Health Tips- ଲକ୍ଷ ଲକ୍ଷ ଟଙ୍କାର ଔଷଧ ବି ଏହା ଆଗରେ ଫେଲ ! ବାସ ଜାଣି ରଖନ୍ତୁ କିପରି କିପରି ବ୍ୟବହାର

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆଜିର ସମୟ କିଛି ଏପରି ହୋଇଯାଇଛି ଯାହା କାରଣ ରୁ ସମସ୍ତେ କିଛି ନା କିଛି ରୋଗ କଷ୍ଟ ଯନ୍ତ୍ରଣା ଭୋଗ କରୁଛନ୍ତି । ବନ୍ଧୁଗଣ ପ୍ରକୃତି ନିଜ ଦେହ ରେ ଏ ସମସ୍ତ ସଂସାର ର ସବୁ ରୋଗ ବ୍ୟାଧିର ଔଷଧ କୁ ବୃକ୍ଷ ଲତା ରୂପେ ଧାରଣ କରି ରଖିଛି । ମାତ୍ର ଆମେ ମାନେ ତାହାର ବ୍ୟବହାର ଜାଣି ନ ଥାଉ । ଆମେ ସମସ୍ତେ ନିଜ ଘରେ ବାଡି ବଗିଚା ରେ କିଛି ନା କିଛି ଗଛ ମାନ ନିଶ୍ଚୟ ଲଗାଇଥାନ୍ତି ।

ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଘରେ ଗଛ ଲଗାଇବା ଦ୍ଵାରା ଘରେ ସକାରତ୍ମକତା ଶକ୍ତି ର ବାସ ଥାଏ । ବନ୍ଧୁଗଣ ବେଲପତ୍ର ଏକ ଏପରି ପତ୍ର ଯାହାକୁ ଘରେ ଲଗାଇବା ଦ୍ଵାରା ଘରର ସମସ୍ତ ନକରାତ୍ମକତା ଶକ୍ତିର ମୂଳ ରୁ ନାସ ହୋଇ ଯାଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ବେଲଗଛ ଥାଏ ସେହି ଘରେ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ସବୁବେଳେ ବାସ ରହିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପଚାର ଟି ନେଇ ଆସିଛୁ ସେହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବେଲପତ୍ର ର ଆବଶ୍ୟକ ପଡିବ । ବନ୍ଧୁଗଣ ଜାଡ୍ୟ ଆପଣ ଶାସ୍ତ୍ର କୁ ମନୁଥାନ୍ତି ତେବେ ଶାସ୍ତ୍ର ଅନୁସାରେ ସୋମବାର, ସଂକ୍ରାନ୍ତି, ଅମବାସ୍ୟା ଓ ଅଷ୍ଟମୀ ତିଥିରେ ବେଲ ଗଛ ରୁ ପତ୍ର ତୋଳିବା ପାଇଁ ଶାସ୍ତ୍ରରେ ବାରଣ କରାଯାଇଛି । ଏହି ଦିନ କୁ ଛାଡି ଦେଇ ଆପଣ ଅନ୍ୟ ଦିନ ମାନଙ୍କରେ ବେଲ ଗଛ ରୁ ପତ୍ର ଆଣି ପାରିବେ ।

ଏହା ଏକ ପବିତ୍ର ବୃକ୍ଷ ହୋଇଥିବା ହେତୁ ଆପଣ ଏହି ଗଛ ମୂଳ କୁ ଯିବା ସମୟ ରେ ନିଜର ଶୁଦ୍ଧତା ପ୍ରତି ମଧ୍ୟ ଟିକେ ଧ୍ୟାନ ଅବଶ୍ୟ ଦେବେ । ବନ୍ଧୁଗଣ ଆଜିର ଉପଚାର ଟି ପାଇଁ 5 ଟି ବେଲ ପତ୍ର ନେଇକରି ତାହାକୁ ଭଲ ଭାବରେ ଧୋଇ ସଫା କରି ନିଅନ୍ତୁ । ଏହା ପରେ ଏହାକୁ ଏକ ହେମଦସ୍ତା ରେ ନେଇ ଭଲ ଭାବରେ ଛେଚି ତାହାର ରସ କୁ ବାହାର କରି ଦିଅନ୍ତୁ । ଏହାପରେ ଏଥିରେ ଏକ ଗ୍ଳାସ ପାଣି ମିଶାଇ ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏପରି ମାତ୍ର ସପ୍ତାହ ରେ 2 ଦିନ ହିଁ କରନ୍ତୁ ।

ବନ୍ଧୁଗଣ ଏହାର ମାତ୍ର ଦୁଇ ଥର ସପ୍ତାହ ରେ ସେବନ କରିବା ଦ୍ଵାରା ଏହା ପେଟ କୁ ସାଫା କରି ଦେଇଥାଏ । ଯଦି କାହାକୁ କୋଷ୍ଟ କାଠିନ୍ଯ ଜନିତ ସମସ୍ଯା ରହିଥାଏ, ତେବେ ଏହାର ସେବନ ଦ୍ଵାରା ତାହା ମଧ୍ୟ ଭଲ ହୋଇଯିବ । ଏହା ଶରୀର କୁ ସମସ୍ତ ପ୍ରକାର ରୋଗ ରୁ ମୁକ୍ତ କରି ଦେଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟାବାଦ

Leave a Reply

Your email address will not be published. Required fields are marked *