Health Tips- କମ୍ପ୍ୟୁଟର ଭଳି ଦୌଡିବ ଦିମାଗ ! କେବଳ ଖାଆନ୍ତୁ ଏହି 3 ଟି ଜିନିଷ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମସ୍ତିସ୍କ ହେଉଛି ଶରୀରର ସବୁଠାରୁ ମହତ୍ଵପୂର୍ଣ୍ଣ ଅଙ୍ଗ । ଆମ ଶରୀରରେ ବହୁତ ଗୁଡିଏ ଅଙ୍ଗ ରହିଥାଏ । ସେହି ଅଙ୍ଗ ଗୁଡିକର କାର୍ଯ୍ୟ ମଧ୍ୟ ସ୍ଵତନ୍ତ୍ର ହୋଇଥାଏ । ଶରୀରରେ ଯେତେସବୁ ପ୍ରକ୍ରିୟା ଚାଲୁରହିଥାଏ ତାହା ଅନ୍ୟ ଏକ ପ୍ରକ୍ରିୟା ଉପରେ ନିର୍ଭର କରିଥାଏ । ଯଦି କୌଣସି ଏକ ଅଙ୍ଗରେ କିଛି ସମସ୍ଯା ଆସିଥାଏ । ତେବେ ତାହା ସଂପୂର୍ଣ୍ଣ ଶରୀରର କାର୍ଯ୍ୟ ପ୍ରକ୍ରିୟାରେ ବାଧା ଆଣିଥାଏ ।

ଶରୀରର ସମସ୍ତ ଅଙ୍ଗର ସଂଯୋଗ ମସ୍ତିସ୍କ ସହିତ ରହିଥାଏ । ତେଣୁ ମସ୍ତିସ୍କ ଅନବରତ କାର୍ଯ୍ୟରତ ରହି ଶରୀରର ସବୁ କ୍ରିୟା ପ୍ରକ୍ରିୟାକୁ ନିର୍ଦ୍ଧେଶ ଦେଇ କାର୍ଯ୍ୟ କରାଇଥାଏ । ତେବେ ମସ୍ତିସ୍କ ଉପରେ ଯଦି ଏତେ କାର୍ଯ୍ୟର ଭାର ରହିଥାଏ । ତେବେ ମସ୍ତିସ୍କର ପାଇଁ ବ୍ୟକ୍ତି ଯତ୍ନବାନ ହେବା ନିହାତି ଆବଶ୍ୟକ ହୋଇଥାଏ । ନଚେତ ମସ୍ତିସ୍କର ଯଦି କିଛି ଭାଗର ଅସୁବିଧା ହୋଇଥାଏ ।

ତେବେ ସେହି ଭାଗ ସହିତ ସଂଯୋଗ ହୋଇଥିବା ଅଙ୍ଗ ଗୁଡିକ କାର୍ଯ୍ୟ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଯେଉଁ କାରଣରୁ ବ୍ୟକ୍ତି ଶାରୀରିକ ଓ ମାନସିକ ରୂପେ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ମସ୍ତିସ୍କକୁ ଯଦି ସଠିକ ଯତ୍ନ ନେବାର ଅଛି । ତେବେ ନିଜ ଖାଦ୍ୟ ସହିତ ଏପରି କିଛି ଖାଦ୍ୟ ପଦାର୍ଥ ସାମିଲ କରି ଖାଇବା ଉଚିତ । ଯାହା ବ୍ରେନ ବା ମସ୍ତିସ୍କ ପାଇଁ ଲାଭଦାୟକ ହୋଇଥାଏ ।

ସେହି ସବୁ ଖାଦ୍ୟ ପଦାର୍ଥ ମଧ୍ୟରୁ ପ୍ରଥମ ଖାଦ୍ୟ ହେଉଛି ଜାମୁକୋଳି । ଜାମୁକୋଳିରେ ଫ୍ଲେବୋନୋଇଡ୍ସ ନାକମ କେମିକାଲ୍ ରହିଥାଏ । ସେଥିପାଇଁ ଜାମୁକୋଳିର ଜୁଷ ବା ଜାମୁକୋଳିକୁ ସେପରି ଖାଲି ମଧ୍ୟ ଖାଇପାରିବେ । ଏହାକୁ ଖାଇବା ଦ୍ଵାରା ମସ୍ତିସ୍କକୁ ବ୍ଲଡସରକୁଲେସନ ଭଲ ହୋଇଥାଏ । ଯାହା ଦ୍ଵାରା ମସ୍ତିସ୍କର କୌଣସି ସମସ୍ଯା ନହେବା ସହ ମସ୍ତିସ୍କ ଶକ୍ତିଶାଳୀ ହୋଇଥାଏ ।

ଦିତୀୟରେ ସବୁଜ ପନିପରିବା ତଥା ବିଶେଷ ରୂପରେ ସବୁଜ ପତ୍ର ଥିବା ପରିବା ଓ ଶାଗ । ଏହାକୁ ଖାଇବା ଦ୍ଵାରା ବ୍ରେନ ଭଲ ଭାବରେ କାର୍ଯ୍ୟକାରୀ ହେବା ସହିତ ବର୍ଷ ବର୍ଷ ଧରି ଯେଉଁ ସବୁ ଜ୍ଞାନ ସଞ୍ଚିତ ହୋଇ ମସ୍ତିସ୍କରେ ରହିଥାଏ । ସେହି ସବୁ ଜ୍ଞାନକୁ ଠିକ ସମୟରେ ଠିକ  ସ୍ଥାନରେ କାର୍ଯ୍ୟକାରୀ ହେବାର ସାମର୍ଥତା ମସ୍ତିସ୍କର ହୋଇଯାଇଥାଏ ।

ତୃତୀୟରେ ଡାର୍କ ରଙ୍ଗର ଚୋକୋଲେଟ । ଏହାକୁ ଖାଇବା ଦ୍ଵାରା ମସ୍ତିସ୍କକୁ ଠିକ ସେ ରକ୍ତ ସଂଚାଳନ ହୋଇଥାଏ । ଏହା ସହିତ ବୁଦ୍ଧି ବଢିବା ସହିତ ମୁଡ୍ ମଧ୍ୟ ଭଲ ରହିଥାଏ । ତେବେ ନିଜର ମସ୍ତିସ୍କକୁ ଶକ୍ତିଶାଳୀ କରିବା ସହିତ ବୁଦ୍ଧି ବଢାଇବା ପାଇଁ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏହା ସହିତ ବାଦାମ ଓ ଅଖରୋଟ ମଧ୍ୟ ବ୍ରେନକୁ ପାୱାରଫୁଲ କରିବାରେ ସାହାଜ୍ଯ କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *