ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକଙ୍କ ଠାରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଅଳ୍ପ ବୟସରେ ହିଁ ଆଣ୍ଠୁ ଯନ୍ତ୍ରଣା ଦେଖା ଦେବା ସୃଷ୍ଟି ହୋଇ ଯାଇଥାଏ । ଯାହାଫଳରେ ଗଣ୍ଠି ରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥାଏ ଏବ॰ ଏହା ବହୁ ଅସହନୀୟ ହୋଇଥାଏ । ତେଣୁ ଏହି ସମସ୍ୟାର ନିରାକରଣ ନିମନ୍ତେ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ, ଯାହା ଆପଣଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା କୁ ସବୁଦିନ ପାଇଁ ଠିକ କରିଦେବ । ତେବେ ଆସନ୍ତୁ ଜାଣିବା ।
ବନ୍ଧୁଗଣ ଆଜି ଆମେ ଆପଙ୍କ ପାଇଁ ୨ ଟି ଉପଚାର ନେଇ ଆସିଛୁ । ଯେଉଁଥିରୁ ଗୋଟିଏ ଆପଣ ଯନ୍ତ୍ରଣା ସ୍ଥାନରେ ମାଲସ କରିବେ ଏବ॰ ଦ୍ଵିତୀୟ ଟି ଆପଣ ସେବନ କରିବେ । ବନ୍ଧୁଗଣ ଆଜିର ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ସର୍ବପ୍ରଥମେ ଆବଶ୍ୟକ ପଡିବ ମେଥି ଗୁଣ୍ଡ ଓ ସୁଣ୍ଠି ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଅଶ୍ଵଗନ୍ଧା ପାଉଡର ।
ବର୍ତ୍ତମାନ ଏହି ସମସ୍ତ ଗୁଣ୍ଡକୁ ୫୦ ଗ୍ରାମ କରି ନେଇ ଭଲ ଭାବରେ ଏକ ପାତ୍ର ମଧ୍ୟରେ ମିଶାଇ ଦିଅନ୍ତୁ । ଆସନ୍ତୁ ଜାଣିବା ସେବନ କରିବା ପ୍ରଣାଳୀ ବିଷୟରେ । ଆପଣ ଏକ ଗ୍ଳାସ ଉଷୁମ ପାଣି କିମ୍ବା ଏକ ଗ୍ଳାସ ଉଷୁମ କ୍ଷୀର ରେ ଏହି ମିଶ୍ରିତ ଗୁଣ୍ଡ ରୁ ଏକ ଚାମଚ ନେଇ ଭଲ ଭାବରେ ଗୋଳାଇ ଖାଲି ପେଟରେ ଏହାର ସେବନ କରନ୍ତୁ ।
ଆପଣ ଏହି ମିଶ୍ରିତ ଗୁଣ୍ଡ ଗୁଡିକୁ, ଚାହିଁଲେ କୌଣସି ଏକ ଜାର ରେ ରଖି ବହୁତ ଦିନ ପାଇଁ ଷ୍ଟୋର କରି ପାରିବେ । ଆସନ୍ତୁ ଜାଣିବା ଦ୍ଵିତୀୟ ଉପଚାର ଟିର ସମ୍ବନ୍ଧରେ । ବର୍ତମାନ ମାଲସ ତେଲ ଟିର ପ୍ରସ୍ତୁତ ପାଇଁ ଆପଣ ଙ୍କର ପ୍ରଥମେ ଆବଶ୍ୟକ ହେବ ରାସୀ ତେଲ । ଯାହାକି ଆପଣ ଅତି ସହଜ ରେ କୌଣସି ଏକ ପୂଜା ସାମଗ୍ରୀ ଦୋକାନ ରୁ ପାଇ ଯାଇ ପାରିବେ । ବର୍ତମାନ ଆପଣ ୧୦୦ ଗ୍ରାମ ତେଲ ରେ ୫୦ ଗ୍ରାମ ରସୁଣ କୁ ହାଲକା ଛେଚି ଭଲ ଭାବରେ ଉଭୟ କୁ ଗରମ କରି ନିଅନ୍ତୁ ।
ବର୍ତମାନ ଏହି ତେଲ କୁ ଟିକେ ଥଣ୍ଡା କରି ନିଜ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସ୍ଥାନରେ ଭଲ ଭାବରେ କିଛି ସମୟ ପାଇଁ ମାଲସ କରନ୍ତୁ । ଏହାଦ୍ବାରା ଆପଣ ଖୁବ ଶୀଘ୍ର ନିଜର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆମ ଦ୍ଵାରା ପ୍ରସ୍ତୁତ ଏହି ଉପଚାର ଟିକୁ ବ୍ୟବହାର କରି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ