ଗୋଇଠି ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା Dr Rajendra Sahoo ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ଶରୀରରେ କ୍ୟାଲସିୟମ ର ଅଭାବ ହେଲେ ଆଣ୍ଠୁ ଗଣ୍ଠି ମାନଙ୍କ ରେ ଭୀଷଣ ମାତ୍ରା ରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ଏହା ସହ ଗୋଇୟଠି ଯନ୍ତ୍ରଣା ମଧ୍ୟ ଦେଖିବାକୁ ମିଲ;ଇଥାଏ । ଏହା ଏକ ଏପରି ସମସ୍ଯା ଯାହା ସାଧାରଣତଃ ଅଧିକାଂଶ ଲୋକ ଙ୍କ ଠାରେ ଦେଖିବାକୁ ମିଳିଥାଏ । ଆମ ଶରୀରର ସମସ୍ତ ଭାର ଆମ ଶରୀରର ବହନ କରିଥାଏ । ଅତ୍ଯାଧିକ ଡେଇଁବା, ଚାଲିବା, ଶାରୀରିକ ପରିଶ୍ରମ କରୁଥିବା ଲୋକ ଙ୍କ ଠାରେ ଗୋଇଠି ଯନ୍ତ୍ରଣା ଦେଖା ଯିବାର ସମ୍ଭାବନା ଅଧିକ ଥାଏ ।

ଗୋଇଠି ଯନ୍ତ୍ରଣା ର କାରଣ ଶରୀର ରେ କ୍ୟାଲସିୟମ ର ଅଭାବ ହୋଇପାରେ । ଆର୍ଥଇଟିସ ର କାରଣ ରୁ ମଧ୍ୟ ଗୋଇଠି ଯନ୍ତ୍ରଣା ହେବାର ଦେଖା ଯାଇଥାଏ । ହାଡ ରେ ହୋଇଥିବା ଫ୍ୟାକ୍ଚର ମଧ୍ୟ ଗୋଇଠି ଯନ୍ତ୍ରଣା ର କାରଣ ହୋଇପାରେ । କୌଣସି କିଛି ଘା ଆଦିର ଇନଫେକ୍ଶନ ର କାରଣ ରୁ ମଧ୍ୟ ଗୋଇଠି ଯନ୍ତ୍ରଣା ହେବାର ଦେଖା ଯାଇଥାଏ ।

ଶରୀରରେ ଅନ୍ୟ କିଛି ସମସ୍ଯା ହୋଇଥିବା କାରଣ ରୁ ମଧ୍ୟ ପାଦ ଯନ୍ତ୍ରଣା ହେବାର ଦେଖା ଦେଇଥାଏ । ପିଠି ଯନ୍ତ୍ରଣା ର କାରଣ ରୁ ମଧ୍ୟ ପାଦ ଯନ୍ତ୍ରଣା ହେବାର ଦେଖା ଯାଇଥାଏ । ଯେଉଁ ମାନଙ୍କ ଠାରେ ଓବେସିଟି ଥାଏ ସେମାନଙ୍କ ଠାରେ ଗୋଇଠି ଯନ୍ତ୍ରଣା ହେବାର ଦେଖା ଯାଇଥାଏ । ତାହା ସହ ଯେଉଁ ମାନେ ଅଧିକ ସମୟ ଛିଡା ହୋଇ ରହିଥାନ୍ତି ବା ଯେଉଁ ମାନେ ଆଧିକ ଚଳା  ବୁଲା ବା ଦଉଡା ଦଉଡି କରିଥାନ୍ତି ସେମାନଙ୍କ ଠାରେ ଅଧିକ ମାତ୍ରା ରେ ଗୋଇଠି ଯନ୍ତ୍ରଣା ହେବାର ଦେଖା ଯାଇଥାଏ ।

ଏହାଛଡା ଯେଉଁ ମାନେ ଅଧିକ ଛାପି ହୋଇ ରହିଥିବା ଜୋତା ବା ଚପଲ ପିନ୍ଧିଥାନ୍ତି ବା ଯେଉଁ ମାନେ ହାଇ ହିଲ୍ସ ପିନ୍ଧିଥାନ୍ତି ସେମାନଙ୍କ ଠାରେ ଗୋଇଠି ଯନ୍ତ୍ରଣା ହେବାର ଅଧିକ ଦେଖା ଯାଇଥାଏ । 

ଗୋଇଠି ଯନ୍ତ୍ରଣା ର ଏକ ପ୍ରମୁଖ କାରଣ ହେଉଛି ମୋଟାପଣ । ତେଣୁ ଯଦି ଆପଣ ପ୍ରତିଦିନ ନିୟମିତ ରୂପେ ବ୍ୟାୟାମ କରନ୍ତି ଏବଂ ନିଜ ଶରୀର ର ଅଯଙ୍କୁ ନିୟନ୍ତ୍ରିତ କରି ଦିଅନ୍ତି, ତେବେ ଆପଣ ଆପଣଙ୍କର ଗୋଇଠି ଯନ୍ତ୍ରଣା ରୁ ମୁକ୍ତ ହୋଇ ପାରିବେ ।

ଏହାଛଡା ଗୋଇଠି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଏପରି ଚପଲ ବା ଜୋତା ର ବ୍ୟବହାର କରନ୍ତୁ ଯାହା ଆପଣଙ୍କ ପାଦ କୁ ଠିକ ହେଉଥିବ । ଅଧିକ ଢିଲା ହେଉ ନଥିବ ନା ଅଧିକ ଟାଇଟ ହେଉଥିବ ।

ଏହାଦ୍ଵାରା ଆପଣ ଙ୍କର ଗୋଇଠି କୁ ଆରମ ଅନୁଭବ ହେବ । ଯଦି ଆପଣ ଏହି ସବୁ ଜିନିଷ କୁ ନିଜ ନଜର ରେ ରଖିବେ, ତେବେ ଏହାଦ୍ଵାରା ଆପଣ ଙ୍କର ଗୋଇଠି ଯନ୍ତ୍ରଣା ମୂଳ ରୁ ଶେଷ ହୋଇ ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯାଇଦ ଆମର ଏହି ଆର୍ଟିକିଲ ଟି ଭଲ ଲଗାଏ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *