କେବଳ ଏହି ୧ ଅଣ୍ଡା ଆପଣଙ୍କ ଅର୍ଶ ପୁରା ଭଲ କରିବ, ରକ୍ତ ପଡୁଥିଲେ ତୁରନ୍ତ ବନ୍ଦ ହେବ (Piles Home Remedies)

ଆଜିକାଲି ପ୍ରାୟତ ଲୋକଙ୍କ ଠାରେ ଅର୍ଶ ଭଳି ସମସ୍ଯା ଦେଖା ଯାଉଛି । ଯାହା ଦ୍ଵାରା ରକ୍ତ ମଧ୍ୟ ପଡୁଛି । ଏଥିପାଇଁ କିଛି ଲୋକ ମାନେ ଅନେକ ମେଡ଼ିସିନର ବ୍ୟବହାର କରୁଥିଲେ ମଧ୍ୟ କିଛି ମାତ୍ରା ରେ ଏହା ଭଲ ହୋଇ ଯାଉଛି । କିନ୍ତୁ ପୁଣି ଥରେ ଅର୍ଶ ଭଳି ସମସ୍ଯା ଦେଖା ଯାଉଛି । ଏହା ଦ୍ଵାରା ଅନେକ ଯନ୍ତ୍ରଣା ଓ କଷ୍ଟ ଅନୁଭବ କରୁଛନ୍ତି ଲୋକ ମାନେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସୁଛି ଯାହାର ସେବନ କରିଲେ ଅର୍ଶ ଭଳି ସମସ୍ଯା ଦୂର ହେବା ସହ ଅର୍ଶ ରେ ରକ୍ତ ପଡୁଥିଲେ ତାହା ମଧ୍ୟ ବନ୍ଦ ହୋଇଯିବ ।

ଏଥିପାଇଁ ମାତ୍ର ଗୋଟିଏ ସାମଗ୍ରୀର ଆବଶ୍ୟକତା ରହିଛି ବତକ ଅଣ୍ଡା । ଯାହା ଆପଣଙ୍କୁ କୌଣସି ଅଣ୍ଡା ଦୋକାନ ବା ବତକ ଗରମ ରୁ ସହଜରେ ମିଳିଯିବ । ଅର୍ଶ ଭଳି ସମସ୍ୟାରେ ଅଣ୍ଡା ଖାଇବା ଠିକ ନୁହେଁ ବୋଲି ଅନେକ ଲୋକ ଭବିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । କାରଣ ଅର୍ଶ ଭଳି ସମୟସରେ ଅଣ୍ଡା ଖାଇଲେ ବିଲକୁଲ ସୁରକ୍ଷିତ ଅଟେ ।

ଅର୍ଶ ଭଳି ସମସ୍ୟାରେ ଏମିତି ଖାଦ୍ୟ ଖାଇବା ଦରକାର କବଚ ଭଳି ସମସ୍ଯା ଦୂର ହୋଇ ପାରିବ । ଅନେକ ଲୋକ ମାନେ ସକାଳ ଖାଇବାରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଏଥିରେ ଥିବା ପ୍ରୋଟିନ, ଏମୀନୋ ଏସିଡ ପ୍ରଚୁର ମାତ୍ରା ରେ ମିଳିଥାଏ । ଏଥିରେ କୋଲେଷ୍ଟର ଅଧିକ ଥିବା କାରଣରୁ ଅନେକ ଲୋକେ ଏହା ଖାଇବାକୁ ପସନ୍ଦ କରନ୍ତି ନାହି । କିନ୍ତୁ ବତକ ଅଣ୍ଡାର କେସର ରେ କୋଲେଷ୍ଟର ବହୁତ କମ ରହିଥାଏ ।

ଏକ ପାତ୍ର ରେ ରାତି ରେ ପାଣିରେ ବତକ ଅଣ୍ଡା ପକାଇ ଭଲ ଭାବେ ସିଝାଇ ଦିଅନ୍ତୁ । କିନ୍ତୁ ମନେ ରଖିବେ ଏହାକୁ କେବଳ ୨୫ ମିନିଟ ଯାଏଁ ବଏଲ କରିବେ । ଅନେକ ଲୋକ ଅଣ୍ଡା ସିଝାଇବା ପାଇଁ ଲୁଣ ପକାଇଥାନ୍ତି । ହେଲେ ଅର୍ଶ ଭଳି ସମସ୍ୟା ପାଇଁ ବତକ ଅଣ୍ଡା ରେ ଲୁଣ ପକାଇବେ ନାହି । ବତକ ଅଣ୍ଡା ରେ ହେଲଥି ଫ୍ୟାଟ ଓ ପ୍ରୋଟିନ ମିଳିଥାଏ । ଏହାର ସେବନ କରିବା ଦ୍ଵାରା କବଚ ଭଳି ସମସ୍ଯା ଦୂର ହୋଇଥାଏ ।

ଅଣ୍ଡା ବଏଲ ହେବ ପରେ ଥଣ୍ଡା ପାଣିରେ ବୁଡାଇ ରାତି ସାରା ରଖନ୍ତୁ । ଏହା ପରେ ସକାଳୁ ଏହାର ଚୋପା ଛଡାଇ ବିନା ଲୁଣରେ ଏହାର ସେବନ କରନ୍ତୁ । ଏକ ସପ୍ତାହ ଯାଏଁ ସିଝା ବତକ ଅଣ୍ଡା ର ସେବନ କରିଲେ ରକ୍ତାର୍ସ ଭଳି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ । କିନ୍ତୁ ମାନେ ରଖିବେ ଏଥିରେ ପ୍ରୋଟିନ ପ୍ରଚୁର ପରିମାଣରେ ରହିଛି । ତେଣୁ ଅର୍ଶ ରୋଗୀ ମାନେ ଦିନକୁ ୨ ରୁ ୩ଟି ଅଣ୍ଡା ସେବନ କରି ପାରିବେ । ନଚେତ ଏହା ଆପଣଙ୍କର ଅନ୍ତ ଖରାପ କରିବା ସହ ଅନେକ ସମସ୍ଯା ସୃଷ୍ଟି କରିପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *