କାହିଁକି ହୋଇଥାଏ ଶୀଘ୍ର ପତ୍ତନ ସମସ୍ଯା ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା (Dr V. K. Mishra)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶା-ରଇରିକ ସ-ଅମ୍ପର୍କ ଗଢି ଉଠିବା ଏହା ଏକ ସାଧାରଣ ପକ୍ରିୟା ଅଟେ । ଏପରି କରିବା ଦ୍ଵାରା ସନ୍ତାନ ପ୍ରାପ୍ତି ହେବା ସହିତ ଶାରୀରିକ ଓ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ । କେତେକ କ୍ଷେତ୍ରରେ ପୁରୁଷ ମାନେ ଶା-ରଇରିକ ସ-ଅମ୍ପର୍କ ରଖିବା ସମୟରେ ତାଙ୍କର ଶୀଘ୍ର ପତନ ହୋଇଯାଇଥାଏ । ଯାହାକୁ ମେଡିକାଲ୍ ଭାଷାରେ ପ୍ରି ମେଚର ଏଯାକୁଲେସନ କୁହାଯାଇଥାଏ ।

ଏହି ସମସ୍ଯା କେତେକ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଏହା ହେବା ଯୋଗୁ ସେକ୍ସ ଜନିତ ସମସ୍ଯା ଦମ୍ପତି ମଧ୍ୟରେ ସୃଷ୍ଟି ହୋଇଥାଏ । ଯାହା ଦ୍ଵାରା ଉଭୟ ପୁରୁଷ ଓ ମହିଳା ଏଥିପାଇଁ ଅଧିକ ଚିନ୍ତିତ ହୋଇଥାନ୍ତି । ସେକ୍ସ କରିବାର ୧ ମିନିଟ ପୂର୍ବରୁ ଯଦି ପତନ ହୋଇଯାଏ । ତେବେ ଏହାକୁ ପ୍ରିମେଚର ଏଯାକୁଲେସନ କୁହାଯାଇଥାଏ ।

ଏହା ପୁରୁଷଙ୍କ ପାଖରେ ଅନେକ କାରଣକୁ ନେଇ ଦେଖାଯାଇଥାଏ । ପ୍ରିମେଚର ଏଯାକୁଲେସନ ହେବାର ମାନସିକ ସମସ୍ଯା ମୁଖ୍ୟତଃ ଦାୟୀ ହୋଇଥାଏ । ଯେପରି ପ୍ରଥମ ଥର ପାଇଁ ସେକ୍ସ କରୁଥିବା ପୁରୁଷ ମାନଙ୍କ ଠାରେ ଏପରି ହେବାର ସମ୍ଭାବନା ରହିଥାଏ । କାରଣ ନୂଆ ପାର୍ଟନର ସହିତ ପ୍ରଥମ ଥର ଥିବାରୁ ମାନସିକ ରୂପେ ସେ ଯଦି କିଛି ମାତ୍ରାରେ ବିଚଳିତ ରହିଥାନ୍ତି ।

ତେବେ ସେମାନଙ୍କ କ୍ଷେତ୍ରରେ ଶୀଘ୍ର ପତନ ହୋଇଯାଇଥାଏ । ଯଦି ବହୁତ ସମୟ ଗାପ୍ ରେ ପାର୍ଟନର ସହିତ ସେକ୍ସ କରନ୍ତି । ତେବେ ସେହି କ୍ଷେତ୍ରରେ ମଧ୍ୟ ଏପରି ସମସ୍ଯା ଆସିଥାଏ । ଯେଉଁ ପୁରୁଷ ମାନଙ୍କ ଠାରେ ଏହି ସମସ୍ଯା ବହୁ ଦିନ ଲାଗି ରହୁଥାଏ । ତେବେ ଶୀଘ୍ର ପତନ ସମସ୍ଯାକୁ ଏକ ରୋଗ ରୂପେ ନିଆଯାଇଥାଏ । ଏଥିପାଇଁ ଡାକ୍ତରଙ୍କର ପରାମର୍ଶ ନିହାତି ଭାବରେ ଆବଶ୍ୟକ ହୋଇଥାଏ ।

ଡାକ୍ତରଙ୍କର ମତ ଅନୁସାରେ ଏପରି ସମସ୍ଯାରେ ପୀଡିତ ପୁରୁଷ ମାନଙ୍କର ସମସ୍ଯାକୁ ଭଲ ଭାବରେ କାଉସିଲିଙ୍ଗ କରାଯାଇ ସମସ୍ଯାର ସମାଧାନ କରାଯିବା ପାଇଁ ପ୍ରୟାସ କରାଯାଇଥାଏ । ପୁରୁଷକୁ ପ୍ରପର ସେକ୍ସ ଏଜୁକେସନ ଦେବା ସହ ସେକ୍ସ କରିବାର ଟାଇମ ଡୁରେସନ କୁହାଯାଇଥାଏ । ମାନସିକ ସ୍ତରରେ ପୁରୁଷକୁ ଠିକ କରିବା ପାଇଁ ଚେଷ୍ଟା କରାଯାଇଥାଏ ।

ଯେହେତୁ ଏହା ନର୍ଭ ରିଲେଟେଡ଼ ପ୍ରୋବ୍ଲେମ ହୋଇଥାଏ । ତେଣୁ ଏଥିପ୍ରତି ବିଶେଷ କିଛି ଟେଷ୍ଟ କରିବାର ଆବଶ୍ୟକତା ପଡିନଥାଏ । ଯଦି ମେଣ୍ଟାଲି କାଉସିଲିଙ୍ଗ ଦ୍ଵାରା ସମସ୍ଯା ଠିକ ହୋଇନଥାଏ ।ତେବେ ଏହାକୁ ଠିକ କରିବା ପାଇଁ ମେଡ଼ିସିନ ମଧ୍ୟ ପ୍ରେସକାଇବ କରାଯାଇଥାଏ । ଡାକ୍ତରଙ୍କର କହିବା ଅନୁସାରେ ମେଡ଼ିସିନକୁ ପ୍ରପର ଟାଇମ ପର୍ଯ୍ୟନ୍ତ ସେବନ କରିବା ଦ୍ଵାରା ହିଁ ସମସ୍ଯା ଠିକ ହୋଇଥାଏ ।

ଏହା ସହିତ ଏପରି କ୍ଷେତ୍ରରେ ପୁରୁଷକୁ ତାଙ୍କ ପାର୍ଟନର ମଧ୍ୟ ସହଯୋଗ କରିବା ଉଚିତ । ଯାହା ଦ୍ଵାରା ଶୀଘ୍ର ପତନକୁ ଠିକ କରାଯାଇ ପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *