Health Tips- ଏହାର କେବଳ ଗୋଟିଏ ପତ୍ର କିଡନୀ ଷ୍ଟୋନ, ମୁଣ୍ଡ ବିନ୍ଧା, ଚର୍ମରୋଗ ପରି ୧୦୦୦ ପ୍ରକାର ରୋଗ ଭଲ କରେ, ପ୍ରକୃତିର ଅମୂଲ୍ୟ ବରଦାନ !

ନମସ୍କାର ବନ୍ଧୁଗଣ । ଆଜିର ସମୟ ରେ ଆମ ମାନଙ୍କ ର ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି ଯେ ଯାହା ଫଳ ସ୍ୱରୂପ ପ୍ରତ୍ୟେକ ବ୍ୟକ୍ତି କିଛି କିଛି ରୋଗ ରେ ପୀଡିତ ହୋଇ ଅନେକ କଷ୍ଟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏପରି ରେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଗଛ ର ପତ୍ର ବିଷୟ ଯାହା ସାହାର୍ଯ୍ୟ ରେ ଆପଣ କିଡନୀ ଷ୍ଟୋନ ଭଳି ସମସ୍ୟା ରୁ ମୁକ୍ତ ହୋଇ ପାରିବେ ।

ତାହାସହ ବନ୍ଧୁଗଣ ମୁଣ୍ଡ ବିନ୍ଧା, ଚର୍ମ ରୋଗ ତଥା ଆହୁରି ଅନେକ ପ୍ରକାର ର ରୋଗ ଦାଉ ରୁ ମଧ୍ୟ ଆପଣ ରକ୍ଷା ପାଇ ପାରିବେ ।  ଆମ ମାନଙ୍କୁ ଯେତେ ସବୁ ରୋଗ ବ୍ୟାଧି ମାନ ହୋଇଥାଏ, ତାହାକୁ ଭଲ କରିବାର ଔଷଧ ବିଜ୍ଞାନ ପାଖରେ ଥାଉ ବା ନଥାଉ କିନ୍ତୁ ଏ ପ୍ରକୃତି ପାଖରେ ଏ ମାନବ ସମାଜର ସମସ୍ତ ରୋଗ ବ୍ୟାଧିର ଔଷଧ ରହିଅଛି  ।

ଆଜି ଆମେ ଆପଣଙ୍କୁ ଯେଉଁ ପତ୍ର ବିଷୟ ରେ କହୁଅଛୁ ତାହାର ନାମ ହେଲା ଅମର ପୋଇ ପତ୍ର । ଏହା ସାଧାରଣତଃ ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳିଥାଏ । ଏହା ଏକ ଅତ୍ୟନ୍ତ ଦୁର୍ଲଭ ଗଛ ଅଟେ । ଏହା ସାଧାରତଃ ବାଡି ବଗିଚା ରେ ଦେଖିବାକୁ ମିଳିଥାଏ । କିନ୍ତୁ ଅନେକ ଥର ଲୋକେ ଏହାର ଗୁଣ ଓ ଉପକାରିତା କୁ ଜାଣି ନ ଥିବା କାରଣରୁ ଏହାକୁ ଓପାଡ଼ି ଫିଙ୍ଗି ଦେଇଥାନ୍ତି ।

ଯଦି ଆପଣ ଙ୍କର କିଡନୀ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଅଛି ବା ଆପଣ ଙ୍କର ପରିସ୍ରା ପୋଡ଼ା ଭଳି ସମସ୍ୟା ରହିଅଛି, ବା ଆପଣ ଙ୍କର ମୁଣ୍ଡବିନ୍ଧା ଜନିତ କିଛି ସମସ୍ୟା ରହିଅଛି ବା ଆଖି ବିନ୍ଧା ଭଳି ସମସ୍ୟା ମଧ୍ଯ ଥାଏ,ତେବେ ଏହି ଗଛ ର କେବଳ ଏକ ପତ୍ର କୁ ବାଟି ଚୋବାଇ ଖାଇବା ଦ୍ବାରା ଅଥବା ଏହାର ରସ କାଢି ତାହାର ସେବନ କରିବା ଦ୍ୱାରା ସମସ୍ତ ପ୍ରକାର ସମସ୍ୟା ରୁ ଆପଣ ମୁକ୍ତ ହୋଇ ପାରିବେ ।

ବନ୍ଧୁଗଣ ଯଦି ଆପଣଙ୍କ କିଡନି ରେ ଷ୍ଟୋନ ଥାଏ ତେବେ ଏପରିରେ ଆପଣ ଯଦି ସାତ ଦିନ ପର୍ଯ୍ୟନ୍ତ ଏହି ଅମରପୋଇ ଗଛର ଦୁଇ ଟି ପତ୍ରକୁ ନେଇ ତାହାକୁ ଛୋଟ ଛୋଟ ଆକାର ରେ ଛିଣ୍ଡାଇ ଏକ ଗ୍ଲାସ୍ ପାଣିରେ ଫୁଟାନ୍ତୁ ଏହି ପାଣି ଟି ଫୁଟି ଫୁଟି ଅଧା ହୋଇ ଯିବା ପରେ ଏହାକୁ କାଢି ଆଣି ଛାଣି ନିଅନ୍ତୁ ।

ଏହା ପରେ ଏଥିରେ ୫୦ml ଶିଲାଜିତ ଓ ୨ ଗ୍ରାମ ମହୁ ମିଶାଇ ଏହାର ସେବନ କରି ନିଅନ୍ତୁ । ଏହାକୁ ଆପଣ ପ୍ରତିଦିନ ଦୁଇ ଥର କରି ସେବନ କରନ୍ତୁ । ଏହାର ମାତ୍ର ଏକ ସପ୍ତାହ ସେବନ କରିବା ପରେ ହିଁ ଆପଣ ଦେଖିବେ ଆପଣ ଙ୍କର କିଡନୀ ରେ ଥିବା ଷ୍ଟୋନ ଆପଣାଛାଇ ଭଲ ହୋଇଯିବ ।

ଘା ହୋଇଥିବା ସ୍ଥାନ ରେ ଯଦି ଏହାର ଏକ ପତ୍ର କୁ ଅଳ୍ପ କିଛି ଗରମ କରି ଲଗାଯାଏ, ତେବେ ସେହି ଘା ଶୀଘ୍ର ଶୁଖିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *