ଯେତେ ପୁରୁଣା ଗ୍ଯାସ ସମସ୍ଯା ହେଉ ନା କାହିଁକି 5 ଦିନରେ ଭଲ ହେଇଯିବ, କେବଳ କରନ୍ତୁ ଏହି ଦେଶୀ ଉପାୟ (Health Tips)

ଆଜିକାଲି ପ୍ରାୟତ ଅଧିକାଂଶ ଲୋକଙ୍କ ଠାରେ କବଚ ଭଳି ସମସ୍ୟା ଦେଖା ଯାଇଛି । ପ୍ରାୟର ଲୋକଙ୍କ ପେଟ ସମସ୍ଯା ରହୁଛି ଯାହା ଦ୍ଵାରା ସେମାନେ କଷ୍ଟ ପାଉଛନ୍ତି । ଯାହା ପାଇଁ ଲୋକ ମାନେ ଅନେକ ଔଷଧ ସେବନ କରୁଛନ୍ତି । କିନ୍ତୁ କିଛି ମାତ୍ରା ରେ ଏହା ଫାଇଦା ଦେଉଛି । ପରେ ପୁଣି ଥରେ କବଚ ଭଳି ସମସ୍ଯା ଉତ୍ପନ ହେଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରିଲେ କବଚ ଭଳି ସାମସ୍ୟା ଦୂର ହେବ ସହ ଆପଣଙ୍କର ପେଟ ମଧ୍ୟ ସଫା ରହିବ ।

ଏହି ରେମେଡି କୁ ବହୁ ପୁରାତନ କାଳ ରୁ ବ୍ୟବହାର କରା ଯାଉଛି ଏଥିପାଇଁ ଆବଶ୍ୟକ ରହିଛି ଛୋଟ ହରିଡା ଯାହା ଆପଣଙ୍କୁ ଦୋକାନରୁ ଅତି ସହଜରେ ମିଳିଯିବ । ପେଟ ରେ ଏସିଡିଟି, ପେଟ ଗ୍ଯାସ ହେବା ବା ବଥା ହେବା ସଂପୂର୍ଣ୍ଣ ଭଲ ହେବ ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା । ଏଥିପାଇଁ ମାତ୍ର ୪ ଟି ଛୋଟ ହରିଡା ଆବଶ୍ୟକ ପଡିବ ଯାହାକୁ ଆପଣ ସପ୍ତାହ ଯାଏଁ ବ୍ୟବହାର କରିବାକୁ ପଡିବ ।

ଏବେ ଆପଣ ଏହାକୁ ଛେଚି ଛୋଟ ଛୋଟ ଖଣ୍ଡ କରନ୍ତୁ । ଏହା କବଚ ଭଳି ସମସ୍ୟା ଦୂର କରିବା ପାଇଁ ଲାଭଦାୟକ ଅଟେ । ଦିତୀୟ ରେ ଆବଶ୍ୟକ ରହିଛି ଜୁଆଣୀ । ଯାହା ରୋଷେଇ ଘରୁ ଆପଣ ଅତି ସହଜରେ ପାଇ ପାରିବେ । ଯଦି ଆପଣଙ୍କ ପେଟ ଫୁଲି ରହୁଛି ତେବେ ଜୁଆଣୀ ଏଥିପାଇଁ ବହୁତ ଲାଭଦାୟକ ହୋଇଥାଏ ।

ତୃତୀୟ ରେ ଆବଶ୍ୟକ ରହିଛ ପାନମଧୁରୀ । ଏହାକୁ ଖାଦ୍ୟ ଖାଇବା ପରେ ଏକ ବା ଅଧା ଚାମଚ ଖାଇଲେ ତେବେ ଆପଣଙ୍କର ହଜମ କ୍ରିୟା ଠିକ ଭାବେ ହୋଇଥାଏ । ଚତୁର୍ଥ ରେ ଆବଶ୍ୟକ ରହିଛି କଳା ଲୁଣ ବା ସେନ୍ଧା ଲୁଣ । ଶେଷରେ ଆଡ କରିବାକୁ ହେବ ଜୀରା ଯାହା କବଚ ଭଳି ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ । ଏହା ସହ ଜୀରା ର ସେବନ ଦ୍ଵାରା ଓଜନ ମଧ୍ୟ କମ ହୋଇଥାଏ ।

ଏହାକୁ ତିଆରି କରିବା ପାଇଁ ଏକ ପ୍ୟାନ ରେ ପୂର୍ବ ରୁ ଛେଚା ହୋଇ ରହିଥିବା ହରିଡା ପକାନ୍ତୁ । ଏହା ପରେ ଏକ ଚାମଚ ଜୀରା ପକାନ୍ତୁ । ଏହା ପରେ ଏକ ଚାମଚ ଜୁଆଣୀ ମିଶାଇ ଭଲ ଭାବେ ଭାଜି ଦିଅନ୍ତୁ । ଏହାକୁ ଗୋଲ୍ଡେନ ବ୍ରାଉନ ହେବା ଯାଏଁ ଭାଜନ୍ତୁ । ଏହାକୁ ଥଣ୍ଡା କରିବା ପରେ ଦୁଇ ଚାମଚ ପାନମଧୁରୀ ସହ ସ୍ଵାଦ ଅନୁସାରେ କଳା ଲୁଣ ଆଡ କରି ପୂର୍ବରୁ ୩ଟି ଜିନିଷ ଭାଜି ରଖିଥିଲେ ଏହାର ପାଉଡର ପ୍ରସ୍ତୁତ କରନ୍ତୁ ।

ଏକ ଗ୍ଳାସ ପାଣିରେ ଉଷୁମ ପାଣି ନେଇ ଏହି ପାଉଡରର ଅଧ ଚାମଚ ମିଶାଇ ସେବନ କରିବାକୁ ହେବ । ଏହା ଦ୍ଵାରା କବଚ ବା ଏସିଡିଟି ଭଳି ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *