Health Tips- ପ୍ରତିଦିନ ଖାଆନ୍ତୁ ଏହି 7 ଟି ଜିନିଷ, Sugar ପାଇଁ ହୋଇଥାଏ ଅମୃତ !

ନମସ୍କାର ବନ୍ଧୁଗଣ । ଖାଇବା ଉପରେ ବିଶେଷ ଗୁରୁତ୍ଵ ଦେଇ ନତାହିବାକ କାରଣ ରୁ ବର୍ତ୍ତମାନ ସମୟ ରେ ସମସ୍ତ ଙ୍କୁ ଭିନ୍ନ ଭିନ୍ନ ପ୍ରକାର ର ରୋଗ ସବୁ ହୋଇଥାଏ । ଆମ ଶରୀର ବନ୍ଧୁଗଣ ଈଶ୍ଵର ଙ୍କ ଠାରୁ ମିଳିଥିବା କୌଣସି ଏକ ବିଶେଷ ବରଦାନ ରୁ କମ ନୁହେଁ । ଆମକୁ ଏହାର ଯତ୍ନ ଠିକ ଭାବରେ ନେବା ଉଚିତ । ବର୍ତ୍ତମାନ ର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଡାଇବେଟିସ ବା ମଧୁମେହ ରୋଗ ରେ ପୀଡିତ ଥିବାର ଦେଖା ଯାଉଛନ୍ତି ।

ଏହା ଏକ ଏପରି ରୋଗ ଯାହା ଥରେ ଯଦି କୌଣସି ବ୍ୟକ୍ତି କୁ ହୋଇଯାଏ, ତାହା ଆଉ କେବେ ଭଲ ହୁଏ ନାହିଁ । ଏହି ରୋଗ କୁ ସମ୍ପୁର୍ଣ୍ଣ ରୂପରେ ଭଲ କରିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ ମଧ୍ୟ ବାହାର କରାଯାଇ ପାରି ନାହିଁ । କିନ୍ତୁ ଏହି ରୋଗ କୁ ନିୟନ୍ତ୍ରଣ କରି ରକ୍ଷା ଆଜି ପାରିବ ।

ଠିକ ଭାବରେ ନିଜର ଖାଦ୍ୟ ପେୟ ର ଯତ୍ନ ନେବା ସହ କିଛି ଶାରୀରିକ ଶ୍ରମ ଓ ଡାକ୍ତର ଙ୍କ ଦ୍ଵାରା ଦିଆଯାଇଥିବା ଔଷଧ କୁ ଠିକ ଭାବରେ ନେବା ଦ୍ଵାରା ଏହି ରୋଗ କୁ ନିୟନ୍ତ୍ରଣ କରି ରଖା ଯାଇ ପାରିବ । ତାହାସହ କିଛି ଏପରି ଜିନିଷ ରହିଛି ଯାହାକୁ କି ଡାଇବେଟିସ ରୋଗୀ ମାନେ ନିତ୍ୟ ଖାଇବା ଦ୍ଵାରା ସେମାନଙ୍କର ସୁଗାର କଣ୍ଟ୍ରୋଲ ହୋଇ ରହିବ ।

ସେଥି ମଧ୍ୟ ରୁ ପ୍ରଥମ ଟି ହେଉଛି କଲରା । କଲରା କୁ ସମସ୍ତେ ବିଭିନ୍ନ ପ୍ରକାର ରେ ରୋଷେଇ କରି ଖାଇଥାନ୍ତି । କିନ୍ତୁ ଯାଇଦ ଡାଇବେଟିସ ରୋଗୀ କଲରା କୁ ଜୁଷ କୁ ପ୍ରତିଦିନ ଏକ ଗ୍ଳାସ କରି ସେବନ କରିଥାନ୍ତି ତେବେ ସେମାନଙ୍କର ସୁଗାର କନ୍ଟ୍ରୋଲ ହୋଇ ରହିଥାଏ । ଦ୍ଵିତୀୟ ଟି ହେଉଛି ଜାମୁ କୋଳି । ଏହା ଏକ ଏପରି ଫଳ ହୋଇଥାଏ ଯାହାକି ମଧୁମେହ ରୋଗୀଉ ଙ୍କ ଶରୀର ପାଇଁ ଖୁବ ଲାଭ ଦାୟୀ ହୋଇଥାଏ ।

ତେଣୁ ଯଦି କେହି ମଧୁମେହ ରୋଗୀ ପ୍ରତିଦିନ ଅତି କମ ରେ 10 ରୁ 15 ଟି ଯମଉ କୋଳି ନିତ୍ୟ ସେବନ କରିଥାଏ ତେବେ ତାହାର ବ୍ଲଡ ସୁଗାର ନିୟନ୍ତ୍ରଣ କରି ରଖିଥାଏ । ଜାମୁ କୋଳି ନ ମିଳିଲେ ଏହାର ମଞ୍ଜି କୁ ମଧ୍ୟ ଗୁଣ୍ଡ ଅକ୍ରିୟ ଏହାର ସେବନ ସକାଳେ ପାଣି ସହ ମିଶାଇ ଆପଣ ସେବନ କରି ପାରିବେ । ତୃତୀୟ ଜିନିଷ ଟି ହେଉଛି କଖାରୁ । ଚତୁର୍ଥ ଟି ଭେଣ୍ଡି । ଏହି ପରିବା ଗୁଡିକ ଶରୀର ରେ ବ୍ଲଡ ସୁଗାର କୁ ନିୟନ୍ତ୍ରଣ ରହିବା ପାଇଁ ଖୁବ ସାହାର୍ଯ୍ୟ କରିଥାନ୍ତି ।

ପଞ୍ଚମ ଟି ହେଉଛି ସେଉ । ପ୍ରତ୍ଯେକ ଡାଇବେଟିସ ରୋଗୀ ଙ୍କୁ ପ୍ରତ୍ଯେକ ଦିନ ଏକ ସେଉ ନିଶ୍ଚୟ ଖାଇବା ଆବଶ୍ୟକ । ସେଉ ଉପରେ ଥିବା ଚୋପା ବିଶେଷ କରି ଶରୀର ପାଇଁ ଖୁବ ଭଲ ହୋଇଥାଏ । ତେଣୁ ଏହାର ଚୋପା କୁ ନ କାଢି ହିଁ ଗୋଟା ହିଁ ଖାଇବାକୁ ଚେଷ୍ଟା କରନ୍ତୁ । ଷଷ୍ଠ ଟି ହେଉଛି ଚିଆ ସିଡ୍ସ । ଏହାକୁ ଖାଇବା ଦ୍ଵାରା ଏହା ଶରୀର ରେ ଥିବା ସମସ୍ତ ବ୍ଲଡ ସୁଗାର କୁ କନ୍ଟ୍ରୋଲ କରି ଦେଇଥାଏ । ତାହାସହ ଏହା ଶରୀର ରେ କୋଲୋଷ୍ଟ୍ରୋଲ କୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ ।

ଶେଷ ଜିନିଷ ଟି ହେଉଛି ଓଟ୍ସ । ପ୍ରତ୍ଯେକ ମଧୁମେହ ରୋଗୀ ଙ୍କୁ ପ୍ରତିଦିନ ସକାଳେ ଖାଇବା ସମୟରେ ଏକ ତାଟିଆ ଓଟ୍ସ ର ସେବନ ନିହାତି କରିବା ଆବଶ୍ୟକ । ଏହା ଦ୍ଵାର ସେମାନଙ୍କର ସୁଗାର ଓ ଡାଇବେଟିସ କନ୍ଟ୍ରୋଲ ହୋଇ ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *