ମାତ୍ର 7 ଦିନରେ ଭଲ ହେଇଯିବ ହାଇ ବ୍ଲଡ ପ୍ରେସର, କେବଳ ଏହି ଜୁସ ପିଅନ୍ତୁ (Health Tips)

ବନ୍ଧୁଗଣ, ହାଇ ବ୍ଲଡ଼ ପ୍ରେସର ଏକ ମହାମାରୀ ଭଳି ସଂପୂର୍ଣ୍ଣ ଦେଶରେ ବ୍ୟାପିବାରେ ଲାଗିଅଛି । ଏହାର କାରଣ ଲୋକଙ୍କ ଲାଇଫଷ୍ଟାଇଲ, ଖାଦ୍ୟପେୟ ରେ ଅନିୟମତା ଏହା ଏହି ସମସ୍ୟା କୁ ମହାମାରୀ ଭଳି ବ୍ୟାପିବାରେ ସାହାର୍ଯ୍ୟ କରୁଅଛି । ହାଇ ବ୍ଲଡ଼ ପ୍ରେସର ହେଲେ ସାଧାରଣତ ଲୋକେ ଭୟ କରି ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି ଏବଂ ନିୟମିତ ଔଷଧ ସେବନ କରିଥାନ୍ତି । ମାତ୍ର ଆଜି ଆମ୍ଭେ କିଛି ଏଭଳି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣ ଏହିଭଳି ସମସ୍ୟା ରୁ ସଂପୂର୍ଣ୍ଣ ଭାବରେ ମୁକ୍ତ ହୋଇପାରିବେ ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଆପଣ ଏକ ଗ୍ଳାସ ଗରମ ପାଣିରେ ଅଧ ଚାମଚ ମେଥି ଭିଯାଇ ରଖି ଦିଅନ୍ତୁ । ଏହାପରେ ସକାଳୁ ଉଠି ଏହି ପାଣି ଆପଣ ସେବନ କରନ୍ତୁ ଏବଂ ମେଥିଦାନା କୁ ଚୋବାଇ ଖାଇ ନିଅନ୍ତୁ । ଏହା ଉଚ୍ଚ ର-କ୍ତଚାପ କୁ ବହୁତ ଶୀଘ୍ର କମାଇବାରେ ସାହାର୍ଯ୍ୟ କରିଥାଏ ।

ଦ୍ଵିତୀୟ ରେ ଆପଣ ୫ ଟି ତୁଳସୀ ପତ୍ର ତଥା ଦୁଇଟି ନିମ୍ବ ପତ୍ର କୁ ପେଶୀ ପାଣିରେ ମିଶାଇ ଦିଅନ୍ତୁ ଏବଂ ଏହାକୁ ଖାଲି ପେଟରେ ସକାଳେ ସେବନ କରନ୍ତୁ । ୧୫ ଦିନରେ ଏହାର ଜବରଦସ୍ତ ଇଫେକ୍ଟ ଆପଣଙ୍କୁ ଦେଖିବାକୁ ମିଳିବ । ଏହାଦ୍ଵାରା ବ୍ଲଡ଼ପ୍ରେସର ବହୁତ ଶୀଘ୍ର ତଳକୁ ଖସିବାରେ ଲାଗିବ । ଆଉ ଏକ ଉପାୟ ହେଉଛି ରଶୁଣ । ରଶୁଣ ବହୁତ ଉପଯୋଗୀ ଅଟେ । ଏହା ଆପଣଙ୍କୁ ଉଚ୍ଚ ର-କ୍ତ ଚାପ ରେ ସାହାର୍ଯ୍ୟ କରିଥାଏ ।

ତେବେ ରଶୁଣ କୁ କିଭଳି ଭାବରେ ସେବନ କରିବେ ? ଆପଣ ରଶୁଣ ର ଏକ କୋଲ କୁ ଆପଣ ଟାବ୍ଲେଟ ଭଳି ପାଟିରେ ନେଇ ପାଣି ସାହାର୍ଯ୍ୟରେ ଗିଳି ନିଅନ୍ତୁ । ଏହା ଆପଣଙ୍କୁ ନୀତିଦିନ ସେବନ କରିବାର ଅଛି । ଏହା ବ୍ଲଡ଼ପ୍ରେସର କୁ ସଠିକ କରିବାରେ ଏକ ଚମତ୍କାରୀ ଉପାୟ ଅଟେ । ଏହା ଆପଣଙ୍କ ର-କ୍ତ କୁ ଜମିବାକୁ ଦେଇ ନଥାଏ । ଏହା ସହିତ ଏହା କୋଲେଷ୍ଟ୍ରୋଲ କୁ କାଟିଥାଏ ।

ତେବେ ଏହି ଉପାୟ ମାନ ଆପଣ ମାନେ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏମାନଙ୍କ ମଧ୍ୟରୁ ଯେକୌଣସି ଉପାୟ ଆପଣ ପ୍ରୟୋଗ କରନ୍ତୁ । ଏବଂ ୭ ଦିନ ମଧ୍ୟରେ ଆପଣଙ୍କ ହାଇ ବ୍ଲଡ଼ ପ୍ରେସର ନିୟମିତ ହେବାକୁ ଲାଗିବ । ମାତ୍ର ଏହି ଉପାୟ ସହିତ ଆପଣଙ୍କୁ ୨ ରୁ ୩ ଟି ଜିନିଷ କରିବାକୁ ହେବ । ଆପଣଙ୍କୁ ଯେତେବେଳେ ମଧ୍ୟ ଶୋଷ ଲାଗିବା ଆପଣ କେବଳ ଗରମ ପାଣି ସେବନ କରନ୍ତୁ ।

ଆପଣଙ୍କୁ ପ୍ରତିଦିନ ବିଶେଷ କରି ୩୦ ମିନିଟ ବ୍ୟାୟାମ କରିବାକୁ ହେବ । ଏହା ସହିତ ଆପଣ ଏହି କଥା ର ଧ୍ୟାନ ରଖିବେ ଯେ ଯେତେ କମ ପରିମାଣର ଲୁଣର ବ୍ୟବହାର କରିବେ । କୌଣସି ଛଣାଛଣି ଜିନିଷ ର ସେବନ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *