15 ଦିନରେ ଥରେ ପିଅନ୍ତୁ, Liver ସଫା ହେବ, କବ୍ଜ, କୋଷ୍ଠକାଠିନ୍ୟ, ରକ୍ତହୀନତା, ଅର୍ଶ ଜୀବନରେ କେବେ ବି ହେବ ନାହିଁ (Health Tips)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଲିଭର ସମସ୍ଯା ବା ରକ୍ତହୀନତା ଭଳି ସମସ୍ଯା ରହିଛି ତେବେ ଏଥିତୁ ମୁକ୍ତି ପାଇବା ପାଇଁ ହୋମ ରେମଡି ନେଇ ଆସିଛୁ । ଯଦି ଆପଣଙ୍କର କୋଷ୍ଠ କାଠିନ୍ୟ ବା କବଚ ସମସ୍ଯା, ଅର୍ଶ ଭଳି ସମସ୍ଯା ରହିଛି ତେବେ ଏହି ରେମେଡିର ସେବନ କରିବା ଦ୍ଵାରା ଏହା ଭଲ ହୋଇଯିବ । ଏହାକୁ ତିଆରି କରିବା ବହୁତ ସହଜ ଅଟେ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କିପରି ତିଆରି କରିବା ଓ କଣ କଣ ସାମଗ୍ରୀର ଆବଶ୍ୟକତା ରହିଛି ।

ଆଜି ଏହି ଜୁସ ତିଆରି କରିବା ପାଇଁ ବିଶେଷ ସାମଗ୍ରୀର ଆବଶ୍ୟକତା ପଡିବ ନାହି । ଏହା ଆପଣଙ୍କର ଘରୁ ବା କୌଣସି ପରିବା ଦୋକାନରୁ ଅତି ସହଜରେ ମିଳିଯିବ । ଏଥି ପାଇଁ ଆପଣଙ୍କୁ ବିତ,ଗାଜର ଓ ପାଳଙ୍ଗ ସାଗର ଆବଶ୍ୟକତା ରହିଛି । ଏହା ସହ ଆମଲା ପାଉଡର ର ଆବଶ୍ୟକତା ରହିଛି । ଏହି ୩ ପ୍ରକାରର ପରିବାକୁ ଭଲ ଭାବେ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ଏହାର ଜୁସ ପ୍ରସ୍ତୁତ କରନ୍ତୁ । ଏହାର ସେବନ କରିଲେ ଶରୀର ରେ ଥିବା ସବୁ ସମସ୍ଯା ଅଳ୍ପ ଦିନରେ ଭଲ ହୋଇଯିବ ।

ଏହି ଡ୍ରିଙ୍କ ଙ୍କୁ ଏକ ଗ୍ଳାସ ରେ କାଢି ଦିଅନ୍ତୁ । ଏହା ପରେ ଏହି ଡ୍ରିଙ୍କ ରେ ଅଧ ଚାମଚ ଆମଲା ପାଉଡର ଆଡ କରନ୍ତୁ । ଏହି ଡ୍ରିଙ୍କ ଙ୍କୁ ଆପଣ ମାତ୍ର ୧୫ ଦିନ ସେବନ କରନ୍ତୁ । ଏହାକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଲିଭର ଡିକ୍ଟସ ହେବ ସହ କବଚ ଭଳି ସମସ୍ଯା ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଯଦି କୋଷ୍ଠ କାଠିନ୍ୟ ବା କବଚ ଭଳି ସମସ୍ୟା ହେବ ନାହି ତେବେ ଜୀବନରେ କେବେ ବି ଅର୍ଶ ଭଳି ସମସ୍ଯା ହେବ ନାହି । କେବଳ ଏହି ଗୋଟିଏ ଡ୍ରିଙ୍କ ଶରୀରର ଅନେକ ପ୍ରକାରର ରୋଗ ଦୂର କରିବାରେ ସାହାଜ୍ଯ କରିଥାଏ ।

ଯଦି ଆପଣଙ୍କର ଏନିମିଆ ବା ରକ୍ତହୀନତା ଭଳି ସମସ୍ଯା ରହିଛି ତେବେ ଆପଣ ଏହି ଡ୍ରିଙ୍କ ର ସେବନ କରି ପାରିବେ । ମାତ୍ର ୧୫ ଦିନ ଏହାର ସେବନ କରିଲେ ଶରୀର ରେ ରକ୍ତ ବୃଦ୍ଧି ପାଇବାରେ ଲାଗିବ । ପ୍ରଥମେ ଏହାର ସେବନ ୧୫ ଦିନ କରିବା ପରେ ସପ୍ତାହକୁ ମାତ୍ର ଥରେ ଏହାର ସେବନ କରି ପାରିବେ । ଏହାକୁ ତିଆରି କରିବା ବହୁତ ସହଜ ଅଟେ । ଥରେ ଆପଣ ଏହି ଜୁସ ବା ଡ୍ରିଙ୍କ ର ସେବନ କରି ଦେଖନ୍ତୁ ଦେଖିବେ ଆପଣଙ୍କ ଶରୀରର ଅନେକ ରୋଗ ଭଲ ହେବାରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *