Health Tips- ଖାଇସାରିବା ପରେ ୧ ଚାମଚ ଏହି ଗୁଣ୍ଡ ଖାଆନ୍ତୁ, ମାସକ ଭିତରେ Diabetes ପୁରା କଣ୍ଟ୍ରୋଲ ହେଇଯିବ

ନମସ୍କାର ବନ୍ଧୁଗଣ, ଡାଇବେଟିସ ବା ମଧୁମେହ ରୋଗ ଏବେ ସମସ୍ତଙ୍କ ଘରେ କାହାକୁ ନା କାହାକୁ ନିଶ୍ଚୟ ହୋଇଥିବ । ଭାବିକାକୁ ଗଲେ ଏହା ଏକ ବଡ ରୋଗ ନୁହେଁ କିନ୍ତୁ ଏହାକୁ ନିୟନ୍ତ୍ରଣ ନକଲେ ଏହା ଆପଣଙ୍କ ପାଇଁ ଏକ ବଡ କ୍ଷତିକାରକ ରୋଗ ପାଲଟିଯାଏ । ତେବେ ଏହି ରୋଗ ହେବାର ମୂଳ କାରଣ ହୋଇଥାଏ ସୁଗାର ବଢିବା । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ କିଭଳି ଭାବରେ ଡାଇବେଟିସ ରୋଗକୁ ନିଜ ନିୟନ୍ତ୍ରଣରେ ରଖିପାରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏକ ଉପାୟ ସମ୍ପର୍କରେ ।

ଆପଣଙ୍କୁ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ୨୫୦ ଗ୍ରାମ ମେଥି ଦାନା ଆବଶ୍ୟକ । ମେଥି ଡାଇବେଟିସ ତଥା ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ । ଦିତୀୟ ସାମଗ୍ରୀ ଭାବରେ ଆପଣଙ୍କୁ ୧୦୦ ଗ୍ରାମ ଜୁଆଣୀ ଆବଶ୍ୟକ । ତୃତୀୟ ସାମଗ୍ରୀ ହେଉଛି କାଲିଜିରୀ । ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହା ବହୁତ ଅଧିକ କାମ କରିଥାଏ ।

ପ୍ରଥମେ ଆପଣ ଏହି ତିନୋଟି ସାମଗ୍ରୀକୁ ଅଲଗା ଅଲଗା କରି ଭଲ ଭାବରେ ଭାଜି ନିଅନ୍ତୁ । ଗ୍ୟାସକୁ ମିଡିଅମ ଆଞ୍ଚରେ ରଖି ମେଥିକୁ ଏକ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହିପରି ଭାବରେ ଆପଣ ଜୁଆଣୀକୁ ମଧ୍ୟ ଅଧ ମିନିଟ ପର୍ଯ୍ଯନ୍ତ ଭାଜି ନିଅନ୍ତୁ । ସେହିପରି ଭାବରେ ଆପଣ କାଲିଜିରୀକୁ ମଧ୍ୟ ଅଧ ମିନିଟ ପର୍ଯ୍ଯନ୍ତ ଭାଜନ୍ତୁ । ଭାଜି ସାରିବା ପରେ ତିନୋଟି ପଦାର୍ଥକୁ ଆପଣ ହାଲକା ଥଣ୍ଡା ହେବାକୁ ଛାଡି ଦେବା ଉଚିତ ।

ଥଣ୍ଡା ହୋଇସାରିବା ପରେ ସର୍ବ ପ୍ରଥମେ ଆପଣ ମେଥିକୁ ଗ୍ରାଇଣ୍ଡିଙ୍ଗ କରି ପାଉଡରପ୍ରସ୍ତୁତ କରନ୍ତୁ । ଏହପରେ ଆପଣ ଅନ୍ୟ ଦୁଇଟି ସାମଗ୍ରୀକୁ ମଧ୍ୟ ଅଲଗା ଅଲଗା କରି ତାହାର ପାଉଡର ପ୍ରସ୍ତୁତ କରନ୍ତୁ । ପାଉଡର ପ୍ରସ୍ତୁତ ହୋଇସାରିବା ପରେ ଆପଣ ଏହି ତିନୋଟି ସାମଗ୍ରୀର ପାଉଡରକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଆପଣ ଏହି ମିଶ୍ରିତ ପାଉଡରକୁ ଏକ ନିବୁଜ ତଥା ପବନ ଯାଉ ନଥିବା ଜାରରେ ଭର୍ତ୍ତି କରି ରଖନ୍ତୁ । ଆପଣ ଏକ ଚାମଚ ପାଉଡରକୁ ଏକ ଗ୍ଳାସ ଉଷୁମ ପାଣିରେ ମିଶାଇ ଦିନକୁ ଥରେ ମାତ୍ର ସେବନ କରନ୍ତୁ । ଆପଣ ରାତିରେ ଖାଇବା ଦୁଇ ଘଣ୍ଟା ପରେ ଆପଣ ଏହାକୁ ଖାଇବା ଉଚିତ ।

ଆପଣ ଏହିଭଳି ଭାବରେ ଏକ ମାସ ପର୍ଯ୍ୟନ୍ତ ଏହି ଉପାୟକୁ ସେବନ କରିବା କରିବା ଫଳରେ ଆପଣଙ୍କ ଡାଇବେଟିସ ଭଳି ସମସ୍ୟା ଦୂର ହୋଇଥାଏ । ଆପଣ ଏହିଭଳି ଭାବରେ ଏହି ଉପାୟକୁ ଆପଣଙ୍କ ଘରେ ପ୍ରସ୍ତୁତ କରନ୍ତୁ ଏବଂ ଏହାର ଫାଇଦାକୁ ଅନୁଭବ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *