Health Tips- ଏହି 3 କାରଣରୁ young ଲୋକଙ୍କୁ ବି ଆସୁଛି Heart attack, ଦେଖନ୍ତୁ କଣ କୁହନ୍ତି Dr B. K. Mishra

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ହାର୍ଟ ଆଟାକ ଏକ ଏପରି ସମସ୍ଯା ଜହକି ପ୍ରାୟତଃ ଆମ ଦେଶ ଭାରତ ରେ ସମଗ୍ର ପୃଥିବୀ ମଧ୍ୟରେ ଅଧିକ ରୁ ଅଧିକ ମାତ୍ରରେ ହେବାର ଦେଖା ଦେଉଛି । ଏହା କେବଳ ବୟସ୍କ ନୁହେଁ ଅପିତୁ ବର୍ତତ୍ମାନର ଯୁବା ପିଢୀରେ ମଧ୍ୟ ଅଧିକ ମାତ୍ର ରେ ହେବାର ଦେଖିବାକୁ ମିଳୁଛି । ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କର ବୟସ 30 ବର୍ଷ ବା 40 ବର୍ଷ, ଏଭଳି ବୟସର ଲୋକ ମାନଙ୍କ ଠାରେ ଅଧିକ ମାତ୍ରାରେ ହାର୍ଟ ଆଟାକ ହେବାର ଦେଖା ଯାଉଛି ।

ଯେଉଁ ରୋଗ ପ୍ରଥମେ ବୟସ୍କ ଙ୍କ ଠାରେ ଦେଖିବାକୁ ମିଳୁଥିଲା ତାହା ବର୍ତ୍ତମାନ ଯୁବ ମାନଙ୍କ ଠାରେ ଦେଖିବାକୁ ମିଳୁଛି । ଏହା ଦେଖି ଅନେକ ଲୋକ ଙ୍କ ମନରେ ଚିନ୍ତାର ସହ ପ୍ରଶ୍ନ ମଧ୍ୟ ଉଠିଛି ବାସ୍ତବରେ ଏହା କାରଣ କଣ ହୋଇପାରେ ଯାହାକି ବର୍ତ୍ତମାନ ର ସମୟରେ ଏହି ରୋଗ ଦିନ କୁ ଦିନ ଏତେ କମ ବୟସର ଲୋକ ମାନଙ୍କ ଠାରେ ଦେଖିବାକୁ ମିଳୁଛି ।

କାରଣ ଏହି ହାର୍ଟ ର ରୋଗ ପ୍ରାୟତଃ 45 ବର୍ଷ ପରେ ହିଁ ଦେଖା ଯାଇଥାଏ । ବନ୍ଧୁଗଣ ଏହାର ମୁଖ୍ଯତଃ କାରଣ ଆଜିକାଲିର ଦୈନଦିନ ଜୀବନ ଶୈଳୀ । ବନ୍ଧୁଗଣ ଆମେ ଖାଉଥିବା ଖାଦ୍ୟ ଆମର ଶରୀର କୁ ସୁସ୍ଥ କିମ୍ବା ଅସୁସ୍ଥ କରିବାରେ ଆମକୁ ସହାୟକ ହୋଇଥାଏ । ବନ୍ଧୁଗଣ ପ୍ରଥମେ ହେଉଛି ଲୁଣ । ଲୁଣ ଏକ ଏଭଳି ପଦାର୍ଥ ଯାହାକୁ କି ମଣିଷ କୁ ପ୍ରତ୍ଯେକ ମଣିଷ କୁ ଅଧିକ ଅଧିକ ଏକ ଦିନ ରେ ୫ ଗ୍ରାମ ର ବ୍ୟବହାର କରିବା ଉଚିତ୍ ।

ଏହା ଛଡା ଚିନି ମଧ୍ୟ ସେହିପରି ପ୍ରତ୍ଯେକ ମଣିଷ କୁ ଅତି ବେଶିରେ ୧୦ ଗ୍ରାମ ଖାଇବା ଶରୀର ପକ୍ଷେ ହିତକାର ହୋଇଥାଏ । ଏହି ସବୁ ମଣିଷ ଶରୀର ରେ ସୁଗାର ର ମାତ୍ରା କୁ ଅଧିକ ରୁ ଅଧିକ ବଢାଇ ଦେଇଥାଏ । ଯାହାକି ଶରୀରରେ କୋଲୋଷ୍ଟ୍ରୋଲ ଅଧିକ ମାତ୍ରରେ ବଢାଇଦେଇଥାଏ । ଯାହା ହାର୍ଟ ରୋଗର କାରଣ ହୋଇଥାଏ । ତେଣୁ ପ୍ରତ୍ଯେକ ମଣିଷ କୁ ନିଜର ଖାଦ୍ୟ ପେୟ ତଥା ନିଜର ଡାଏଟ ର ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହାଛଡା ଠିକ ଭାବରେ ଶୋଇବାକୁ ମଧ୍ୟ ପଡିଥାଏ ।

କାରଣ ଯଦି ମଣିଷ ନିଦ ଠିକ ଭାବରେ ନ କରେ ତେବେ ମଣିଷ ର ମାନସିକ ଚିନ୍ତା ବଢିବାକୁ ଲାଗେ । ଅତ୍ୟଧିକ ମାନନସିକ ଚିନ୍ତା ମଧ୍ୟ ହାର୍ଟ ଆଟାକ ର ଏକ ପ୍ରମୁଖ ଲକ୍ଷଣ ହୋଇଥାଏ । ତେବେ ଏହିସବୁ କିଛି ଜିନିଷ ପ୍ରତି ଯଦି ଆଜିକାଲିର ଯୁବ ପିଢୀ ନିଜର ବିଶେଷ ଧ୍ୟାନ ଦେବେ ତେବେ ଏହାଦ୍ବାରା ସେମାନଙ୍କୁ ହାର୍ଟ ଆଟାକ ହେବାର ସମ୍ଭାବନା ଦେଖା ଯାଇ ନଥାଏ । ତେଣୁ ନିଜର ଖାଦ୍ୟ ତଥା ନିଜର ନିଦ୍ରା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *