Health Tips- ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ କାଶ, ଥଣ୍ଡା, ଜ୍ୱର ଗୋଟେ ଦିନରେ ଠିକ ହୋଇଯିବ, କେବଳ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଥଣ୍ଡା, କାଶ, କଫ ସର୍ଦ୍ଧୀ ଜନିତ ସାଧାରଣ ସମସ୍ଯା ଅଟେ । ସବୁ ଋତୁ ତଥା ବିଶେଷ କରି ଥଣ୍ଡା ବା ଶୀତ ଋତୁରେ ବେଶି କରି ଲୋକ ଏଥିରେ ପୀଡିତ ହୋଇଥାନ୍ତି । ବାରମ୍ବାର ଥଣ୍ଡା କାଶରେ ପୀଡିତ ହେବା ଫଳରେ ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ । ଯାହା ଫଳରେ ଶରୀରରେ ଗୋଟେ ଗୋଟେ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ରହିଥାଏ । ତେଣୁ ଆପଣ ଆଜି ଅତି ସହଜ ପ୍ରଣାଳୀରେ ଏକ ଘରୋଇ ଉପାୟରେ ଏହ ଉପଚାର ପ୍ରସ୍ତୁତ କରିବେ ।

ପ୍ରଥମେ ଏକ ପାତ୍ରରେ ଏକ ଗ୍ଲାସ ପାଣି ଢାଳନ୍ତୁ । ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଗୋଲମରୀଚର ଆବଶ୍ୟକତା ପଡିବ । ଗୋଲମରୀଚକୁ ଛେଚି ସେହି ପାଣିରେ ପକାନ୍ତୁ । ଦିତୀୟରେ ୨ ଟି ଲବଙ୍ଗ ଛେଚି ପାଣିରେ ଆଡ୍ କରନ୍ତୁ । ତାପରେ ସେଥିରେ ଏକ ଚାମଚ ଜୁଆଣୀର ପ୍ରୟୋଗ କରନ୍ତୁ । ତାପରେ ସେଥିରେ ଅଧ ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ ।

ଶୁଖିଲା ଅଦାକୁ ସୁଣ୍ଠି କୁହାଯାଇଥାଏ । ତାହାକୁ ଆଣି ଆପଣ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତାପରେ ଏଥିରେ ୫ ରୁ ୬ ତୁଳସୀ ପତ୍ରକୁ ମିଶାନ୍ତୁ । ତାପରେ ଆପଣ ପାଣିରେ ଏକ ଚାମଚ କଞ୍ଚା ହଳଦୀ ମିଶାନ୍ତୁ । କଞ୍ଚା ହଳଦୀକୁ ଛେଳି ସେଥିରୁ ଏକ ଚାମଚ ପାଣିରେ ମିଶାନ୍ତୁ । ଯଦି କଞ୍ଚା ହଳଦୀ ମିଶାଇବା ସମ୍ଭବ ନୁହେଁ । ତେବେ ହଳଦୀ ଗୁଣ୍ଡ ମଧ୍ୟ ପାଣିରେ ଆଡ୍ କରିପାରିବେ ।

ତାପରେ ଏଥିରେ ଏକ ଚାମଚ ଗୁଡକୁ ଗୁଣ କରି ପକାନ୍ତୁ । ଗୁଡ ଗରମ ଜାତୀୟ ପଦାର୍ଥ ହୋଇଥାଏ । ଯାହାର ସେବନ ଦ୍ଵାରା ଶରୀରର ଠିକ ମାତ୍ରାରେ ନିୟନ୍ତିତ ହୋଇ ରହିଥାଏ । ଗୁଡ ଗଳାରେ ଥଣ୍ଡା ଜନିତ ହେଉଥିବା ସମସ୍ଯାକୁ ସଂପୂର୍ଣ୍ଣ ଭଳି କରିବାରେ ସାହାଜ୍ଯ କରିଥାଏ ।  ସେଥିରେ ୨ ଟି ଗୁଜୁରାଟୀ ଛେଚି ମିଶାଇ ଦିଅନ୍ତୁ ।

ଏହି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ । ପାଣିକୁ ଫୁଟାଇ ଫୁଟାଇ ତାହାକୁ ଅଧା କରି କାଢା ପ୍ରସ୍ତୁତ କରନ୍ତୁ । ତାପରେ ଗ୍ଯାସ ବନ୍ଦ କରି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ଏହି କାଢାକୁ ବଡ ଲୋକ ଦିନକୁ ୨ ଥର ୨ ଚାମଚ ଲେଖାଏଁ ସେବନ କରିବେ । ଏହା ସହିତ ଛୋଟ ପିଲା ଦିନକୁ ୨ ଥର ୧ ଚାମଚ ଲେଖାଏଁ ସେବନ କରନ୍ତୁ ।

ଏପରି ସେମାନ ଦ୍ଵାରା ସର୍ଦ୍ଧୀ ଜନିତ ଗଳା, ଛାତି ଓ ନାକର ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଥାଏ । ଏହି କାଢାର ସେବନ ଦ୍ଵାରା ଶରୀରରେ କୌଣସି ପ୍ରକାର ସାଇଡିଫେକ୍ଟ ଦେଖିବାକୁ ମିଳିନଥାଏ । ଶରୀରକୁ ଆରାମ ପ୍ରଦାନ କରିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *