Health Tips- ଗୋଟିଏ ରାତିରେ ହିଁ ଭୟଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଭଲ ହୋଇଗଲା…ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଏକ ଥର ନେଇ ଆସିଛୁ, ଏପରି ଏକ ଘରୋଇ ଉପଚାର ଯାହାର ବ୍ୟବହାର ଦ୍ଵାରା ଆପଣ ବହୁ ଦିନରୁ ଲାଗି ରହିଥିବା ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତ ହୋଇ ପାରିବେ । କେବଳ 5 ମିନିଟ ମଧ୍ୟରେ ଏହି ଚୁରନ ଟିକୁ ପ୍ରସ୍ତୁତ କରି ଏହାର ସେବନ କରିବା ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ଶାରୀରିକ ପୀଡ଼ା ରୁ ମୁକ୍ତ ହୋଇ ପାରିବେ ।

ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ୫ଟି ସାମଗ୍ରୀର ଆବଶ୍ୟକ ପଡ଼ିବ । ତାହାଛଡା ସେହି ସାମଗ୍ରି ଗୁଡ଼ିକ ମଧ୍ୟ ଆପଣଙ୍କୁ ଅତି ସହଜରେ ନିଜ ରୋଷେଇ ଘରେ ମିଳିଯିବ । ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଏକ ରୁ ଦେଢ଼ ଇଞ୍ଚ ର ଏକ ସୁଣ୍ଠି ଖଣ୍ଡ ଓ ତାହା ସହ 20 ରୁ 25 ଟି ପାଖା ପାଖି ଗୋଲମରିଚ ର ଆବଶ୍ୟକ ପଡିବ ।

ତୃତୀୟ ରେ 3 ରୁ 4 ଟି ଲବଙ୍ଗ ଓ ଚତୁର୍ଥ ରେ 5 ରୁ 10 ଗ୍ରାମ ଖସ ଖସ ବା ଯାହାକୁ ପପି ସିଡ୍ସ ଓ ଶେଷ ସାମଗ୍ରୀ ଟି ହେଉଛି ଗୋଟିଏ ଜାଇଫଳ । ବନ୍ଧୁଗଣ ଏହି ସମସ୍ତ ସାମଗ୍ରୀ ଆପଣଙ୍କୁ ଅତି ସହଜ ରେ ନିକଟସ୍ଥ ସମସ୍ତ କିରାଣୀ ଦୋକାନରୁ ମିଳି ଯାଇ ପାରିବ । ବନ୍ଧୁଗଣ ବର୍ତ୍ତମାନ ଆପଣ ଏହି ସମସ୍ତ ସାମଗ୍ରୀ କୁ ଏକ ହେମ ଦସ୍ତା ରେ ପକାଇ ଭଲ ଭାବରେ ଛେଚି ଗୁଣ୍ଡ କରି ନିଅନ୍ତୁ ।

ବନ୍ଧୁଗଣ ଏହାକୁ ଗୁଣ୍ଡ କରିବା ସମୟରେ ଦର୍ ଦର ରଖିବା ଉଚିତ୍ । ବନ୍ଧୁଗଣ ଏହି ଗୁଣ୍ଡ ଟି ପ୍ରସ୍ତୁତ ହୋଇଯିବା ପରେ ଯେଉଁ ମାନଙ୍କୁ ବାତ୍, କଫ ଆଦି ର ସମସ୍ୟା ଲାଗି ରହିଥାଏ, ସେମାନେ ଏହି ଗୁଣ୍ଡ ବା ଚୁନା କୁ ପ୍ରତିଦିନ ହାଲକା ଉଷୁମ ପାଣି ସହ ଏହାର ସେବନ କରିବା ଉଚିତ୍। ତାହା ସହ ଯେଉଁ ମାନଙ୍କୁ ଏହାର ସେବନ ଦ୍ଵାରା ଶରୀରରେ ଅଧିକ ମାତ୍ରରେ ଗରମ ଅନୁଭବ ହୋଇଥାଏ । ସେମାନେ ଦିନେ ଛାଡି ଦିନେ ଏହାକୁ ସେବନ କରି ପାରିବେ ।

ତାହାଛଡା ବନ୍ଧୁଗଣ ଯଦି ଆପଣ ମାନଙ୍କୁ ପିତ୍ତ ଜନିତ ସମସ୍ଯା ରହିଥାଏ, ତେବେ ଆପଣ ଏହାକୁ ତ୍ରିଫଳା ବା ଅଁଳା ଚୂନା ସହ ମଧ୍ୟ ସେବନ କରି ପାରିବେ । ଏହାର ସେବନ ଦ୍ଵାରା ଏହା ଶରୀର ରେ ସମସ୍ତ କ୍ୟାଲସିୟମ ର ଅଭାବ କୁ ଦୂର କରିଥାଏ । ଫଳରେ ଶରୀରରେ ସମସ୍ତ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ । ଏବଂ ଆପଣ ଏକ ସୁସ୍ଥ ଓ ସୁଖୀ ଜୀବନ ଜାପାନ କରିଥାନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *