Health Tips- ପେଟକୁ ସଫା କରି କବ୍ଜକୁ ସବୁଦିନ ପାଇଁ ଶେଷ କରିବାର ଚମତ୍କାରୀ ଘରୋଇ ଉପଚାର, ପେଟ ଦୋଷ ରହୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଯଦି ଆପଣ ମାନଙ୍କର ସକାଳ ସମୟରେ ପେଟ ସଫା ହେଉ ନାହି ବା କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦେଖା ଯାଉଛି ତେବେ ଆପଣଙ୍କର କବଜ ସମସ୍ଯା ରହିଛି । କବଚ ହୋଇ ଥିଲେ ଏହାକୁ ଅଣଦେଖା କରନ୍ତୁ ନାହି । କବଚ ହେଲେ ପେଟରେ କଷ୍ଟ ଜ୍ଵଳନ ପେଟ ଫମ୍ପିବା ସମସ୍ୟା ହୋଇଥାଏ । ଏହାର ପ୍ରଭାବ ଆମ ଲିଭର ଉପରେ ପଡିଥାଏ ଯାହା ଫଳରେ ଲିଭର ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥାଏ ।

ଏହା ସହ ଲିଭର ଆମ ଖାଦ୍ୟକୁ ଠିକ ଭାବେ ପଚନ କରିପାରେ ନାହି । ଏହା ଦ୍ଵାରା ପେଟରେ ଚର୍ବି ବଢିବା କାରଣରୁ ମୋଟାପା ସମସ୍ଯା ଦେଖାଯାଏ । ଆଜି ଆମେ ଆପଣଙ୍କ ସହ କବଚ ସମସ୍ଯା ଦୂର କରିବା ପାଇଁ ହୋମ ରେମେଡି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ଯଦି ଆମ ଲିଭର ଠିକ ଭାବେ କାମ କରେ ନାହି ତେବେ ତ୍ଵଚା ଓ କେଶ ଉପରେ ପ୍ରଭାବ ପଡିଥାଏ । ଯାହା ଫଳରେ କେସ ଝଡିବା ଆରମ୍ଭ ହୋଇଥାଏ । ଆୟୁର୍ବେଦିକ ରେ କୁହାଯାଇଛି କି ଯଦି ଆମ ପେଟ ସଫା ଅଛି ତେବେ ୪୬ ପ୍ରକାରର ରୋଗ ହୁଏ ନାହି । ଏହି ରେମଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ପାନମଧୁରି, ଜୀରା, ଜୁଆଣୀ, କଳା ଲୁଣ । ପ୍ରଥମେ ଦୁଇ ଚାମଚ ଜୁଆଣିକୁ ଏକ ପାତ୍ରରେ ନିଅନ୍ତୁ । ପେଟକୁ ତୁରନ୍ତ ସଫା କରିବା ପାଇଁ ଓ ଗ୍ଯାସ କାରଣରୁ ପେଟରେ ହେଉଥିବା କଷ୍ଟ କୁ ଦୂର କରିବା ପାଇଁ ଜୁଆଣୀ ଲାଭଦାୟକ ଅଟେ ।

ଏହା ପରେ ଦୁଇ ଚାମଚ ଜୀରା ମିଶାଇ ଏହାକୁ ୨ ମିନିଟ ଯାଏଁ ହାଲକା ଭାଜି ଦିଅନ୍ତୁ । ୨ ମିନିଟ ଭଜିବା ପରେ ଏହାର ରଙ୍ଗ ବଦଳିବା ସହ ଏହା ମଧ୍ୟରୁ ବହୁତ ସୁନ୍ଦର ବାସନା ଆସିବ । ପରେ ଏଥିରେ ଏକ ଚାମଚ ପାନମଧୁରୀ ମିଶାଇବା । ଯଦି ଆପଣଙ୍କର ଖାଦ୍ୟ ହଜମ ହେଉ ନାହି ତେବେ ପାନମଧୁରୀ ବହୁତ ଲାଭଦାୟକ ଅଟେ । ଏବେ ସେଥିରେ ଅଧ ଚାମଚ କଳା ଲୁଣ ଆଡ କରନ୍ତୁ ।

ଏହା ପରେ ଏହି ୪ଟି ସାମଗ୍ରୀର ର ପାଉଡର ତିଆରି କରନ୍ତୁ । ଏହି ପାଉଡର ଆପଣଙ୍କ କବଚ ଓ ପେଟ ଜମା ହୋଇଥିବା ମଳ କୁ ସଫା କରିବା ପାଇଁ ବହୁତ ଲାଭଦାୟକ ଅଟେ । ଏବେ ଆସନ୍ତୁ ଜାଣିବା ଏହାର ସେବନ କିପରି କରିବେ । ଏହି ରେମେଡି କୁ ସେବନ କରିବା ଏପାଇଁ ଏକ ଗ୍ଳାସ ହାଲକା ଉଷୁମ ପାଣି ଦରକାର ।

ଉଷୁମ ପାଣିରେ ଏକ ଚାମଚ ପୂର୍ବରୁ ତିଆରି ହୋଇଥିବା ପାଉଡର ଭଲ ଭାବେ ମିକ୍ସ କରନ୍ତୁ ।  ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଦିନରେ ମାତ୍ର ଥରେ ଏହାର ସେବନ କରିବାକୁ ହେବ । ରାତିରେ ଖାଇବା ପୂର୍ବରୁ ଏହାର ସେବନ କରି ହେବ । ଏହାର ସେବନ ଦ୍ଵାରା ମଳ ସଫା ହେବା ସହ କବଚ ସମସ୍ଯା ଦୂର ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *