Health Tips- ପତଳା ହେବାକୁ ଚାହୁଁଛନ୍ତି କି ? ଏହିପରି ପିଅନ୍ତୁ ଧନିଆ ପାଣି, ମହମ ପରି ତରଳିଯିବ ସବୁ ଚର୍ବି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି କାଲିର ଲୋକ ମାନଙ୍କର ନିଜର ଓଜନ ବଢିବାକୁ ନେଇ ବହୁତ ଚିନ୍ତା ରହୁଅଛି । ଲୋକ ମାନେ ନିଜର ଶରୀରରୁ ଅଯଥା ଫାଟ୍ କୁ କମାଇବାକୁ ଯାଇ ଅନେକ ପ୍ରକାର ରେମିଡିର ଅବଲମ୍ବନ କରୁଛନ୍ତି । କେତେ ଉପାୟ ନିଜ ଶରୀରରେ ପ୍ରୟୋଗ କରିସାରିଲା ପରେ ମଧ୍ୟ ଓଜନ ହ୍ରାସ ହୋଇନଥାଏ । ଏହି କାରଣରୁ ବ୍ୟକ୍ତି ନିଜର ମୋଟାପଣ କାରଣରୁ ନିଜର ଆତ୍ମବିଶ୍ବାସ ହରାଇ ବସୁଛନ୍ତି ।

ନିଜର ମୋଟାପାଣକୁ ଦୂର କରି ହେଲଦି ଶରୀର ପାଇବା ପାଇଁ ଚାହୁଁଥିଲେ । ଆପଣ ମାନେ ଏକ ସହଜ ଘରୋଇ ଉପାୟ ବିଷୟରେ ଜାଣିବାକୁ ପାଇବେ । ଧନିଆ ଏକ ଏପରି ଜିନିଷ ଯାହା ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ରହିଥାଏ । ଧନିଆକୁ ଆମେ ସାଧରଣତଃ ମସଲା ରୂପରେ ରୋଷେଇ ପାଇଁ ବ୍ୟବହାର କରିଥାଉ ।

ଏହା ସହିତ ଆଜି ଜାଣିବାକୁ ପାଇବେ ଏହା ମଧ୍ୟ ଶରୀରର ମୋଟାପାଣ ଦୂର କରିବା ପାଇଁ କେତେ ମାତ୍ରାରେ ପ୍ରଭାବଶାଳୀ ହୋଇଥାଏ । ଧନିଆରେ ଅନେକ ପ୍ରକାର ପୋଷକ ତତ୍ଵ ରହିଥାଏ । ଏହାର ସେବନ ଦ୍ଵାରା ଶରୀରରେ ଜମି ରହିଥିବା ଫାଟ୍ କୁ ଦୂର କରିଥାଏ । ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଧନିଆକୁ ଏକ ଗ୍ଲାସ ପାଣିରେ ଭିଯାଇ ରଖିଦିଅନ୍ତୁ । ତାପରେ ସକାଳୁକୁ ସେହି ପାଣି ମଧ୍ୟକୁ ଧନିଆର ସମସ୍ତ ପୋଷକ ତତ୍ଵ ଆସିସାରିଥିବ ।

ଆପଣ ସକାଳୁ ଖାଲି ପେଟରେ ଧନିଆ ପାଣିରୁ ଧନିଆକୁ ଛାଣି ସେହି ପାଣିର ସେବନ କରନ୍ତୁ । ଧନିଆର ସେବନ ଦ୍ଵାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବା ଇମ୍ମ୍ଯୁନୀଟି ପାୱାର ବଢିଥାଏ । ଯାହା ଦ୍ଵାରା ଶରୀରକୁ କୌଣସି ପ୍ରକାର ରୋଗ ସହଜରେ ଆକ୍ରମଣ କରିପାରିନଥାଏ । ଧନିଆରେ ଥିବା ଆଣ୍ଟି ଅକ୍ଷସିଡେଣ୍ଟ ଶରୀରରେ ଖରାପ କୋଷ ସୃଷ୍ଟି କରିବାକୁ ଦେଇନଥାଏ ।

ଧନିଆ ପାଣିର ସେବନ ଦ୍ଵାରା ଶରୀରରେ ଡାଇଜେସନ ପାୱାର ବଢିଥାଏ । ଯାହା ଫଳରେ ଆମେ ଯାହା ଖାଦ୍ୟ ଖାଇଥାଉ । ତାହା ଠିକ ଭାବେ ହଜମ ହୋଇଯାଇଥାଏ । ଶରୀରରୁ ଖରାପ ପଦାର୍ଥ ବା ଟକ୍ଷୀନ୍ କୁ କାଢିବା ପାଇଁ ଧନିଆ ପାଣି ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଧନିଆ ପାଣି ପିଇବା ଦ୍ଵାରା ପାକସ୍ଥଳୀ ସଂପୂର୍ଣ୍ଣ ଭାବରେ ସୁସ୍ଥ ରହିଥାଏ । ଅଧିକ ଖାଇବା ଦ୍ଵାରା ହିଁ ମୋଟାପଣ ଆସିଥାଏ । ଧନିଆ ପାଣି ଶରୀରରେ ଥିବା ଓଭର ଇଟିଙ୍ଗ ର ସମସ୍ଯାକୁ ଦୂର କରିଥାଏ ।

ଯାହା ଫଳରେ ଶରୀରରେ ଅଯଥା ଫାଟ୍ ହୋଇନଥାଏ କି ମୋଟାପଣ ଆସିନଥାଏ । ଏହିପରି ଅନେକ ଫାଇଦା ଶରୀରରେ ଦେଖିବାକୁ ମିଳିଥାଏ । ଯେତେବେଳେ ଆପଣ ମାନେ ଧନିଆ ପାଣିର ସେବନ କରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବେ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *