ମାନସିକ ରୋଗ ଓ କଣ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ପ୍ରତିକାର Dr Kopal Rohatgi ଙ୍କ ଠାରୁ… 

ନମସ୍କାର ବନ୍ଧୁଗଣ । ଆମ ଭାରତରେ ଅନେକ ଲୋକ ମାନସିକ ରୋଗ ରେ ପୀଡିତ ହୋଇଥିବାର ଦେଖା ଯାଇଥାନ୍ତି । ବନ୍ଧୁଗଣ ଏହାର ଏକ ମୁଖ୍ୟ କାରଣ ଏହା ହୋଇଥାଏ କି ଅନେକ ଲୋକ ଏପରି ଅଛନ୍ତି, ଯେଉଁ ମାନେ କି ଠିକ ଭାବରେ ଏହି ରୋଗ ସମ୍ବନ୍ଧରେ ଅଧିକ କିଛି ଜାଣି ନଥାନ୍ତି । ଅନେକ ଲୋକ ଏହି ଲୋକ ମାନଙ୍କୁ ପାଗଳ ମଧ୍ୟ କହି ଦେଇଥାନ୍ତି ବା ମୁଣ୍ଡ ଠିକ ଭାବରେ କାମ କରୁ ନାହିଁ ଏପରି ମଧ୍ୟ କହି ଦେଇଥାନ୍ତି ।

ବନ୍ଧୁଗଣ ବାସ୍ତବରେ ଏପରି କିଛି କହିବା ପ୍ରକୃତ ରେ ଠିକ ହୋଇ ନଥାଏ । ପ୍ରାୟତଃ ଲୋକ ଙ୍କର ଚିନ୍ତା ଧାରା ରହିଥାଏ କି ଏହି ରୋଗ କିଛି ନିରାକରଣ ନାହିଁ । କିନ୍ତୁ ଏହ ଭୁଲ ଅଟେ । ଏହି ରୋଗର ମଧ୍ୟ ନିରାକରଣ ଅଛି ଏହାକୁ ମଧ୍ୟ ଭଲ କରି ହୁଏ । ମାନସିକ ରୋଗର ଏକ ମୁଖ୍ୟ କାରଣ ହେଉଛି ଡିପରେସନ । ଏହା ହିଁ ଏହାର ଆରମ୍ଭ ହୋଇଥାଏ ।

ଏଥିରେ ରୋଗୀ କାହା ସହ କଥା ହେବାକୁ ପସନ୍ଦ କରିନଥାଏ । ସବୁବେଳେ ଏକୁଟିଆ ରହିବାକୁ ଲାଗେ । ସବୁ କିଛି ପାଇଁ ନିଜେ ହିଁ ନିଜ କୁ ଦୋଷାରୋପ କରିବାକୁ ଲାଗିଥାଏ । ଆଉ ବନ୍ଧୁଗଣ ଏନଯାଇଟି ମଧ୍ୟ ଏହାର ଏକ ପ୍ରକାର ହୋଇଥାଏ । ଯେଉଁଥିରେ କି ରୋଗୀ କାହା ସହ ବେଳେ ବେଳେ କଥା ହେବା ସମୟରେ ଅନେକ ଡରି ଯାଇଥାଏ । ଏବଂ ବ୍ୟକ୍ତି ଟିର ହାତ ଗୋଡ ଥରିବାକୁ ଲାଗିଥାଏ । ଝାଳ ମଧ୍ୟ ବାହାରିବାକୁ ଲାଗିଥାଏ ।

ଆଉ କିଛି ରୋଗୀ ଥାନ୍ତି ଯେଉଁମାନେ କି ରାତିରେ ଠିକ ଭାବରେ ଶୋଇ ପାରି ନଥାନ୍ତି । ହଟାତ ଶୋଇବାରୁ ଉଠି ଚାଲିବାକୁ ଲାଗନ୍ତି । ଏବଂ ନିଦ ରେ ଯାଇ କାହାକୁ ନ କାହାକୁ ମାରିବାକୁ ମଧ୍ୟ କହିଥାନ୍ତି । ଏହାଛଡା କିଛି ଲୋକ ମଧ୍ୟ ଥାନ୍ତି ଯେଉଁ ମାନେ  କି ଅନ୍ଧାର ରେ ରହି ପାରନ୍ତି ନାହିଁ , ବା ଲିଫ୍ଟ ରେ ଏକୁଟିଆ ରହି ପାରନ୍ତି ନାହିଁ ।

କିଛି ଛୋଟ ପିଲା ଙ୍କ ମଧ୍ୟରେ ମଧ୍ୟ କିଛି ପ୍ରକାର ର ମାନସିକ ରୋଗ ର କିଛି ପ୍ରକାର ଦେଖିବାକୁ ମିଳିଥାଏ । ଏପରି କି କିଛି ପିଲା ମାନେ ଥାନ୍ତି ଯେଉଁ ମାନେ କି କୌଣସି ସ୍ଥାନ ରେ ସ୍ଥିର ହୋଇ ରହି ପାରନ୍ତି ନାହିଁ । ଏହାଛଡା ଯଦି ଏହି ପିଲା ମାନଙ୍କୁ କୌଣସି ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ଦେଖି ରହିବାକୁ କହିଲେ ସେହି ପିଲାମାନେ ଏପରି କି ରହି ପାରନ୍ତି ନାହିଁ ।

ଯଦି ବନ୍ଧୁଗଣ ଆପଣ ଏହାର ଲକ୍ଷଣ କୁ ଦେଖିବେ ତେବେ ବନ୍ଧୁଗଣ ପ୍ରଥମେ ତ ଏହି ରୋଗ ର ବିଭିନ୍ନ ପ୍ରକାର ର ରହିଥାଏ । କିନ୍ତୁ ପ୍ରତ୍ଯେକ ସ୍ତର ରେ ହିଁ ରୋଗୀ କୁ ରାତିରେ ନିଦ ଠିକ ଭାବରେ ହୋଇ ନଥାଏ । ତାହାସହ ରୋଗୀ ସବୁବେଳେ ପ୍ରାୟତଃ ଏକୁଟିଆ ହୋଇ ରହିବାକୁ ଚାହିଁଥାନ୍ତି । ଓ ସବୁବେଳେ ଅଧିକ ତର ଚୁପ ରହିଥାନ୍ତି, ନଚେତ ଅଧିକ ରୁ ଅଧିକ କଥା ହେବାକୁ ଲାଗନ୍ତି ।

ବନ୍ଧୁଗଣ ଯଦି ଆପଣ ଙ୍କୁ ଲାଗେ ଆପଣଙ୍କ ଠାରେ କିମ୍ବା  ଆପଣ ଙ୍କ ପରିବାର ରେ କାହା ଠାରେ ଏହି ମାନସିକ ରୋଗ ଅଛି ତେବେ ବନ୍ଧୁଗଣ ଆପଣ ଅଧିଉକ ବିଆଲମ୍ବ ନ ଅକ୍ରିୟ ଶୀଘ୍ର ଅତି ଶୀଘ୍ର କୌଣସି ସାଇକାଟ୍ରିଷ୍ଟ ପାଖକୁ ଯାଇ ଏହାର ଚିକିତ୍ସା ନିଶ୍ଚୟ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମନକୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *