Health Tips- ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫକୁ ଦୂର କରିବ ଏହି ଚମତ୍କାରୀ ଘରୋଇ ଉପଚାର, ନିଶ୍ଚୟ ଥରେ କରି ଦେଖନ୍ତୁ

ବନ୍ଧୁଗଣ, ଜଳବାୟୁ ର ପରିବର୍ତ୍ତନ କାରଣରୁ ଆମ୍ଭକୁ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଏହା ହେବା ମଧ୍ୟ ବହୁତ ଭଲ । କିନ୍ତୁ ଯେତେବେଳେ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ଆପଣଙ୍କୁ ବହୁତ ଅଧିକ ହେବାରେ ଲାଗିଥାଏ, ଏବଂ ଆପଣ ସେଥିରୁ ବହୁତ ଅଧିକ କଷ୍ଟ ପାଇଥାନ୍ତି ତେବେ ଆପଣଙ୍କୁ କିଛି ଘରୋଇ ଉପଚାର ର ପ୍ରୟୋଗ କରିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ଏହାକୁ ବନାଇବା ନିମନ୍ତେ ଆପଣ ଏକ ପ୍ୟାନ ରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ଆପଣଙ୍କୁ ୨ ଇଞ୍ଚ ଲମ୍ବ ର ଅଦା ର ଆବଶ୍ୟକ ହୋଇଥାଏ । ଅଦା ଆପଣଙ୍କର ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ କେତେ ମାତ୍ରାରେ ଲାଭଦାୟକ ଏହା ଆପଣ ନିଶ୍ଚିତ ଭାବରେ ଜାଣିଥିବେ । ଏହା ଆମ୍ଭ ଶରୀର ପାଇଁ ବହୁତ ଅଧିକ ଗରମ ହୋଇଥାଏ ।

ଥଣ୍ଡା କାଶ ଏବଂ କଫଭଳି ସମସ୍ୟା ପାଇଁ ବହୁ ପୁରାତନ କାଳରୁ ଲୋକେ ଏହାକୁ ବ୍ୟବହାର କରି ଆସୁଛନ୍ତି । ଆପଣ ଏକ ଇଞ୍ଚ ଲମ୍ବର ଏକ ଅଦା ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ କୁଟି ନିଅନ୍ତୁ । ଏହାପରେ ଆପଣ ଏହାକୁ ନେଇଥିବା ପାଣିରେ ପକାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ହେଉଛି ପାନପାତ୍ର । ପାନପାତ୍ର ରେ ଏଭଳି ତଥ୍ୟ ମିଳିଥାଏ ଯାହା ଆମ୍ଭ ଶରୀର କୁ ଗରମ ପହଞ୍ଚାଇ ଥାଏ । ଏହା ବାତ, ପିତ, କଫ କୁ ନିୟନ୍ତ୍ରଣ ରେ ରଖିଥାଏ ।

ଏଥିପାଇଁ ଆପଣ ପାନପତ୍ର ର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ । ପାନପତ୍ର ର ପ୍ରୟୋଗ ଆମ୍ଭେ ବିଭିନ୍ନ ପୂଜାପର୍ବ ରେ କରିଥାଉ । ଏବଂ ଲୋକେ ଏହାକୁ ମଧ୍ୟ ଖାଇଥାନ୍ତି । ଏହା ସହିତ ଏହା ଥଣ୍ଡା ଭଳି ସମସ୍ୟା କୁ ଦୂର କରିବାରେ ବହୁତ ଅଧିକ ଲାଭବାନ ଅଟେ । ଆପଣ ଖଣ୍ଡେ ପାନପତ୍ର ନିଅନ୍ତୁ ଏବଂ ତାହାକୁ ଛୋଟ ଛୋଟ ଖଣ୍ଡରେ ଛିଡାଇ ପକାଇ ଦିଅନ୍ତୁ । ପାନପତ୍ର ଆମ୍ଭ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ତୃତୀୟ ସାମଗ୍ରୀ ଭାବରେ ଗୋଲମରୀଚ କୁ ନିଅନ୍ତୁ । ଆପଣ ୭ ରୁ ୮ ଗୋଲମରୀଚ ନେଇ ଗୁଣ୍ଡ କରି ଦିଅନ୍ତୁ ।

ଏହାପରେ ଏହି ଗୁଣ୍ଡ କୁ ଏହି ପାଣିରେ ମିଶାଇ ଦିଅନ୍ତୁ । ୫ ରୁ ୬ ଟି ତୁଳସୀ ପତ୍ର ମଧ୍ୟ ପକାନ୍ତୁ । ଆପଣ ଏକ ଚାମଚ ଗୁଡ ମଧ୍ୟ ପକାଇ ପାରିବେ ଏହା ବହୁତ ଲାଭ ଦାୟକ ଅଟେ । ଏକଗ୍ଳାସ ପାଣି ଫୁଟି ଫୁଟି ଅଧ ଗ୍ଳାସ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଏବଂ ଏହାକୁ ଥଣ୍ଡା କରି ସେବନ କରନ୍ତୁ । ଏକ ସପ୍ତାହ ଏହିଭଳି ସେବନ କରିବା ଦ୍ଵାରା ଆପଣଙ୍କ ଥଣ୍ଡା ଭଳି ସମସ୍ୟା ସଂପୂର୍ଣ୍ଣ ଭାବରେ ଦୂର ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *