କେବଳ 4 ଦିନ ଲଗାତାର ଖାଲି ପେଟରେ ଅଁଳା ଜୁସ ପିଇବା ଦ୍ଵାରା ଯାହା ହେଲା ଶୁଣିଲେ ଚମକି ପଡିବେ ଆପଣ (Health Tips)

ବନ୍ଧୁଗଣ, ଅଁଳା ଏକ ଉତ୍ତମ ଔଷଧୀୟ ଅଟେ । ଏହା ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ବୋଲି ମାନାଯାଇଅଛି । ଏହାର ବ୍ୟବହାର ଅନେକ ରୂପରେ କରାଯାଇଥାଏ । ଏହାର ସେବନ ଦ୍ଵାରା ଶରୀରରେ ଅନେକ ବିମାରୀ ମାନଙ୍କର ନାସ ହୋଇଥାଏ । ଏହା ଆମ୍ଭ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଯଦି ସକାଳେ ଖାଲି ପେଟରେ ଅଁଳା ସେବନ କରାଯାଏ ଅଥବା ଏହାର ଜୁଷ ବନାଇ ସେବନ କରାଯାଏ ତେବେ ସଂପୂର୍ଣ୍ଣ ଦିନ ଭଲ ହୋଇଥାଏ ।

ଏଥିରେ ଭିଟାମିନ-ସି ଏବଂ ଆଇରନ ଭରପୁର ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ଅଁଳା ଜୁଷ ସେବନ କରି ଆମ୍ଭେ କେଉଁ କେଉଁ ରୋଗ କୁ ନିଜ ଶରୀରରୁ ଦୂରେଇ ରଖି ପାରିବା ? ଅଁଳା ଜୁଷ ସେବନ ଦ୍ଵାରା ପାଚନ ଶକ୍ତି ସଠିକ ରହିଥାଏ । ଯାହାଦ୍ଵାରା କବଜ ଭଳି ସମସ୍ୟା ଆଦୌ ହୋଇ ନଥାଏ । ଏଥିରେ ଭିଟାମିନ-ସି ଭରପୁର ମାତ୍ରାରେ ରହିଥାଏ ଯାହା ଶରୀରର ଇମ୍ୟୁନିଟି ତଥା ରୋଗ ପ୍ରତିରୋଧକ କ୍ଷମତା କୁ ନିୟନ୍ତ୍ରଣ କରି ରଖିଥାଏ । ଏହି ଜୁଷ କୁ ସେବନ କରିବା ଦ୍ଵାରା ଆପଣ ଥଣ୍ଡା କାସ ଭଳି ରୋଗରୁ ଦୂରେଇ ରହି ପାରିବେ ।

ଅଁଳା ଜୁଷ ସେବନ କରିବା ଦ୍ଵାରା କୋଲେଷ୍ଟ୍ରୋଲ ଲେବଲ ମଧ୍ୟ କଣ୍ଟ୍ରୋଲ ରହିଥାଏ । ଯେଉଁ ବ୍ୟକ୍ତି ହାଇ କୋଲେଷ୍ଟ୍ରୋଲ ର ରୋଗୀ ଅଟନ୍ତି ତେବେ ସେମାନନକ ନିମନ୍ତେ ଏକ ଗିଲାସ ଜୁଷ ବରଦାନ ସଦୃଶ ହୋଇଥାଏ । ଏହା ନୀତିଦିନ ସେବନ କରିବା ଦ୍ଵାରା ଶରୀରରେ ଖରାପ କୋଲେଷ୍ଟ୍ରୋଲ ର ମାତ୍ରା କମିବାକୁ ଲାଗିଥାଏ । ଏବଂ ଭଲ କୋଲେଷ୍ଟ୍ରୋଲ ର ମାତ୍ରା ବଢିବାକୁ ଲାଗିଥାଏ ।

ଯଦି ପ୍ରତିଦିନ ଅଁଳା ର ସେବନ କରନ୍ତି ତେବେ ଶରୀରର ଅପରିଷ୍କାର ର-କ୍ତ ସଫା ହୋଇଥାଏ । ଯଦି ଅଁଳା ରସ ରେ ମହୁ ମିଶାଇ ସେବନ କରନ୍ତି ତେବେ ଏହା ର-କ୍ତ ସଫା କରିବାରେ ଆହୁରୀ ଅଧିକ ସାହାର୍ଯ୍ୟ କରିଥାଏ । ଅଁଳା ରସ ସେବନ କରିବା ଦ୍ଵାରା କେଶ ଘନ, ଲମ୍ବା, ଏବଂ କଳା ହୋଇଥାଏ । ଏହା କେଶ କୁ ଧୃତ ଗତିରେ ବଢିବାରେ ସାହାର୍ଯ୍ୟ କରିଥାଏ । ଅଁଳା ର ସେବନ ଦ୍ଵାରା ଶରୀରର ଶକ୍ତି ବଢିଥାଏ । ପରିସ୍ରା ରେ ଯନ୍ତ୍ରଣା ହେଉଥିଲେ ତାହା ମଧ୍ୟ କମିଯାଇଥାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ତଥା ଆଣ୍ଟିଇନପ୍ଲାମେଣ୍ଟାରୀ ଗୁଣ ରହିଥାଏ ।

ଯାହା କାରଣରୁ ଏହା ପେଟରେ ଗ୍ୟାସ ହେବାକୁ ଦେଇ ନଥାଏ । ଏହାର ଜୁଷ ସେବନ କରିବା ଦ୍ଵାରା ଆଖି ସମ୍ବନ୍ଧିତ ପ୍ରୋବ୍ଲେମ ଦୂର ହୋଇଥାଏ । ଏହାଦ୍ଵାରା ଆଖିର ଆଲୋକ ମଧ୍ୟ ବଢିଥାଏ । କବଜ ଭଳି ସମସ୍ୟା ଦୂର ହୋଇଥାଏ । ଯଦି ଅଁଳା ରସ ରେ କୁଲୁକୁଚା କରନ୍ତି ତେବେ ପଟିର ଘା’ ଭଳି ସମସ୍ୟା ଦୂର ହୋଇଥାଏ । ଯଦି ଦିନକୁ ୨ ରୁ ୩ ଥର ଅଁଳା ରସ ସେବନ କରନ୍ତି ତେବେ ମହିଳା ମାନଙ୍କର ପିରିଅଡ ସମସ୍ୟା ସମାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *