ଆଜିକାଲି ପୁଅ ବା ଝିଅ ମାନଙ୍କ କ୍ଷେତ୍ରରେ କେଶ ସମସ୍ଯା ଅଧିକ ଦେଖା ଯାଉଛି । ଏହା ସହ ବୃଦ୍ଧ ବ୍ୟକ୍ତିଙ୍କ ଠାରେ ରକ୍ତଚାପ, ଡାଇବେଟିସ, ଥାଇରଡ, କୋଲେଷ୍ଟର, ସ୍କିନ ଜନିତ ସମସ୍ଯା ଦେଖା ଯାଉଛି । ଏହା ସହ କିଛି ଲୋକଙ୍କ ଠାରେ କମ ବୟସରେ ବୃଦ୍ଧ ଦେଖାଯିବା ଭଳି ସମସ୍ଯା ଦେଖା ଯାଉଛି । ଯାହା ପାଇଁ କିଛି ଲୋକ ମାନେ ଅନେକ ଔଷଧ ବା ହୋମ ରେମେଡି କରୁଛନ୍ତି କିନ୍ତୁ କିଛି ଫାଇଦା ମିଳୁ ନାହି ।
ଆଜି ଆମେ ଆପଣ ମାନଙ୍କୁ ପିଜୁଳି ଗଛର ପାତ୍ର ର କିଛି ବିଶେଷ ଗୁଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଉପରେ ଲେଖା ଯାଇଥିବା ପ୍ରତେକ ଟି ସମସ୍ୟାର ନିବାରଣ ହୋଇ ପାରିବ । ପିଜୁଳି ଗଛର ପତ୍ର ର କାଢା ବା ଚାହା ତିଆରି ସେବନ କରି ହେବ । ଏହା ସହ ଏହାର ଲେପ ମଧ୍ୟ ପ୍ରସ୍ତୁତ କରି ହେବ । ଯଦି ଆପଣଙ୍କର ମୋଟାପା ଅଧିକ ରହିଛି ତେବେ ପିଜୁଳି ପତ୍ର କୁ ଭଲ ଭାବେ ଧୋଇ ଏହାର କାଢା ତିଆରି କରନ୍ତୁ ।
ଏହା ସହ ପିଜୁଳି ପତ୍ର କୁ ସକାଳେ ଖାଲି ପେଟରେ ଚୋବାଇ ମଧ୍ୟ ଖାଇ ପାରିବେ । ଯେଉଁ ମାନଙ୍କର କମ ବୟସରେ ବୃଦ୍ଧ ଭଳି ଚେହେରା ଦେଖାଯାଏ ତେବେ ପିଜୁଳି ପତ୍ର ର ଲେପ ତିଆରି କରି ଲଗାଇବା ଦ୍ଵାରା ଏହା ଭଲ ହୋଇଥାଏ । ଏହା ସହ ସ୍କିନ ଜନିତ ଅନେକ ସମସ୍ଯା ଦୂର ହୋଇଥାଏ ।
.ଡାଇବେଟିସ, କୋଲେଷ୍ଟର, ରକ୍ତଚାପ ଭଳି ସମସ୍ଯା ହୋଇଥିଲେ ପିଜୁଳି ପାତ୍ର ର ଚାହା ବା କାଢା ତିଆରି କରି ସେବନ କରି ପାରିବେ । ଚାହା ତିଆରି କରିବା ସମୟରେ ଡାଲଚିନି ବା ଗୁଜୁରାତି ଆଡ କରି ପାରିବେ । ଯେଉଁ ମାନଙ୍କର ଜଏଣ୍ଟ ପେନ ଭଳି ସମସ୍ଯା ରହିଛି ତେବେ ଏହାର ପତ୍ର କୁ ବାଟି ଏହାକୁ ଲଗାଇ ପାରିବେ ।
ଏହା ଦ୍ଵାରା ହାତ, ଗୋଡ ଯନ୍ତ୍ରଣା ହେଉଥିଲେ ସେଥିରୁ ରିହାତି ମିଳି ପାରିବ । ଏହା ସହ କେସ ଝଡିବା ଭଳି ସମସ୍ଯା ରହିଥିଲେ ପିଜୁଳି ପତ୍ର କୁ ଭଲ ଭାବେ ଗୁଣ୍ଡ କରି ଏଥିରେ ଦୁଇ ଚାମଚ ଆମଲା ପାଉଡର ମିଶାଇ ଏହାର ଲେପ ଲଗାନ୍ତୁ । ଏହା ଦ୍ଵାରା କେଶ ଝଡିବା ଭଳି ସମସ୍ୟା ବହୁତ ଜଲ୍ଦି ଦୂର ହୋଇଥାଏ ।
ତେବେ ପିଜୁଳି ପତ୍ର ର ସେବନ ଦ୍ଵାରା ଶରୀର ରେ ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । ସ୍କିନ ରେ ପିଜୁଳି ପତ୍ର ରେ ଲେପ ଲଗାଇବା ଦ୍ଵାରା ବ୍ରଣ ବା ପିମ୍ପଲ ଭଳି ସମସ୍ଯା ଦୂର ହୋଇଥାଏ । ଏହା ସହ ଯେଉଁ ମାନଙ୍କର ମୋଟାପଣ ଭଳି ସମସ୍ଯା ରହିଛି ସେମାନଙ୍କ ପାଇଁ ପିଜୁଳି ପାତ୍ର ରାମବାଣ ଭଳି କାମ କରିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ