ଏହି 1 ପତ୍ର ଚୋବାଇ ଖାଇ ନିଅନ୍ତୁ, ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ କିଛି ବି ହେବାକୁ ଦେବନି, ପ୍ରକୃତିର ଅମୂଲ୍ୟ ବରଦାନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ବିଭିନ୍ନ ପ୍ରକାର ସମସ୍ଯା ଜାତ ହୋଇଥାଏ । ଯେତେ ରୋଗ ସମସ୍ଯା ଅଛି । ତାହାର ସେତେ ସମାଧାନ ମଧ୍ୟ ରହିଛି । ବାତ, କଫ ଓ ପିତ ଏହି ୩ ଟି ଜିନିଷ ଶରୀରରେ ସନ୍ତୁଳିତ ହୋଇ ରହିଲେ । ଶରୀରରେ କିଛି ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ଆସିନଥାଏ । ଯଦି ଏଥିମଧ୍ୟରୁ କୌଣସି ଗୋଟିଏ ଭାଗର ଅସନ୍ତୁଳିତ ହୋଇଯାଇଥାଏ । ତେବେ ଶରୀରକୁ ବହୁ ବିଧ ସମସ୍ଯାର ସାମ୍ନା କରିବାକୁ ପଡିଥାଏ ।

ଆଜି ଆପଣ ଶରୀରର ଅନେକ ରୋଗ ବେମାରୀକୁ କେବଳ ଗୋଟିଏ ପତ୍ର ସାହାଜ୍ଯରେ ଭଲ କରିପାରିବେ । ସେହି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଚମତ୍କାରୀ ପତ୍ରଟି ହେଉଛି ଓସ୍ତ ଗଛ । ଏହି ପତ୍ରକୁ ଆପଣ ଚୋବାଇ କିମ୍ବା କାଢା ପ୍ରସ୍ତୁତ କରି ମଧ୍ୟ ସେବନ କରିପାରିବେ ।

ଆଣ୍ଠୁ ଗଣ୍ଠି ସମସ୍ଯା, ଡାଇବେଟିସ, ବ୍ଲଡ୍ ପ୍ରେସର, ହାର୍ଟ ଜନିତ ପ୍ରୋବ୍ଲେମ, କିଡ୍ନୀ ସମ୍ବଦ୍ଧିତ ସମସ୍ଯା ଏହିପରି ଅନେକ ପ୍ରକାର ସମାଧାନର କେବଳ ଗୋଟିଏ ସମାଧାନ କେବଳ ଏହି ଗୋଟିଏ ପତ୍ର । ପ୍ରତିଦିନ ଓସ୍ତ ପତ୍ରରୁ ଗୋଟିଏ ଲେଖାଏଁ ଆଣି ତାହାକୁ ଭଲ ଭାବରେ ଧୋଇ ଏହାର ସେବନ କରିବା ଉଚିତ । ଯେଉଁ ଜାଗାରେ ଖଣ୍ଡିଆ ହୋଇଯାଇଥିବ ।

ସେହି ସ୍ଥାନରେ ଓସ୍ତ ଗଛର ପତ୍ରକୁ ବାଟି ତାର ବଟାକୁ ଆଣି ଖଣ୍ଡିଆ ସ୍ଥାନରେ ଲଗାଇଲେ । ଖଣ୍ଡିଆ ଶୀଘ୍ର ଶୁଖିଯାଇଥାଏ । ଓସ୍ତ ଗଛର ଛାଲକୁ ଯଦି ପାଣିରେ ଫୁଟାଇ ସେବନ କରନ୍ତି । ତେବେ ଆସ୍ଥାମା ଭଳି ଶ୍ଵାସ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଗ୍ଯାସରେ ଏକ କଢେଇ ବସାନ୍ତୁ । ସେଥିରେ ଓସ୍ତ ଗଛର ପତ୍ରକୁ ଧୋଇ ଟିକି ଟିକି କରି କାଟି ସେହି ଫୁଟୁଥିବା ପାଣିରେ ପକାଇ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।

ସେହି ପାଣି ଫୁଟି ସାରିଲା ପରେ ତାହାକୁ ଛାଣି ସେବନ କରନ୍ତୁ । ଏହା ଛଡା ରାତିରେ ଶୋଇବା ପୂର୍ବରୁ ୨ ରୁ ୩ ଟି ଓସ୍ତ ପତ୍ର ପାଣିରେ ପକାଇ ରଖୀ ଦିଅନ୍ତୁ । ସକାଳେ ସେହି ପାଣିରୁ ପତ୍ରକୁ କାଢି ସେହି ପାଣିକୁ ଫୁଟାଇ ସେବନ କରନ୍ତୁ । ଏହାକୁ ୪ ରୁ ୫ ଦିନ ପର୍ଯ୍ୟନ୍ତ କରିବା ଦ୍ଵାରା ହୃଦଘାତ ହେବାର ସମ୍ଭାବନା କେବେ ମଧ୍ୟ ରହିନଥାଏ ।

ଡାଇବେଟିସ ରୋଗୀ ଯଦି ଏହାର ସେବନ କରିବେ । ତେବେ ବ୍ଲଡ୍ ରେ ସୁଗାର ମାତ୍ରା ସଂପୂର୍ଣ୍ଣ ନିୟନ୍ତ୍ରଣ ହୋଇ ରହିଥାଏ । ଯେଉଁ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିବ। ସେମାନେ ଓସ୍ତ ପତ୍ରକୁ ତେଲ ଲଗାଇ ଅଳ୍ପ ଉଷୁମ କରି ଆଣ୍ଠୁରେ ସେକ ଦେଲେ । ଗଣ୍ଠି ଯନ୍ତ୍ରଣାରୁ ତ୍ରାହି ମିଳିଥାଏ । ଏହାର ସେବନ ଦ୍ଵାରା ପେଟରେ ଥିବା ଗ୍ଯାସ ଓ ଏସିଡିଟି ପ୍ରୋବ୍ଲେମ ଦେଖାଯାଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *