Health Tips- ଆପଣଙ୍କ ଖାଦ୍ୟ ହଜମ ହେଉଛି ନା ସଢୁଛି ? ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ , ଆପଣମାନେ ଜାଣିଛନ୍ତି । ଜାପାନର ଓକିନାବା ନାମକ ଏକ ସ୍ଥାନ ଅଛି । ଏଠାରେ ଲୋକେ ଶହେ ବର୍ଷରୁ ଅଧିକ ବଞ୍ଚିଥାନ୍ତି । କିନ୍ତୁ ଆମ ଦେଶର ଲୋକ ମାନେ ଶହେ ବର୍ଷ ଭିତରେ ହିଁ ମୃତ୍ୟୁବରଣ କରନ୍ତି । କିନ୍ତୁ ଜାପାନ ଦେଶରେ ବହୁତ କମ ବ୍ୟକ୍ତି ରହିଥାନ୍ତି ଯେଉଁ ମାନେ  କି ସାମାନ୍ୟ ରୋଗରେ ମୃତ୍ୟୁବରଣ କରିଥାନ୍ତି ।  ଏହାର ରହସ୍ୟ କ’ଣ ସେଇଠିକାର ଲୋକମାନେ ଅଶୀ ନବେ ବର୍ଷରେ ମଧ୍ୟ କୃଷି ଧାନ ବିଲରେ କାମ କରନ୍ତି ।

ଏମାନେ ଏମିତି କଣ କରନ୍ତି ଯେ ଦୀର୍ଘ ବୟସ ଜୀବନଯାପନ କରନ୍ତି । ଏମାନେ ଏମିତି କଣ ଖାଇଥାନ୍ତି କି ଯାହା ଫଳରେ ଏମାନେ ଆରୋଗ୍ୟ ରୁହନ୍ତି । ଏହା ବିଷୟରେ ଆମେ ଜାଣିବା । ପ୍ରଥମରେ ଆମେ ଦେଖିବା ଏହି ସଂସ୍କୃତିର ଲୋକେମାନେ ତାଙ୍କ ଖାଦ୍ୟରେ କ’ଣ  ନେଇଥାନ୍ତି । ଯାହା ଦ୍ଵାରା କି ଏମାନେ ଦୀର୍ଘଜୀବନ ସହ କମ ରୋଗରେ ଆକ୍ରାନ୍ତ ହୁଅନ୍ତି ।

ସର୍ବ ପ୍ରଥମେ ତୁମକୁ ଏହା ଜାଣିବା ଦରକାର କି ଖାଦ୍ୟ ଆପଣକ ଶରୀରର ରେ ହଜମ କେମିତି ହୋଇଥାଏ । ସତରେ କ’ଣ ଖାଦ୍ୟ ଆପଣକ ଶରୀରରରେ ହଜମ ହେଉଛି ନା ସଡିଯାଉଛି । ଯେତେବେଳେ ଆପଣ ଖାଇଥାନ୍ତି ମୁଖରୁ ହିଁ ଡାୟଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଆମର ମୁଖରୁ ପ୍ରୋଡୁସ ହେଉଥିବା ସାଲାଇବା  ଖାଦ୍ୟକୁ ଭାଙ୍ଗି ଥାଏ ।

ଭଲଭାବରେ ଚୋବେଇ ଖାଇବା ପରେ ଏହା ଖାଦ୍ୟ ନଳୀ ମଧାମରେ ପେଟ ମଧ୍ୟକୁ ପ୍ରବେଶ କରିଥାଏ ,ଏହା ପରେ ଆମ ପେଟ ତିନୋଟି ଏନଯାଇମ କୁ ରିଲିସ୍ କରେ । ହ୍ଯ୍ଡ୍ରୋକ୍ଲୋରିକ ଏସିଡ , ମୁକୋଷ ଓ ପେପ୍ସିନ ଆମର ଖାଦ୍ୟକୁ ହଜମ ହେବାରେ ସାହାଯ୍ୟ କରିଥାଏ । ଯେତେବେଳେ ଏହି ତିନୋଟି ଏନଯାଇମ ଆସନ୍ତି ତେବେ ଏହା ଖାଦ୍ୟକୁ ଭଲଭାବରେ ଡାୟଜେସନ୍ କରିଥାନ୍ତି । ଯଦି ଆପଣ ପେଟ ପୁଲ କହିଥାନ୍ତି ।

ତେବେ ଖାଦ୍ୟକୁ ହଜମ କରିବା ଅସମ୍ଭବ ହୋଇଥାଏ ଏହି କାରଣ ହେତୁ ହିଁ ପାକସ୍ଥଳୀ ରେ ଖାଦ୍ୟ ରହିକି ସଡିଯାଇଥାଏ । ତେଣୁ କରି ଭୋଜନ କରିବା ସମୟରେ ଭୋକକୁ ଟିକେ ରାଖି କହିବ ଉଚିତ । ଅଧିକ ମାତ୍ରାରେ ପାଣି ପିଇବା ଯୋଗୁ ମଧ୍ୟ ଆମର ହଜମ ପ୍ରକ୍ରିୟା ହୋଇପାରିନଥାଏ । ତେଣୁ ପ୍ରଥମ କରି ଖାଦ୍ୟକୁ ଭଲ ଭାବରେ ଚୋବାଇବା ଦରକାର ଯଦି ଆପଣ ଏହାକୁ ନ ଚୋବାଇ ଗିଳିଦିଅନ୍ତି ।

ତେବେ ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ ଏହା ଦ୍ଵାରା ଖାଦ୍ୟର ପ୍ରୋଟିନ ମଧ୍ୟ ମିଳିନଥାଏ , ତେଣୁ କରି ଏହାକୁ ଖାଇବା ନ ଖାଇବା ଏକା କଥା ହୋଇଥାଏ । ଜାପାନ ର ଲୋକମାନେ ଖାଦ୍ୟକୁ ଘଣ୍ଟାଏ ବସିକି ଖାଇଥାନ୍ତି । ଦ୍ଵିତୀୟରେ ଖାଇବା ଠାରୁ ଅଧିକ ଖାଇବା ଅନୁଚିତ । ଆମକୁ ଖାଇବା ବେଳେ କେବଳ 80% ଖାଦ୍ୟ ଖାଇବାର ଅଛି । ଆମ ପେଟରେ ଯେଉଁ ପ୍ରକ୍ରିୟା ହେଉଛି ଅଧିକ ଖାଇବା ଦ୍ଵାରା ଏହା ଠିକ ଭାବେ ହୋଇନଥାଏ ।

ତୃତୀୟ ବିଷୟ ହେଲା ପାଣି ଆପଣମାନେ ଜାଣିଥିବ ରସ୍ନାରେ ପାଣି କୁ ମିଶ୍ରଣ କରାଯାଇଥାଏ । ମାତ୍ର ଯେତେବେଳେ ଅଧିକ ପାଣି ମିଶି ଯାଏ । ତେବେ ଏହା ସ୍ଵାଦ କମିଯାଏ । ଠିକ ସେହି ଭଳି ଖାଇବା ସମୟରେ ଯଦି ଅଧିକ ପାଣି ପିଇ ତାହା ଯୋଗୁ ରିଲିସ ହେଇଥିବା ଏନଯାଇମ ରେ ପାଣି ମିଶି ତାହାର ପ୍ରକ୍ରିୟାକୁ ରୋକି ଥାନ୍ତି । ତେଣୁ କରି ଖାଇବା ସମୟରେ ପାଣି ପିଇବା ଅନୁଚିତ ଅଟେ । ଚତୁର୍ଥ ହେଲେ ସକାଳେ ଏବଂ ସଂଧା ରେ ବ୍ୟାୟାମ କରନ୍ତୁ । ଯଦି ଆପଣମାନେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତି । ତେବେ ଆମେ ମଧ୍ୟ ଦୀର୍ଘ ଆୟୁ ପାଇଥାଉ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *