Health Tips- 5 ଦିନ ଦହିରେ ମିଶେଇ ଖାଇ ନିଅନ୍ତୁ 20 ବର୍ଷର ପୁରୁଣା ସୁଗାର କୋଲେଷ୍ଟ୍ରୋଲ, High BP, ନର୍ଭ ବ୍ଲକେଜ ସବୁ କିଛି ଭଲ ହେଇଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ହାଡ ଦୁର୍ବଳ ହୋଇଯାଇଥାଏ । ଯେଉଁ କାରଣରୁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହୋଇଯାଇଥାଏ । ଏହି ସମସ୍ଯା ପୁରୁଣା କାଳରେ ବୟସ୍କ ଲୋକଙ୍କ ଠାରେ ଦେଖିବାକୁ ମିଳୁଥିଲା । ଆଜି କାଲିର ବର୍ତ୍ତମାନ ସମୟରେ ମଧ୍ୟ ଯୁବପିଢୀଙ୍କ ଠାରେ ଜଏଣ୍ଟ ସ୍ଥାନ ମାନଙ୍କରେ ପେନ୍ ହେଉଛି । ବହୂତ ଶୀଘ୍ର ହାଡ ଦୁର୍ବଳ ହୋଇଯାଉଛି । ଶରୀରରେ ହେଉଥିବା ଭିଟାମିନ କାରଣରୁ ଏହି ସବୁ ଲକ୍ଷଣ ଶରୀରରେ ପ୍ରକାଶ ପାଇଥାଏ ।

ଏହାକୁ ଦୂର କରିବା ପାଇଁ ନିହାତି ଭାବେ ଘରୋଇ ଉପଚାର ପ୍ରସ୍ତୁତ କରନ୍ତୁ । ଏହି ଉପଚାର ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଅଳସୀର ଆବଶ୍ୟକତା ରହିଅଛି । ଅଳସୀ ସେବନ ଦ୍ଵାରା ଶରୀରରେ ଏହାର ଅନେକ ମହତ୍ଵ ପୂର୍ଣ୍ଣ ଫାଇଦା ଦେଖିବାକୁ ମିଳିଥାଏ । ଅଳସୀର ସେବନ ଦ୍ଵାରା ଶରୀରରେ ହେଉଥିବା କ୍ୟାଲସିୟମ, ଓମେଗା ଫାଟି ଏସିଡର ଅଭାବକୁ ଦୂର କରିଥାଏ ।

ଯାହା ଦ୍ଵାରା ଆଣ୍ଠୁ ଗଣ୍ଠି ସମସ୍ଯାରୁ ତ୍ରାହୀ ମିଳିଥାଏ । ଆପଣ କିଛି ଅଳସୀକୁ ତାୱାରେ ଧିମା ଆଞ୍ଚରେ ଭାଜନ୍ତୁ । ଆପଣଙ୍କୁ ଧ୍ୟାନ ଦେବା ପାଇଁ ହେବ ଏହାକି ଯେ ଯେପରି ଆପଣ ଅଳସୀକି ବେଶି ଭାଜି ତାହାକୁ କଳା କରିବେ ନାହିଁ । କାରଣ ଅଳସୀ ବେଶି ଭାଜି ହୋଇଯିବା ଦ୍ଵାରା ତାର ଭିତରେ ରହିଥିବା ପୋଷକ ତତ୍ଵ ନଷ୍ଟ ହୋଇଯାଇଥାଏ ।

ତେଣୁ ଅଳ୍ପ ସମୟ ପର୍ଯ୍ୟନ୍ତ ଅଳସୀକୁ ଭାଜନ୍ତୁ । ଭାଜି ହୋଇ ସାରିଲା ପରେ ତାକୁ ଥଣ୍ଡା କରି ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଅଳସୀର ପାଉଡର ପ୍ରସ୍ତୁତ ହୋଇସାରିଲା ପରେ ତାକୁ ବାୟୁ ମୁକ୍ତ ଡବାରେ ରଖୀ ଡବାର ଘୋଡାଣୀକୁ ଟାଇଟ କରି ବନ୍ଦ କରିଦିଅନ୍ତୁ । ଯେପରି ଡବା ଭିତରେ ବାୟୁ ପ୍ରବେଶ କରି ପାରୁନଥିବ । ସେହି ପାଉଡରକୁ ଆପଣ ୭ ରୁ ୮ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ପାଇଁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ।

ପାଉଡର ଦରକାର ପଡିଲେ ପୁନଶ୍ଚ ଏପରି ପ୍ରସ୍ତୁତ କରିପାରିବେ । ଆପଣ ପ୍ରତିଦିନ ଏକ ପାତ୍ରରେ ୩ ରୁ ୪ ଚାମଚ ଦହି ସହିତ ଏକ ଚାମଚ ଅଳସୀ ଗୁଣ୍ଡ ପକାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଯଦି ତାହାର ସ୍ଵାଦ ବୃଦ୍ଧି କରିବାକୁ ଚାହୁଁଥିବେ । ତେବେ ସେଥିରେ ଗୁଡ, ମହୁ କିମ୍ବା ମିଶ୍ରୀର ପ୍ରୟୋଗ ମଧ୍ୟ କରିପାରିବେ ।

ଯଦି ଡାଇବେଟିସରେ ପୀଡିତ ତେବେ ସେଥିରେ କୌଣସି ପ୍ରକାର ମିଠା ଜିନିଷ ପ୍ରୟୋଗ କରିବେ ନାହିଁ । ଆପଣ ଯଦି ଦହି ସହିତ ଅଳସୀକୁ ମିଶାଇ ସେବନ କରିବେ । ତେବେ ଏହା  ଶରୀରର ବହୁବିଦ୍ଧ ଉନ୍ନତି ସାଧିତ କରିବ । କୋଲେଷ୍ଟ୍ରଲ୍ କମାଇବା, ସ୍ନାୟୁର ବ୍ଲକେଜ୍ ଖୋଲିବ, ରକ୍ତ ପତଳା କରିବ, ପେଟ ସମସ୍ଯା ଦୂର କରିବ, ଆଖିର ଜୋତି ବଢାଇବ, କେଶକୁ ମଧ୍ୟ ମଜଭୁତ କରିବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *