Hair Care Tips- ମାତ୍ର 1 ମାସରେ Onion Juice ଦ୍ଵାରା କେଶକୁ ମୂଳରୁ ମଝବୁତ ଓ ଲମ୍ବା କରିବାର ବେସ୍ଟ ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦର ହେୟାର ରଖିବାକୁ ସମସ୍ତେ ଇଛା କରିଥାନ୍ତି । କାରଣ କାହାକୁ ଅବା ସୁନ୍ଦର ହେୟାର ପସନ୍ଦ ହୋଇନଥାଏ । ତେଣୁ ବହୁତ ଲୋକଙ୍କର ପ୍ରଶ୍ନ ଏହା କିଜେ ସୁନ୍ଦର ହେୟାର କରିବେ କେମିତି ? କାରଣ ହେୟାର ଫଲ୍ ବହୁ ମାତ୍ରାରେ ହିଁ ହେଉଛି । ତେଣୁ ଏହି ହେୟାର ଫଲ୍ ବା କେଶ ଝଡିବା ସମସ୍ଯାକୁ ରୋକିବା ସହିତ ନୂତନ କେଶ ଉଠାଇବା ପାଇଁ ଆଜି ବହୁତ ସୁନ୍ଦର ଉପାୟ ଜାଣିବାକୁ ପାଇବେ ।

ଏହି ରେମିଡି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପିଆଯର ଆବଶ୍ୟକତା ରହିଅଛି । ଏହି ରେମିଡିରେ ଯଦି ସାଲଟ୍ସ ପିଆଜ ବା ଛୋଟ ଛୋଟ ସାଇଜର ଯେଉଁ ପିଆଜ ଆସିଥାଏ । ଯାହାକୁ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ତାହା ପର୍ପଲ କଲର ରଙ୍ଗର ହୋଇଯାଇଥାଏ । ସେହି ପିଆଜ ଯଦି ରେମିଡି ପାଇଁ ଆଣି ସେଥିରୁ ହି ପିଆଜ  ଜୁଷ ପ୍ରସ୍ତୁତ କରି ନିଜ କେଶରେ ଲଗାଇବେ ।

ତେବେ ଏହା ବହୁତ ଭଲ ରେଜଲ୍ଟ ଦେବ । ନଚେତ ଆପଣ କୌଣସି ପ୍ରକାରର ପିଆଜକୁ ଆଣି ମଧ୍ୟ ଉପଚାରଟିକୁ ପ୍ରସ୍ତୁତ କରିପାରିବେ । ପ୍ରଥମେ ଆପଣଙ୍କ ଛୋଟ ଛୋଟ ସାଇଜର ୩ ରୁ ୪  ଟି ପିଆଜକୁ ଆଣି ତାହାକୁ ଭଲ ଭାବରେ ଧୋଇଦେବେ । ତାପରେ ସେହି ପିଆଜକୁ କାଟି ତାହାକୁ ଗ୍ରାଇଣ୍ଡରରେ  ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବେ ।

ପିଆଜକୁ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ସେଥିରୁ ଯେଉଁ ପେଷ୍ଟ ପ୍ରସ୍ତୁତ ହୋଇ ବାହାରିବ । ସେହି ପିଆଜରେ ପ୍ରସ୍ତୁତ ପେଷ୍ଟ ସହିତ ଯେତିକି ମାତ୍ରାରେ ପିଆଜର ରସ ଥିବ ସେହି ମାତ୍ରାରେ ପୁରା ସମାନ ଭାବରେ ପାଣି ମିଶାଇ ତାହାର ଜୁଷ ପ୍ରସ୍ତୁତ କରିଦେବେ । ତାପରେ ସେହି ପ୍ରସ୍ତୁତ କରିଥିବା ପିଆଜ ରସକୁ ଆପଣ ସ୍ପ୍ରେ ଦ୍ଵାରା କେଶର ସବୁ ମୂଳରେ ସ୍ପ୍ରେ କରିଦେବେ । ଯଦି ସ୍ପ୍ରେ ନଥାଏ ।

ତେବେ ଏକ ତୁଳା ସାହାଜ୍ଯରେ ମଧ୍ୟ ରସ ଆଣି ନିଜ କେଶ ମୂଳରେ ଲଗାଇପାରିବେ । ଏହି ଉପାୟ ମୁଣ୍ଡରେ କରିବାର ୨ ଘଣ୍ଟା ପରେ କେଶକୁ ସାମ୍ପୁ ସହାୟତାରେ ସଫା କରିଦେବେ । ରାତି ସାରା ମୁଣ୍ଡରେ ଲଗାଇ ଶୋଇବାର କୌଣସି ମଧ୍ୟ ଆବଶ୍ୟକତା ନାହିଁ । ଏହିପରି କିଛି ଥର କରିବା ପରେ ନିଜ କେଶରେ ନିଜେ ଫରକ ଅନୁଭବ କରିପାରିବେ । କେଶର ଝଡିବା କେତେ ମାତ୍ରାରେ କମିଯିବ । ଏହା ସହିତ ନୂତନ କେଶ ମଧ୍ୟ ଉଠିବ ।

ଏହା ଛଡା ଅଧ ଗ୍ଳାସ ପାଣିରେ ଏକ ଚାମଚ ରାତିରେ ମେଥି ଦାନାକୁ ଭିଯାଇ ସକାଳେ ସେହି ପାଣି ଯେତିକି ଥିବ । ସେହି ମେଥିର ପାଣିରେ ସେହି ମାତ୍ରାରେ ପିଆଜ ରସ ମିଶାଇ ମଧ୍ୟ କେଶରେ ପ୍ରଥମେ କହିଥିବା ଉପାୟରେ ନିଜ କେଶ ମୂଳରେ କରିପାରିବେ । ଯେଉଁ ବ୍ୟକ୍ତିଙ୍କୁ ପିଆଜ ସୁଟ୍ କରୁନଥିବ । ସେମାନଙ୍କୁ ପିଆଜର ବ୍ୟବହାର କରିବା ମଧ୍ୟ ଅନୁଚିତ ।

ତେଣୁ ଯେଉଁ ବ୍ୟକ୍ତିଙ୍କୁ ପିଆଜ ଦ୍ଵାରା କୌଣସି ମଧ୍ୟ ଅସୁବିଧା ନାହିଁ । ସେମାନେ ଆରାମରେ ଏହି ଉପାୟକୁ କରି ସୁନ୍ଦର, ଘନ ଓ ମଜଭୁତ କେଶ ପାଆନ୍ତୁ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *