Health Tips- ରାତାରାତି ଗଣ୍ଠି ଦରଜ ଗାୟବ କରି, ଜୀବନ ସାରା ଶରୀରପୀଡା ହେବାକୁ ଦେବନି, ଥରେ ଖାଆନ୍ତୁ 100 ବର୍ଷ ପର୍ଯ୍ୟନ୍ତ ରହିବେ ଯବାନ…

ନମସ୍କାର ବନ୍ଧୁଗଣ । ଶରୀରରେ ଥିବା ବାତ, କଫ ଓ ପିତ୍ତ ଯଦି ଠିକ ଭାବରେ ସନ୍ତୁଳିତ ହୋଇ କରି ରଖିଥାଏ । ତେବେ ଶରୀର ସୁସ୍ଥ ଓ ସବଳ ରହିଥାଏ । ଯଦି ଏହି ୩ ଟି ତତ୍ଵ ମଧ୍ୟରୁ କୌଣସିର ସନ୍ତୁଳନ ଖରାପ ହୋଇଯାଇଥାଏ । ତେବେ ଏହା ଶରୀର ଉପରେ କୁ ପ୍ରଭାବ ପକାଇବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି କମାଇ ଦେଇଥାଏ । ଶରୀରରେ ଇମ୍ମ୍ଯୁନିଟି ପାୱାର କମିଯିବା ଦ୍ଵାରା ଶରୀର ଛୋଟ ଛୋଟ ରୋଗ ଠାରୁ ଆରମ୍ଭ କରି ଗମ୍ଭୀର ରୋଗର ସମୁଖୀନ ହୋଇଥାଏ ।

ଆଜି ଆପଣ ଏପରି ଏକ ଔଷଧୀୟ ତଥା ଚମତ୍କାରୀ ପତ୍ର ବିଷୟରେ ଜାଣିବାକୁ ପାଇବେ । ଯାହାର ସେବନ ଦ୍ଵାରା ଶରୀରର ଅନେକ ରୋଗ ବେମାରୀ ଦୂର ହୋଇଥାଏ । ସେହି ଗୁଣକାରୀ ପତ୍ରଟି ହେଉଛି ଗିଲୋୟ । ଏହି ପତ୍ରକୁ ଯଦି ଆପଣ ସକାଳୁ ଖାଲି ପେଟରେ ଚୋବାଇ ଖାଇ ସାରିଲା ପରେ ଏକ ଗ୍ଳାସ ଗରମ ପାଣିର ସେବନ କରିଥାନ୍ତି ।

ତେବେ ଏହା ଶରୀରର ରୋଗ ପ୍ରତିରୋଧକ ପାୱାର ବଢାଇ ଦେଇଥାଏ । ନିମ ଗଛରେ ଚଢିକି ଥିବା ଗିଲୋୟ ପତ୍ରର ଆମ ଶରୀର ଅନେକ ପ୍ରଭାଶାଳୀ ହୋଇଥାଏ । ଗିଲୋୟରେ ସଲଫର, କ୍ୟାଲସିୟମ, ଜିଙ୍କ, ଆଇରନ, କପର ଓ ମାଗ୍ନେସିଅୟମ ପ୍ରଚୁର ପରିମାଣରେ ରହିଥାଏ । ଏହି ପତ୍ରର ସେବନ ଦ୍ଵାରା ଶରୀରରେ ବାତ, ପିତ୍ତ ଓ କଫ ଏହି ୩ ସମସ୍ଯାର ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ହୋଇଥାଏ ।

ଏହାର ପତ୍ର ଖାଇବା ସହିତ ଏହାର ନାଡର  କାଢା ପ୍ରସ୍ତୁତ କରି ମଧ୍ୟ ସେବନ କରିପାରିବେ । ପ୍ରଥମେ ଗ୍ଯାସରେ ଏକ ଗ୍ଳାସ ପାଣି ଗରମ କରି ଗିଲୋୟର ନାଡକୁ ଆଣି ତାହାକୁ ଛେଚି ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ତାପରେ ସେହି ପାଣିକୁ କିଛି ସମୟ ଥଣ୍ଡା କରି ପାଣିର ସେବନ କରନ୍ତୁ । ଏହାର ସେବନ ଦ୍ଵାରା ସୁଗାର କଣ୍ଟ୍ରୋଲ ହୋଇଥାଏ ।

ଯାହା ଦ୍ଵାରା ଡାଇବେଟିସ ରୋଗୀ ଏହାର ସେବନ ନିହାତି ଭାବେ କରିବା ଉଚିତ । ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ଯା ରହିଥାଏ ।ସେମାନଙ୍କର ଗଣ୍ଠି ଯନ୍ତ୍ରଣା ଦୂର କରିବା ପାଇଁ ମଧ୍ୟ ସାହାଜ୍ଯ କରିଥାଏ । ଯେଉଁ ମାନଙ୍କର ୟୁରିକ ଏସିଡ ବଢିକି ରହୁଥାଏ । ସେମାନଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ ।

ଗିଲୋୟ ପତ୍ରର ସେବନ ଦ୍ଵାରା ପେଟ ସମ୍ବଦ୍ଧୀୟ ଅନେକ ସମସ୍ଯା ଯେପରି ଗ୍ଯାସ, ଏସିଡିଟି, କୋଷ୍ଠ କାଠିନ୍ୟକୁ ଦୂର କରିବା ସହିତ ପଚନ ତନ୍ତ୍ରକୁ ଠିକ ଭାରେ କାର୍ଯ୍ୟକାରୀ କରାଇଥାଏ । ଯେଉଁ ମାନଙ୍କର ପ୍ରାୟତଃ ସମୟରେ କାଶ ଲାଗି ରାହୁଥାଏ ।ସେମାନେ ମଧ୍ୟ ଗିଲୋୟର କାଢା ପ୍ରସ୍ତୁତ କରି ପିଆନ୍ତୁ । ଜଣ୍ଡିଶ ଜନିତ ରୋଗ ହୋଇଥିବା ବ୍ୟକ୍ତି ନିହାତି ଭାବେ ଗିଲୋୟ ପତ୍ରର ସେବନ କିମ୍ବା କାଢା ବନାଇ ପିଅନ୍ତୁ ।

ରକ୍ତ ହୀନତା ଦୂର କରିଥାଏ, ରକ୍ତକୁ ପତଳା କରିଥାଏ, ଶରୀରରେ ହେଉଥିବା ବ୍ଲକେଜ୍ କୁ ଖୋଲିଥାଏ, ଖରାପ କୋଲେଷ୍ଟ୍ରଲ୍ କୁ କମାଇଥାଏ । ଏହିପରି ଅନେକ ପ୍ରକାର ଫାଇଦା ଗିଲୋୟ ପତ୍ର କିମ୍ବା ତାର କାଢାର ଏକ ମାସ ସେବନରେ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *