Health Tips- ରାତିରେ 1 ଗ୍ଲାସ୍ ପିଇ ନିଅନ୍ତୁ, ବାତ, ପିତ, କଫ, Joint Pain, Diabetes, ବ୍ଲଡ଼ ପ୍ରେସର୍, ଗ୍ୟାସ୍ କିଛି ବି ହେବାକୁ ଦେବନି, 120 ବର୍ଷ ବଞ୍ଚିବେ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଉପଚାର ଯାହାର ସହାୟତା ରେ ଆପଣ ବହୁ ପୁରୁଣା ରୁ ପୁରୁଣା କଫ, ବାତ, ପିତ ତଥା ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ ପ୍ରେସର ଓ ଗ୍ଯାସ ବହଳି ସମସ୍ତ ପ୍ରକାରର ସମସ୍ଯା ରୁ ମୁକ୍ତି ପାଇ ପାରିବେ । ଆଜିର ସମୟ ରେ ଆମର ଦୈନନ୍ଦିନ ର ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି ଯାହାର କାରଣ ରୁ ସମସ୍ତେ କିଛି ନା କିଛି ରୋଗ ରେ ପଡି ବହୁ କଷ୍ଟ ସବୁ ଭୋଗୁଛନ୍ତି ।

ଶରୀରର ରେ ରୋଗ ହେବାର ଏକ ମୁଖ୍ୟ କାରଣ ହେଉଛି ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ର ମାତ୍ରା ଏବେ ଆମର କମ ହୋଇ ଯାଇଛି । ଯାହା କାରଣ  ରୁ ଆମ ଶରୀର କୁ ଭିନ୍ନ ଭିନ୍ନ ରୋଗ ମାନ ସବୁ ଘେରି ରଖୁଛନ୍ତି । ଯଦି ଶରୀର ରେ ରୋଗ ପ୍ରତିରୋଧକ ର ଶକ୍ତି ଠିକ ଭାବରେ ଥାଏ, ତେବେ ସେହି ଶକ୍ତି ହିଁ ଶରୀରକୁ ରୋଗ ବ୍ୟାଧି ମାନଙ୍କ ଠାରୁ ଦୂର ରେ ରଖିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପଚାର ଟିକୁ ନେଇ ଆସିଛୁ, ତାହା ଆପଣ ଅତି ସହଜ ରେ ନିଜ ଘରେ ଥିବା ସାମଗ୍ରୀ ର ସହାୟତା ରେ ପ୍ରସ୍ତୁତ କରି ପାରିବେ । ଏହି ଉପଚାର ଟି ର ସେବନ ଦ୍ଵାରା ଆପଣ ଙ୍କ ଦ୍ରୁଷ୍ଟି ଶକ୍ତି ବୃଦ୍ଧି ହେବା ସହ ଆପଣ ଙ୍କର ଶରୀରରେ ଥିବା ସମସ୍ତ ରକ୍ତ ମଧ୍ୟ ସଫା ହୋଇଯିବ । ତାହାଛଡା ଶରୀରରେ ଥିବା ରକ୍ତ ହୀନତା ମଧ୍ୟ ଦୂର ହୋଇଯାଏ । ଏପରିକି ମଧୁମେହ ତଥା କୋଲୋଷ୍ଟ୍ରୋଲ ଜନିତ ସମସ୍ଯା ରୁ ଆରମ୍ଭ କରି ଆଣ୍ଠୁ ଗଣ୍ଠି ଜନିତ ସମସ୍ତ ସମସ୍ଯା ଦୂର ହୋଇ ଯାଇଥାଏ ।

ବନ୍ଧୁଗଣ ଏହି ଉପଚାର ଠିକ ଭାବରେ ପ୍ରସ୍ତୁତ କରି ଏହାକୁ ଠିକ ଭାବରେ ବ୍ୟବହାର ଅକରିବବା ଦ୍ଵାରା ଏହା ଆମ ଶରୀର କୁ ସମସ୍ତ ପ୍ରକାର ରୋଗ ରୁ ରକ୍ଷା କରିଥାଏ । ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ଜୀରା । ଆପଣ ଏକ ପାତ୍ର ରେ ଅଧ ଚାମଚ ଜୀରା, ଅଧ ଚାମଚ ଗୋଟା ଧନିଆ ଓ ଅଧ ଚାମଚ ପାନମଧୁରୀ  ନେଇ ଏହାକୁ ଏକ ଗ୍ଳାସ ପାଣି ରେ ପକାଇ ରାତି ସାରା ଭିଜିବା ପାଇଁ ଛାଡି ଦିଅନ୍ତୁ ।

ସକାଳେ ଏହି ପାଣି କୁ ଏକ ପାତ୍ରରେ ଢାଳି ଏହାକୁ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । ଏହା ଫୁଟି ଫୁଟି ଅଧ ଗ୍ଳାସ ହୋଇ ଗଲେ ଆପଣ ଏହାକୁ କାଢି ଏହାର ସେବନ କରି ପାରିବେ । ମଧୁମେହ ରୋଗୀ ଙ୍କ ବ୍ଯତୀତ ଆପଣ ଏଥିରେ ଏହାର ସ୍ଵାଦରେ ମିଠା ଆଣିବା ପାଇଁ ଏଥିରେ କିଛି ମାତ୍ରାରେ ମହୁ ମିଶାଇ ପାରିବେ ।

ଏହାକୁ ସେବନ କରିବା ସମୟ ରେ ଏହାକୁ ଛାଣି ନିଅନ୍ତୁ । ଛଣା ଯିବା ପରେ ବଳକା ଅଂଶ କୁ ମଧ୍ୟ ତାହାସହ ଚୋବାଇ ଚୋବାଇ ଖାଇ ନିଅନ୍ତୁ । ଏହା ପରେ ଏକ ଗ୍ଲାସ ଉଷୁମ ପାଣି ର ସେବନ କରି ନିଅନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *