ନର୍ଭ ବ୍ଲକେଜ, ଫୁଲିଯିବା Varicose veins ବା ନର୍ଭ କମଜୋର ହେଉଥିଲେ ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 4 ଟି ଜିନିଷ…(Health Tips)

ବନ୍ଧୁଗଣ, ସାଧାରଣତ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଶିରା ମାନଙ୍କରେ ହେଉଥିବା ବ୍ଲକେଜ ମାନଙ୍କ ସମ୍ବନ୍ଧରେ ଜାଣି ନାହାଁନ୍ତି । ମାତ୍ର ଏହାର କାରଣ ଯଦି ନ ଜାଣିବେ ତ ଏହାର ଚିକିତ୍ସ୍ୟା କିଭଳି କରିବେ । ତେବେ ଆସନ୍ତୁ ଏ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ପାଦ ର ଶିରା ରେ ଯେତେବେଳେ ବ୍ଲକେଜ ହେଇଯାଇଥାଏ ସେତେବେଳେ ପାଦ ର ଉପରି ଭାଗରେ ନୀଳ ରଙ୍ଗର ଶିରା ଦେଖାଯାଇଥାଏ ।

ଏହା ବୁଢିଆଣୀ ଜାଲ ଭଳି ହୋଇଥାଏ । ହାର୍ଟ ଆମ୍ଭ ଶରୀରର ସମସ୍ତ ଶିରାପ୍ରଶିରା ମାନଙ୍କରେ ରକ୍ତ ପହଞ୍ଛାଇବାର କାର୍ଯ୍ୟ କରିଥାଏ । ହାର୍ଟ ରକ୍ତ କୁ ପମ୍ପ କରିଥାଏ । ଏବଂ ଅଙ୍ଗ ରେ ଯେଉଁ ବଲ୍ବ ରହିଥାଏ ସେହି ବଲ୍ବ ସେହି ରକ୍ତ କୁ ହାର୍ଟ ପାଖକୁ ପହଞ୍ଚାଇ ଥାଏ । କୌଣସି କାରଣରୁ ଯେତେବେଳେ ସେହି ବଲ୍ବ କମଜୋର ହୋଇଯାଇଥାଏ । ତେବେ ଶିରା ମାନଙ୍କୁ ରକ୍ତ ତ ଚାଲି ଯାଇଥାଏ ମାତ୍ର ତାହା ଫେରି ଆସି ନଥାଏ ।

ତାହା ଶିରା ମାନଙ୍କରେ ଧୀରେ ଧୀରେ ଏକାଠି ହେବାକୁ ଲାଗିଥାଏ । ଏହା ଫଳରେ ଶିର ଗୁଡିକ ଫୁଲି ରହିଥାଏ ଏବଂ ଦେଖିବାକୁ ବହୁତ ଖରାପ ଦେଖାଯାଇଥାଏ । ଯେଉଁ ମାନଙ୍କ ଖାଦ୍ୟ ପ୍ରଣାଳୀ ସଠିକ ନଥାଏ ତଥା ଚଲାବୁଲା ଆଦୌ କରି ନଥାନ୍ତି, ସେମାନଙ୍କ ଠାରେ ଏହିଭଳି ଶିର ବ୍ଲକେଜ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ।

ଯଦି ଆପଣଙ୍କ ଠାରେ ଏହିଭଳି ସମସ୍ୟା ଦେଖାଯାଇଥାଏ ତେବେ ଆପଣ ଫାଇଭର ଯୁକ୍ତ ଖାଦ୍ୟ ବେସୀ ସେବନ କରନ୍ତୁ । ଏହା ସହିତ ଫଳଫୁଲ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଦିନକୁ ୩ ଲିଟର ପାଣି ନିଶ୍ଚିତ ଭାବରେ ସେବନ କରନ୍ତୁ । ବାସୀ ଭୋଜନ ଆଦୌ କରନ୍ତୁ ନହିଁ । ଏହା ବ୍ୟତୀତ ବୋତଲ ବନ୍ଦ ହୋଇଥିବା ଖାଦ୍ୟ ଡବା ବନ୍ଧ ହୋଇଥିବା ଖାଦ୍ୟ ଏବଂ ପ୍ୟାକେଜ ଫୁଡ ଖାଇବା ବନ୍ଧ କରି ନିଅନ୍ତୁ । ଏହି ବିମରି ରେ ସବୁଠାରୁ ଅଧିକ ଲାଭ ଦାୟକ ହୋଇଥାଏ, କଳା ଖିସମିସ, ପ୍ଲାକସିଡ୍ସ ଅର୍ଥାତ ଅଲସୀ ର ବୀଜ, ଚିଆ ର ବୀଜ, ଏବଂ ଅଲସୀ । ଏହି ୪ ଟି ଜିନିଷ ମୁଖ୍ୟତଃ ଆପଣଙ୍କୁ ଯେ କୌଣସି ଦୋକାନ ରେ ସହଜରେ ମିଳିଯିବ ।

୧; କଳା ଖିସମିସ, ରାତିରେ ଆପଣ ୧୦ ରୁ ୧୫ ଖିସମିସ ଏବଂ ୪ ଟି ଅଞ୍ଜିର କୁ ପାଣି ରେ ଭିଯାଇ ଦିଅନ୍ତୁ ଏବଂ ସକାଳେ ଖାଲି ପେଟରେ ଉଭୟଙ୍କୁ ଚୋବାଇ ଚୋବାଇ ସେବନ କରି ନିଅନ୍ତୁ । ଏହା ଶିରା ମାନଙ୍କ ରେ ଥିବା ବ୍ଲକେଜ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

୨; ଚିଆସିଡ୍ସ, ୨ ଚାମଚ ଚିଆସିଡ୍ସ କୁ ଏକ ବଡ ଗିଲାସ ପାଣିରେ ଭିଯାଇ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ଏହାକୁ ଆପଣ ଦି ପହରର ଲଞ୍ଚ ର ସଠିକ ୫୦ ମିନିଟ ପୂର୍ବ ରୁ ସେବନ କରିବାର ଅଛି ।

୩; ଅଲସୀ, ଏହାର ଲଡୁ ବନାଇ ଖାଆନ୍ତୁ । ଏହାର ବହୁତ ଲାଭଦାୟକ ଅଟେ ଅଥବା ଆପଣ ଏହାକୁ ଭାଜି ଦିନକୁ ୨ ରୁ ୪ ଚାମଚ ସେବନ କରି ପାରିବେ ।

୪; ମେଥି ଏବଂ ସୁଣ୍ଠି, ଏହି ଦୁଇଟି କୁ ମିଶାଇ ଆପଣ ଗୋଟେ ଗିଲାସ କ୍ଷୀରରେ ମିଶାଇ ସେବନ କରି ପାରିବେ । ଏହିଭଳି ଆପଣ ନୀତିଦିନ ରାତିରେ କରନ୍ତୁ ଏହା ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *