Health Tips- Cancer ର ପ୍ରଥମ ଷ୍ଟେଜରେ ଶରୀରରେ ଦେଖା ଦିଏ ଏହି 8 ଟି ଲକ୍ଷଣ, ଭୁଲରେ ବି କରିବେନି ନଜର ଅନ୍ଦାଜ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ୟାନ୍ସର ଏକ ମାରାତ୍ମକ ସମସ୍ଯା ଅଟେ । ଶରୀରରେ ବିଭିନ୍ନ ପ୍ରକାର ସମସ୍ଯା ଥାଏ । ଯେଉଁଠି ସମସ୍ଯା ଅଛି ସେଇଠି ତାହାର ସମାଧାନ ମଧ୍ୟ ଅଛି।  କ୍ୟାନ୍ସର ରୋଗୀ ଯଦି ପ୍ରଥମ ଷ୍ଟେଜ୍ରୁ କ୍ୟାନ୍ସର ରୋଗର ଲକ୍ଷଣ ଜାଣି ଡାକ୍ତରଙ୍କ ପରାମର୍ଶ ନେଇ ନିଜର ଚିକିତ୍ସା ଆରମ୍ଭ କରିଥାଏ । ତେବେ ସେହି ବ୍ୟକ୍ତି କ୍ୟାନ୍ସର ଭଳି ଘାତକ ରୋଗରୁ ମଧ୍ୟ ବର୍ତ୍ତୀପଡ଼ିଥାଏ । ଯଦି କ୍ୟାନ୍ସରର ଲକ୍ଷଣ ପ୍ରଥମରୁ ଜାଣି ନପାରି ରୋଗୀ ବହୁତ ବିଳମ୍ବ କରିଦିଏ ।

ସେଭଳି କ୍ଷେତ୍ରରେ ରୋଗୀର ବଞ୍ଚିବା ବହୁତ କଷ୍ଟଦାୟକହୋଇଯାଇଥାଏ।  ଆପଣମାନେ କ୍ୟାନ୍ସର ରୋଗର ଲକ୍ଷଣ ଆଜି ଜାଣିବାକୁ ପାଇବେ । ପ୍ରଥମେ ଲକ୍ଷଣ ହେଉଛି କ୍ୟାନ୍ସରରେ ପୀଡିତ ଥିବା ଲୋକଙ୍କର ଶରୀରରେ ଯଦି କେଉଁ ଜାଗାରେ ଆଘାତ ଲାଗିଯାଇଥାଏ । ତେବେ ସେଠି ରକ୍ତ ପ୍ରବାହ ଶୀଘ୍ର ବନ୍ଦ ହୋଇନଥାଏ । ମଳାଶୟରୁ ରକ୍ତ ପଡିଲେ ମଧ୍ୟ ଏହା କ୍ୟାନ୍ସର ହେବାର ସମ୍ଭାବନା ଥାଏ ।

କ୍ୟାନ୍ସର ହେବାର ପ୍ରଥମ ସ୍ଟେଜରେ ହିଁ ରୋଗୀର ଶରୀର ଦୁର୍ବଳ ହେବାକୁ ଲାଗିଥାଏ ।ଶରୀରରେ କୌଣସି କୌଣସି ସ୍ଥାନରେ ଗଣ୍ଠି ସଦୃଶ ହଟାତ ଦେଖିବାକୁ ମିଳିଥାଏ । ତେବେ ଏଠି ପ୍ରତି ଆପଣ ସଚେତନ ରୁହନ୍ତୁ । କାରଣ ହା ମଧ୍ୟ କ୍ୟାନ୍ସର ହେବାର ସୂଚିତ କରାଏ । ଶରୀରରେ ହଟାତ ମୋଟାପଣ ମଧ୍ୟ ଆସିଥାଏ ଓ ଶରୀରରେ ଦରଜ ବିନ୍ଧା ଆରମ୍ଭ ହୋଇଥାଏ । ପେଟ କ୍ୟାନ୍ସର ଆରମ୍ଭ ହେଉଥିଲେ ।

ବାନ୍ତି ହେବା ସହ ବାନ୍ତିରେ ରକ୍ତ ମଧ୍ୟ ପଡିଥାଏ ।ବ୍ରେନ କ୍ୟାନ୍ସର ହେବାର ଥିଲେ ମୁଣ୍ଡରେ ଯନ୍ତ୍ରଣା ଲାଗିକରି ରହିବା ସହିତ ଆଖିର ଦୃଷ୍ଟିଶକ୍ତି କମିଯାଇଥାଏ । ଛାତିରେ କ୍ୟାନ୍ସର ହେଲେ ନିଶ୍ଵାସ ନେବାରେ ବାଧା ସୃଷ୍ଟି ହୋଇଥାଏ । ମୁଣ୍ଡ ବୁଲାଇଦେଇଥାଏ । ଛାତିରେ ଯନ୍ତ୍ରଣା ହୋଇଥାଏ । ବ୍ରେଷ୍ଟ କ୍ୟାନ୍ସର ହେଲେ ତାହାର ଲକ୍ଷଣ ହେଉଛି । ଦୁଇ ସ୍ତନ ମଧ୍ୟରୁ ଗୋଟିଏ ସ୍ତନର ସାଇଜରେ ପରିବର୍ତ୍ତନ ଆସିଥାଏ ।

ସ୍ତନର ନିପଲ ପାଖରେ ନାଲି କଲର ଭଳି ଦେଖାଗଲେ ମଧ୍ୟ ଏହା ବ୍ରେଷ୍ଟ କ୍ୟାନ୍ସର ହେବାରେ ସୂଚିତ କରାଇଥାଏ । ଆପଣଙ୍କ ଶରୀରରେଥିବା ଶକ୍ତି ଆଗ ଅପେକ୍ଷା କମ୍ ହେବାକୁ ଲାଗିବ । କାମ କରିବା ସମୟରେ ଆଗ ଭଳି ଜୋଷ ରହିବ ନାହିଁ । ଅଳ୍ପ କାମ କରି ଅଧିକ ଥକାପଣର ଶିକାର ହୋଇବେ । କ୍ୟାନ୍ସର ହେବାର ପ୍ରଥମ ସ୍ଟେଜରେ ପ୍ରାୟତଃ ଲୋକଙ୍କର କେଶ ଝଡିବାର ସମସ୍ଯା ଆସିଯାଇଥାଏ ।

ତେବେ ଯଦି ଏପରି କିଛି ଆପଣଙ୍କ ଶରୀରରେ ଲକ୍ଷଣମାନ ପରିଲକ୍ଷିତ କରୁଛନ୍ତି । ତେବେ ଏଥି ପ୍ରତି ଆଦ୍ୱା ଅବହେଳା କରନ୍ତୁ ନାହିଁ । ଯଥା ଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରି ନିଜର ଉପଯୁକ୍ତ ଚିକିତ୍ସା କରିବା ଦ୍ଵାରା ଆପଣ ପୁନଶ୍ଚ ସୁସ୍ଥ ହୋଇପାରିବେ । ଆଗ ଭଳି ହେଲଦି ଜୀବନଶୈଳୀରେ ବଞ୍ଚିପାରିବେ । ଯଦି ଏହି ମାରାତ୍ମକ କ୍ୟାନ୍ସର ରୋଗର ପ୍ରଥମ ସ୍ଟେଜରୁ ଲକ୍ଷଣ ଜାଣିପାରିବେ ନାହିଁ ଓ ଚିକିତ୍ସାରେ ବିଳମ୍ବ କରିଦେବେ । ତେବେ ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *