Health Tips- ବାସ 1 ଗ୍ଲାସ ପାଣି ପିଇ ନିଅନ୍ତୁ, 80 ବର୍ଷ ପର୍ଯ୍ୟନ୍ତ ହାଡ ଓ ଗଣ୍ଠି ଦରଜ ହେବ ନାହିଁ, ଗଣ୍ଠି ଗ୍ୟାପ ବି ଗାୟବ ହେଇଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଣ୍ଠୁ ଗଣ୍ଠି ସମସ୍ଯା ବହୁତ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ । ଆଗ କାଳରେ ଯଦିଓ ଏହି ସମସ୍ଯା ଲୋକଙ୍କର ବୟସ ଅଧିକ ହେବା ପରେ ଦେଖାଯାଉଥିଲା । ଏବେ କିନ୍ତୁ ବହୁତ କମ୍ ବୟସର ଲୋକଙ୍କ ଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଜଏଣ୍ଟ ପେନ୍ ଭଳି ସମସ୍ଯାମାନ ଦେଖାଯାଉଛି । ତେବେ ଏହାର ସମାଧାନ ପାଇଁ କିଛି ଉପାୟମାନ ଚାଲନ୍ତୁ ଜାଣିବା ।

ଡାକ୍ତରଙ୍କର କହିବା ଅନୁସାରେ ଜଏଣ୍ଟ ପେନ୍ ମୁଖ୍ୟତଃ ଆଣ୍ଠୁରୁ ହିଁ ଆରମ୍ଭ ହୋଇଥାଏ । କାରଣ ଶରୀରର ସଂପୂର୍ଣ୍ଣ ଭାର ଗୋଡ ଉପରେ ରହିଥାଏ । ଯେହେତୁ ଗୋଡରେ ଆଣ୍ଠୁ ରହିଥାଏ । ତେବେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବହୁତ ଲୋକଙ୍କର ସମସ୍ଯା ହୋଇ ସାମ୍ନାକୁ ଆସିଥାଏ । ଅଧିକ ମୋଟାପଣ ହେବା କାରଣରୁ ମଧ୍ୟ ଜଏଣ୍ଟ ପେନ୍ ସମସ୍ଯା ଆସିଥାଏ ।

ଏହା ଛଡା ଆଣ୍ଠୁରେ ଥିବା ତରଳ ପଦାର୍ଥ କମିଯିବା କାରଣରୁ ପ୍ରାୟତଃ ଆଣ୍ଠୁ ଯନ୍ତ୍ରଣା ହୋଇଥାଏ । ତେଣୁ ଏହାକୁ ଠିକ କରିବା ପାଇଁ ଚାଲନ୍ତୁ ଉପାୟମାନ ଜାଣିବା । ମେଡିକାଲ ଟର୍ମରେ RICE ଅନୁସାରେ ବ୍ୟକ୍ତିଙ୍କୁ ଚଳିବା ଦ୍ଵାରା ଦ୍ଵାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ତ୍ରାହୀ ମିଳିଥାଏ । R  ରେ ରେସ୍ଟ । ବ୍ୟକ୍ତିଙ୍କୁ ନିଜ ଶାରୀରିକ ପରିଶ୍ରମ ଯେତିକି ସମ୍ଭବ କରିସାରିଲା ପରେ ରେଷ୍ଟ ନେବା ନିହାତି ଦରକାର ହୋଇଥାଏ ।

I ରେ ଆଇସ ବା ବରଫରେ ଯନ୍ତ୍ରଣା ହେଉଥିବା ଜାଗାକୁ ସେକ ଦେବା । C ରେ କମ୍ପାର୍ସେସନ ମାନେ ଆଣ୍ଠୁରେ କୌଣସି ପଟି ଗୁଡାଇ ରଖିବା । E ରେ ଆପଣଙ୍କ ଆଣ୍ଠୁ ତଳେ ଶୋଇବା ସମୟରେ କିଛି ତକିଆ ଦେଇକି ଶୋଇବା ଉଚିତ । ଏହି ୪ ନିୟମକୁ ଅନୁସରଣ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ତ୍ରାହୀ ମିଳିଥାଏ ।

ଏହା ସହିତ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ମଧ୍ୟ ହୋଇଥାଏ । ଯେଉଁ କାରଣରୁ ଆଣ୍ଠୁରେ କଟ୍ କଟ୍ ଆବାଜ ହେବା ସହ ବସିବା ଉଠିବା ସମୟରେ ଅସୁବିଧା ହେବା । ତେଣୁ କ୍ୟାଲସିୟମର ଅଭାବ ପୂରଣ କରିବା ପାଇଁ କ୍ଷୀର ସେବନ କରିବେ । ଏହା ଛଡା କ୍ୟାଲସିୟମର କୌଣସି ସପ୍ଲିମେଣ୍ଟ ମଧ୍ୟ ଡାକ୍ତରଙ୍କର ପରାମର୍ଶ ଅନୁସାରେ ସେବନ କରିପାରିବେ ।

ଏହା ବ୍ଯତୀତ ଏକ ରେମିଡି ପାଉଡର ମଧ୍ୟ ପ୍ରସ୍ତୁତ କରି ସେବନ କରିପାରିବେ । ଏଥିପାଇଁ ୫୦ ଗ୍ରାମ ମେଥି ଦାନା, ୫୦ ଗ୍ରାମ ଜୀରା, ୫୦ ଗ୍ରାମ ସୁଣ୍ଠି ଓ ୨୫ ଗ୍ରାମର ଗୋଲମରୀଚର ଦାନାକୁ ମିଶାଇ ଗ୍ରାଇଡିଙ୍ଗ କରି ତାହାର ପାଉଡର ପ୍ରସ୍ତୁତ କରିବେ । ଏହି ପାଉଡରକୁ ପ୍ରତିଦିନ ଅଧ ଚାମଚ ଦିନକୁ ୨ ଥର ଗରମ ପାଣି ସହିତ ମିଶାଇ ସେବନ କରନ୍ତୁ ।

ଏହି ସବୁ ନିୟମକୁ ପାଳିବା ଦ୍ଵାରା ଆଣ୍ଠୁ ଯନ୍ତ୍ରଣା ନିହାତି ଦୂର ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *