Health Tips- କ୍ୟାନ୍ସରର କାଳ ମୂଳା ! ମୂଳାର ଚମତ୍କାରୀ ଫାଇଦା ଶୁଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ପରିବାରେ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ ରହିଥାଏ । ସେଥିମଧ୍ୟରୁ ମୂଳା ମଧ୍ୟ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ମୂଳାରେ ଭିଟାମିନ-c, ସୋଡିୟମ, କ୍ୟାଲସିୟମ, ମାଗନେସିଆମ, ଫସଫରସ ଓ କ୍ଳୋରିନରେ ଭରପୁର ହୋଇ ରହିଥାଏ । ମୂଳାର ସେବନ ଦ୍ଵାରା ଏହା ଶରୀରକୁ ବିଭିନ୍ନ ପ୍ରକାର ମାରାତ୍ମକ କ୍ୟାନ୍ସରରୁ ଶରୀରକୁ ସୁରକ୍ଷା ଦେଇଥାଏ ।

ମୂଳାର ସେବନ ଦ୍ଵାରା ଶରୀରରେ କ୍ୟାନ୍ସର ସେଲ୍ ର ବୃଦ୍ଧି ହୋଇ ପାରିନଥାଏ । ମୂଳକୁ ଖାଲି ପେଟରେ ସେବନ କରିବା ଦ୍ଵାରା ବା ଏହାର ଜୁଷ ପ୍ରସ୍ତୁତ କରି ସେବନ ଦ୍ଵାରା ଶରୀର ପାଇଁ ଏହା ବହୁତ ଲାଭଦାୟକ ରହିଥାଏ । ଏହା କିଡ୍ନୀ, ଲିଭର  ସମ୍ବଦ୍ଦିତ ଅନେକ ରୋଗର ନିବାରଣ କରିଥାଏ । ମୂଳା ବ୍ୟକ୍ତିର ଭୋକକୁ ବୃଦ୍ଧି କରିବା ସହିତ ଏହା ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିବାରେ ସାହାଜ୍ଯ କରିଥାଏ ।

ମୂଳାକୁ ଦିପହର ବା ୨ ରୁ ୩ ଟା ମଧ୍ୟରେ କରିଦେବା ଶରୀର ପାଇଁ ହିତକର ହୋଇଥାଏ । ରାତିରେ ମୂଳା ଖାଇବା ଶରୀର ପାଇଁ ଏତେ ମାତ୍ରାରେ ଭଲପ୍ରଦ ହୋଇନଥାଏ । ମୂଳା ଖାଉଥିବା ବେଳେ ଏକା ସହିତ ଭେଣ୍ଡିର ସେବନ କରିବା ଅନୁଚିତ । ନଚେତ ଏହା ଶରୀରର ସବୁ ଜାଗାରେ ଧଳା ଧଳା ଚିହ୍ନ ହେବାର ସମ୍ଭାବନା ବଢିଯାଇଥାଏ ।

ଯେଉଁ ବ୍ୟକ୍ତି ବିଶେଷ ମାନଙ୍କର ନିଜର ମୋଟାପଣ ବା ମେଦବହୁଳକୁ ନେଇ ବହୁତ ସମସ୍ଯା ରହୁଅଛି । ସେମାନେ ସକାଳୁ ଖାଲି ପେଟରେ ମୂଳା ରସ ସହିତ ସନ୍ଧବ ଲୁଣ ମିଶାଇ କିଛି ଦିନ ସେବନ କରିବା ଦ୍ଵାରା ଏହା ଶରୀରର ଅଯଥା ଚର୍ବିକୁ ଘଟାଇଥାଏ । ଏହା ସହିତ ଏହା ଶରୀରର ମେଦବହୁଳ କମାଇଥାଏ । ଯେଉଁ ମାନଙ୍କର ମୁହଁରେ କ୍ୟାନ୍ସର ହୋଇଥାଏ ।

ସେମାନଙ୍କ ପାଇଁ ମୂଳାର ରସ ବାହାର କରି ମୁହଁରେ କୁଲା କରିବା ଦ୍ଵାରା ଏହା କ୍ୟାନ୍ସର ସେଲ୍ କୁ ବୃଦ୍ଧି ହେବାରୁ ଅଟକାଇଥାଏ । ଏହା ସହିତ ଯେଉଁ ମାନଙ୍କର ଛାତିରେ ବହୁତ କଫ ଜମା ହୋଇ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଥାଏ । ସେମାନେ ମଧ୍ୟ ମୂଳାରୁ ରସ ବାହାର କରି ତାହାକୁ କୁଲା କରନ୍ତୁ । କଫ ସମସ୍ଯା ଦୂର ହୋଇବ ।

କିଡ୍ନୀରେ ଷ୍ଟୋନ ହୋଇଥିବା ଲୋକ ମଧ୍ୟ ମୂଳା ରସକୁ ଅଳ୍ପ ଗରମ କରି ଏହା ସହିତ ସନ୍ଧବ ଲୁଣ ମିଶାଇ ଏହାକୁ ସେବନ କରିବା ଦ୍ଵାରା କିଡ୍ନୀ ଷ୍ଟୋନ ଭଲ କରିବା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ମୂଳାର ରସ ସେବନ ଦ୍ଵାରା ୟୁରିନ ଇନଫେକସନ ଜନିତ କିଛି ବି ସମସ୍ଯାକୁ ଏହା ଠିକ କରିଥାଏ । ତେବେ ମୂଳାର ସ୍ଯାଲାଡ କିମ୍ବା ରୋଷେଇ କରି ଓ ମୂଳାର ରସ ମଧ୍ୟ ସେବନ କରିବା ଶରୀର ପାଇଁ ହିତକର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *