Health Tips- ହାତ ଗୋଡ ଝିମିଝିମି ହେଇ ଯାଉଥିଲେ ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ବନ୍ଧୁଗଣ, ପାଦରେ ଅଥବା ବାହୁ ମାନଙ୍କରେ ଏହିଭଳି ଶୁନ ପଡିଗଲେ ଏହାର କାରଣ କ’ଣ ହୋଇପାରେ ଏଭଳି ଲାଗିଥାଏ ଜେଭଳି ଆମ୍ଭକୁ କିଏ ପିନ ଲଗାଉଛି । ଏହାଦ୍ଵାରା ଆମ୍ଭେ ସହଜରେ ଗୋଟିଏ ଜାଗରୁ ଅନ୍ୟ ଜାଗାକୁ ଉଠିପାରି ନଥାଉ । ଆମ୍ଭକୁ ବହୁତ କଷ୍ଟ ହୋଇଥାଏ । ମାତ୍ର ଯେତେ ଯେତେ ଏହି ଜିନିଷ ବଢିବାକୁ ଲାଗିଥାଏ ଏହା ଆମ୍ଭକୁ ଅଧିକ ଦରଦ ର ଅନୁଭୂତି କରାଇବାକୁ ଲାଗିଥାଏ । ଭିଟାମିନ ଏବଂ କ୍ୟାଲସିୟମ ର ଅଭାବ କାରଣରୁ ହାତ ଏବଂ ପାଦ ଶୁନ ହୋଇଯାଇଥାଏ ।

ଆମ୍ଭ ଶରୀରରେ ଆଇରନ ର ଅଭାବ ରହିବା ମଧ୍ୟ ଏହାର ଏକ କାରଣ ହୋଇଥାଏ । ଏହା ସହିତ ଆମ୍ଭ ଶରୀରରେ ବ୍ଲଡ଼ ସର୍କୁଲେସନ ସଠିକ ଭାବରେ ନ ହେଲେ ମଧ୍ୟ ଏହିଭଳି ଅସୁବିଧା ଦେଖାଯାଇଥାଏ । ଅଧିକାଂଶ ଏଭଳି ହୋଇଥାଏ ଯେ ଯେଉଁମାନେ ଫ୍ୟାଟି ହୋଇଥାନ୍ତି ସେମାନଙ୍କୁ ଏହା ଅତ୍ୟଧିକ ହୋଇଥାଏ ମାତ୍ର ଯେଉଁଭଳି ଭାବରେ ଆମ୍ଭେ ଯେଉଁସବୁ ଜିନିଷ ଅଧିକ ଖାଇଥାଉ ଯଥା ମଇଦା ଆମ୍ଭେ ବହୁତ ଖାଇଥାଉ ସେହି କାରଣରୁ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।

ଏହା ଦ୍ଵାରା ନର୍ଭ ସିଷ୍ଟମ ରେ ସମସ୍ୟା ଦେଖାଯାଇଥାଏ । ଏହିଭଳି ସମସ୍ୟା ଥିଲେ ଆପଣ ଭିଟାମିନ ବି ଯୁକ୍ତ ଫୁଡର ସେବନ କରନ୍ତୁ । ଅଧିକ ମାତ୍ରାରେ ଆପଣ ଫଳ ସେବନ କରନ୍ତୁ । ମୁଗଡାଲି ସେବନ କରନ୍ତୁ । ମାଛ, ଶାଗ, କ୍ଷୀର, ଡ୍ରାଏଫୁଡ ଇତ୍ୟାଦି ଭଲ ଭାବରେ ସେବନ କରନ୍ତୁ । ଆପଣ ଏକ ଗିଲାସ କ୍ଷୀର ରେ ଏକ ଚାମଚ ହଳଦୀ ପକାଇ ଗରମ କରନ୍ତୁ । ଏହାପରେ ଏହାକୁ ଅଳ୍ପ ଥଣ୍ଡା ହେବା ପରେ ସେବନ କରି ନିଅନ୍ତୁ ।

ଏହିଭଳି ନୀତିଦିନ ସେବନ କରିବା ଦ୍ଵାରା ବ୍ଲଡ଼ ସର୍କୁଲେସନ ଉତ୍ତମ ହୋଇଥାଏ । ଏହା ବ୍ୟତୀତ ଆପଣ ଡାଲଚିନୀ ମଧ୍ୟ କ୍ଷୀରରେ ପକାଇ ସେବନ କରିପାରିବେ । ଏହା ବହୁତ ଲାଭକାରୀ ହୋଇଥାଏ । ଡାଇବେଟିସ ରୋଗୀ ଏହାକୁ ସେବନ କରିବା ଦ୍ଵାରା ସୁଗାର ଲେବଲ କମ ହୋଇଥାଏ । ଯେଉଁ ମାନଙ୍କର ମୁଣ୍ଡ ବିନ୍ଧା ଏବଂ ଏହିଭଳି ଶୂନ ପଡୁଥିବାର ସମସ୍ୟା ଥିଲେ ସେମାନେ ନିଜ ପାଦ ତଳେ ତକିଆ ରଖି ନିଶ୍ଚିତ ଭାବରେ ରଖନ୍ତୁ ।

ଗାଧୋଇଲା ସମୟରେ ଗରମ ପାଣିରେ ସନ୍ଧବ ଲୁଣ ମିଶାଇ ସ୍ନାନ କରନ୍ତୁ । ଏହା ବ୍ୟତୀତ ସକାଳେ ଆପଣ ଖାଲିପେଟରେ ଆପଣ ଗୋଟିଏ କୋଲ ରଶୁଣ ଗରମ ପାଣିରେ ସେବନ କରନ୍ତୁ । ଏହା ର-କ୍ତ ପରିଷ୍କାର କରିବା ସହିତ ର-କ୍ତ କୁ ପତଳା କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *