Health Tips- ସାବଧାନ ! ଏହି 9 ଟି ଲକ୍ଷଣ ଦେଖା ଦେଲେ ଜାଣିବେ ଖରାପ ଅଛି ଆପଣଙ୍କ LIver…କରନ୍ତୁ ନାହିଁ ନଜର ଅନ୍ଦାଜ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାର ଆଭ୍ଯନ୍ତରୀଣ ଅଙ୍ଗ ରହିଛି । ସେଥି ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହେଉଛି  ଲିଭର । ଆପଣଙ୍କର ଯଦି କୌଣସି କାରଣ ବଶତଃ ଲିଭର ଖରାପ ହେବାକୁ ଲାଗିଥାଏ । ତେବେ ଆପଣ ଏହାର ସୂଚନା କିପରି ପାଇବେ । ଆଜି ଆମେ ଲିଭର ଖରାପ ହେବାର କେତୋଟି ବିଶେଷ ଲକ୍ଷଣ କହିବା ପାଇଁ ଯାଉଛୁ । ଯାହା ଦ୍ଵାରା ଆପଣ ଆଗରୁ ସୂଚନା ପାଇବା ଦ୍ଵାରା ଏଥି ପ୍ରତି ସତର୍କ ହୋଇପାରିବେ ।

ଯଦି ଆପଣଙ୍କ ଗୋଡରେ ନାଲି ନାଲି ସ୍ପଟ ହେବାର ଦେଖନ୍ତି । ତେବେ ଜାଣିଯିବେ ଏହା ଲିଭର ଖରାପ ହେବାର ସୂଚନା ଦେଉଛି ।  ଆପଣଙ୍କ ଗୋଡରେ ଥିବା ଶିରା ନାଲି କିମ୍ବା ବ୍ଲୂ ଦେଖାଗଲେ । ଏହାକୁ ସ୍ପାଇଡର ଭେନ୍ କୁହାଯାଇଥାଏ ।  ଆପଣଙ୍କ ଲିଭର ଫେଲୱୋର ହେବାର ଚାନ୍ସ ଥାଏ ।  ଯଦି  ଆପଣଙ୍କ ଲିଭର କିଛି ଖରାପ ଥାଏ । ତେବେ ଆପଣଙ୍କ ଶରୀରରେ ଭିଟାମିନB3 ଓ ଓମେଗା 3 ଫ୍ୟାଟି ଏସିଡର ଅଭାବ ଦେଖା ଯାଇଥାଏ ।

ଏହା କାରଣରୁ ଆପଣଙ୍କ ଗୋଇଠି ଫାଟିବା ଆରମ୍ଭ ହୋଇଯାଏ । ଯଦି ଆପଣଙ୍କ ତଳି ପାଦରେ ବାରମ୍ବାର କୁଣ୍ଡାଇ ହେଉଥାଏ, ପାଦ ଦରଜ ହେଉଥାଏ, ପାଦରୁ ଖରାପ ଦୁର୍ଗନ୍ଧ ବାହାରୁଥାଏ କିମ୍ବା ପାଦ ତତଲା ହେଇଯାଉଥାଏ । ତେବେ ଏହା ଆପଣଙ୍କ ଲିଭର ଡାମେଜ ହେବାର ସଂକେତ ଦେଉଥାଏ । ଆପଣଙ୍କ ଗୋଡର କୌଣସି ଅଂଶକୁ ଛୁଇଂଲେ ଯଦି ଏହା ଦବି ଯାଉଥିବ ।

କିଛି ସମୟ ପରେ ସେହି ସ୍ଥାନ ପୂର୍ବ ଅବସ୍ଥାକୁ ଆସୁଥାଏ । ଏହି ଲକ୍ଷଣ ମଧ୍ୟ ଲିଭର ମଧ୍ୟରେ ଖରାପ ହେବାର ସୂଚିତ କରାଇଦିଏ । ଶେଷରେ ଯଦି ଆପଣଙ୍କ ଗୋଡ ନଖରେ ଧଳା ରଙ୍ଗର ଚାନ୍ଦ ଭଳି ଆକୃତି ସୃଷ୍ଟି ହେଇଯାଉଥିବ । ଏହା ମଧ୍ୟ ଏକ ପ୍ରକାର ଲିଭର ଖରାପ ହେବାର ଇଣ୍ଡିକେଟ ଦେଇଥାଏ।   ବିଭିନ୍ନ ପ୍ରକାର କାରଣ ଯୋଗୁ ଲିଭର ଖରାପ ହେବାକୁ ଲାଗିଥାଏ । ଯଦି ଆପଣ ବହୁଳ ପରିମାଣରେ ଔଷଧ ସେବନ କରୁଛନ୍ତି ।

ତେବେ ଏହା ଲିଭର ପାଇଁ ଜମାରୁ ହିତକର ନୁହେଁ । ଆପଣ ସବୁଜ ପନିପରିବା ବେଶି  ଖାଉ ନାହାନ୍ତି ଏବଂ ଜଙ୍କ ଫୁଡ୍ ତଥା ତେଲ ମସଲା ଜାତୀୟ ଖାଦ୍ଯ ବେଶୀ ଖାଉଛନ୍ତି କିମ୍ବା ଅଧିକ ମିଠା ଜାତୀୟ ଖାଇବା ଖାଉଛନ୍ତି। ଯଦି ଆପଣ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉଛନ୍ତି । ତେବେ ଲିଭର ଉପରେ ଏହାର ଅଧିକ ପ୍ରେସର ପଡୁଛି । ଯାହା ଦ୍ଵାରା ଧୀରେ ଧୀରେ କରି ଲିଭର ଡାମେଜ ହେବାକୁ ଲାଗୁଛି ।

ଯଦି ମଦ ଅତ୍ୟଧିକ ପରିମାଣରେ ସେବନ କରୁଛନ୍ତି । ତାହେଲେ  ଏହିସବୁ ଉପରୋକ୍ତ  କାରଣ ଗୁଡିକ ପାଇଁ ଲିଭର ଖରାପ ହୋଇଯାଇଥାଏ । ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ  । ଯଥା ପରିମାଣରେ ହେଲଦି ଖାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ଶରୀର ସୁସ୍ଥ ରହିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *