ମାତ୍ର 1 ମିନିଟ କାଫି ଅଟେ, ଭୟଙ୍କର ରୁ ଭୟଙ୍କର ଏସିଡିଟି ହେଇଯିବ ଭଲ (Health Tips)

ବନ୍ଧୁଗଣ, ଯାହାକୁ ହାଇପର ଏସିଡିଟିର ସମସ୍ୟା ଅଛି ଅର୍ଥାତ ଯେଉଁମାନଙ୍କର ପେଟ ଜଳିବା ଓ ଛାତି ଜଳିବା ଭଳି ଅଧିକ ମାତ୍ରା ରେ ଅନୁଭବ ହୁଏ । ଏହି ସମସ୍ୟା ରୁ ଆପଣ ୨ ଦିନ ମଧ୍ୟରେ ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ ୩ ଟି ଉପଚାର ବିଷୟରେ ଜଣାଇବୁ ଯାହାକୁ ଆପଣ ୨ ଦିନ ରେଗୁଲାର କରିପାରିଲେ ଆପଣ ଏହି ହାଇପର ଏସିଡିଟି ରୁ ମୁକ୍ତି ପାଇ ପାରିବେ । ଏହି ହାଇପର ଏସିଡିଟି ରକ୍ତରେ ମିଶିବା ପରେ ଏହାର ପରିଣାମ ବହୁତ୍ ଭୟଙ୍କର ହୋଇଥାଏ ।

ଆପଣଙ୍କୁ ଯଇଣ୍ଟ ପେନ ଠାରୁ ନେଇ ବିଭିନ୍ନ ବଡ ବଡ ରୋଗର ଶିକାର ହେବାକୁ ମଧ୍ୟ ପଡ଼ିଥାଏ । ତେଣୁ ହାଇପର ଏସିଡିଟି କୁ ନର୍ମାଲ ନ ଭାବି ଏହାର ତୁରନ୍ତ ଟ୍ରିଟମେଣ୍ଟ କରନ୍ତୁ । ତେବେ ଚାଲନ୍ତୁ ସେହି ତିନୋଟି ଟ୍ରିଟମେଣ୍ଟ ବିଷୟରେ ବିସ୍ତାର ଭାବେ ଜାଣିବା । ଏସିଡିଟି ହେଲେ ପେଟ ଜଳିଥାଏ ଓ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ । ଏବଂ ଏହା ପେଟରୁ ନେଇ ଛାତି ଯାଏ ପହଞ୍ଚି ଯାଇଥାଏ ।

ସେଥିପାଇଁ ଆପଣଙ୍କୁ ନର୍ମାଲ ଜିରା ନେବାକୁ ପଡ଼ିବ । ଆପଣ ଏକ ଚାମଚ ଜିରା ନେଇ ଭଲ ଭାବରେ ଚୋବେଇ ଖାଇବେ । ଜିରା କୁ ଭାଜିବେନି କି ପାଉଡର ମଧ୍ୟ ବନାଇବେ ନାହିଁ । କଞ୍ଚା ଜିରା ଏକ ଚାମଚ ନେଇ ଖାଇବେ । ଖାଇବାର ୧୦ ମିନିଟ ପରେ ହାଲୁକା ଉଷୁମ ପାଣି ସେବନ କରିବେ । ଏହା ଆପଣ ଦିନରେ କେତେବେଳେ କେଉଁ ସମୟରେ ମଧ୍ୟ ଖାଇପରିବେ ।

ଏମିତି କରିବା ଦ୍ଵାରା ଆପଣଙ୍କ ଏସିଡିଟି ରୁ ମୁକ୍ତି ପାଇ ପାରିବେ । ଦ୍ଵିତୀୟରେ ଅଧା ଚାମଚ ପାନମାଧୁରୀ ନେବେ ଓ ଅଳ୍ପ ଗୁଡ ନେଇ ମଧ୍ୟାହ୍ନ କିମ୍ବା ରାତ୍ରି ଭୋଜନ ପରେ ଖାଇବେ । ପାନମଧୁରୀ ଓ ଗୁଡର କାମ ହେଉଛି ଆମ ଲିଭରକୁ ମଜବୁତ କରିବା ଓ ହଜମ କରିବା ଶକ୍ତି କୁ ବଢାଇବା । ତୃତୀୟରେ ଆପଣ ସକାଳୁ ଉଠି ହାଲୁକା ଉଷୁମ ପାଣି ଗୋଟେ ଗିଲାସ ନେବେ ଏବଂ ସେଥିରେ ଅଧା ଚାମଚ ଅଦା ରସ ପକାଇବେ ।

ତାହାପରେ ଜିରା ପାଉଡର ଅଧା ଚାମଚ, ଲେମ୍ବୁ ରସ ଏକ ଚାମଚ ଓ ମହୁ ୧ ଚାମଚ ମିଶାଇ ସେବନ କରି ଦେବେ । ଏହି ତିନୋଟି ଟ୍ରିଟମେଣ୍ଟ ଯଦି ଆପଣ ଦୁଇ ଦିନ ନିୟମିତ କରିବେ ତେବେ ଆପଣ ହାଇପର ଏସିଡିଟି ରୁ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *