଇଁ କଥା ହୋଇଗଲେ । ତାଙ୍କ ବହୁତ ରିଲାକ୍ଷ ଫିଲ୍ ହୋଇଥାଏ । ତେଣୁ ଆପଣଙ୍କ ପାଖରେ ଏହି ଭଲ ଗୁଣ ଅଛି ବୋଲି ତାଙ୍କୁ ଆପଣଙ୍କ ବିଷୟରେ ଏମିତି ଲାଗିଥାଏ ।

3- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ବିଷୟରେ ଭାବନ୍ତି । ଯେ ଆପଣ ଜଣେ ଏମିତି ପର୍ଶନ ଅଟନ୍ତି । ଆପଣଙ୍କ ପାଖରେ ଇଶ୍ଵରଙ୍କ କୃପାରୁ ଏମିତି ପାୱାର ରହିଛି । ଆପଣଙ୍କ ପାଖରେ ବହୁତ କିଛି କରିଦେଖେଇବାର ଦକ୍ଷତା ରହିଛି । ଆପଣ କାହା ଉପରେ ନିର୍ଭରଶୀଳ ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ । ନିଜ ପରିଶ୍ରମ ବଳରେ ନିଜର ବହୁତ ଭଲ ଭାଗ୍ୟ ଗଢିଦେବାର ଆପଣଙ୍କ ପାଖରେ କ୍ଷମତା ରହିଛି ।

4- ଆପଣଙ୍କ ପର୍ଶନଙ୍କୁ ଆପଣ ଏମିତି ଜଣେ ଲୋକ ଲାଗନ୍ତି । ଜିଏକି ନିଜ ପାଇଁ ନିଜେ ନିଷ୍ପତ୍ତି ନେବାରେ ଅଧିକ ଦ୍ଵନ୍ଦରେ ରୁହନ୍ତି ନାହିଁ । ଆପଣ ଯାହା ବି କରନ୍ତି ଭାବି ଚିନ୍ତି କରନ୍ତି ଏବଂ ଭଲ ମଧ୍ୟ କରନ୍ତି । ଜୀବନରେ ସଫଳ ହେବାର ଭଲ କ୍ଵାଲିଟି ଆପଣଙ୍କ ଠାରେ ରହିଛି ବୋଲି ଏହି ବ୍ୟକ୍ତିଙ୍କୁ ଲାଗେ ।

5- ଆପଣ ବର୍ତ୍ତମାନ ଆପଣଙ୍କ କାମ ପାଇଁ ବହୁତ ବ୍ୟସ୍ତରେ ରହୁଛନ୍ତି । ନିଜ ଲାଇଫରେ ବହୁତ ପରିଶ୍ରମ କରୁଛନ୍ତି । ବେଳେବେଳେ ଅନେକ ସମୟରେ ଆପଣ ଥକିଗଲେ ମଧ୍ୟ ଆପଣ ହାର ମାନିବା ଜାଣିନାହାନ୍ତି । ସବୁ କିଛି ହ୍ୟାଣ୍ଡେଲ କରି ଆଗକୁ ନିଜ ଲାଇଫରେ ଗ୍ରୋ କରୁଛନ୍ତି ବୋଲି ଏହି ବ୍ୟକ୍ତିଙ୍କୁ ଲାଗୁଛି ।

ପୋଷ୍ଟଟି ପସନ୍ଦ ଲାଗିଥିଲେ, ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *