କେବଳ ଏହି ମଞ୍ଜିର ଗୁଣ୍ଡ ଖାଆନ୍ତୁ, ମେମୋରୀ ପାୱାର ଏତେ ବଢିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ, ପଠା ପଢୁଥିବା ପିଲା ଥିଲେ ନିଶ୍ଚୟ ଦେଖନ୍ତୁ (Memory Booster)

ବନ୍ଧୁଗଣ ଯଦି ଆପଣଙ୍କର କୌଣସି କଥା ମନେ ରହୁ ନାହି ବା କୌଣସି କଥା ଭାବିବା ପାଇଁ ଅଧିକ ସମୟ ଲାଗୁଛି ବା ମେମୋରୀ ପାୱାର ଦୁର୍ବଳ ହୋଇଛି ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ରେମେଡି ନେଇ ଆସିଛୁ । ପିଲା ବା ବୃଦ୍ଧ ବ୍ୟକ୍ତିଙ୍କ ଅଧିକ ମାନସିକ ଚିନ୍ତା କାରଣରୁ ମେମୋରୀ ପାୱାର ଲସ ହୋଇଥାଏ । ପିଲା ମାନେ ପାଠ ପଢା ର ଭାର ଓ ବଡ ଲୋକ ମାନେ କାମର ଭାର ଅଧିକ ନେବା କାରଣରୁ ସ୍ମରଣ ଶକ୍ତି କମ ହୋଇଥାଏ ।

ଯାହା ଦ୍ଵାରା ସେମାନଙ୍କର ନୀତିଦିନିଆ ଜୀବନରେ ଖରାପ ପ୍ରଭାବ ପଡିଥାଏ । ଯାହା ପାଇଁ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେମିତି ଏହି ରେମଡି ତିଆରି କରିବେ ଓ ସେବନ କରିବେ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ସୂର୍ଯ୍ୟମୁଖ୍ୟ ମଞ୍ଜି । ଏହାକୁ ୩ ଚାମଚ ନେଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ ।

ବିନା ଚୋପା ଥିବା ସୂର୍ଯ୍ୟମୁଖ୍ୟ ମଞ୍ଜି ର ଆବଶ୍ୟକାତା ରହିଛି । ପୋଷାକ ତତ୍ତ୍ଵର ଅଭାବ କାରଣରୁ ମସ୍ତିସ୍କର ଦୁର୍ବଳ କମ ହୋଇଯାଏ । ଯେଉଁ ମାନଙ୍କର ଭାବିବା ଶକ୍ତି କମ ରହିଛି ସେମାନେ ଏକ ଗ୍ଳାସ କ୍ଷୀର ସହ ଏକ ଚାମଚ ଏହାର ପାଉଡର ମିଶ୍ରଣ କରି ସେବନ କରନ୍ତୁ । ଏହା ଦ୍ଵାରା ମେମୋରୀ ପାୱାର ବୃଦ୍ଧି ପାଇଥାଏ । ଆପଣ ଚାହିଁଲେ କୌଣସି ସାଲାଟ ବା ଫୃଟ ରେ ମିଶାଇ ଏହାର ପାଉଡର ଆଡ କରି ସେବନ କରି ପାରିବେ ।

ଯେଉଁ ମାନଙ୍କର ସ୍ମରଣ ଶକ୍ତି ବହୁତ କମ ରହିଛି ସେମାନେ ଏହର ସେବନ ଏକ ସପ୍ତାହ ଯାଏଁ କରନ୍ତୁ । ଏହା ପରେ ସପ୍ତାହକୁ ମାତ୍ର ଥରେ ବା ଦୁଇ ଥର ସେବନ କରି ପାରିବେ । ଯଦି ପିଲା ମାନଙ୍କୁ ଦେଉଛନ୍ତି ତେବେ ଦିନରେ ବା ରାତି ରେ ମାତ୍ର ଥରେ ଦିଅନ୍ତୁ । ଏହା ଦ୍ଵାରା ପିଲା ମାନଙ୍କର ଦ୍ରୁଷ୍ଟି ଶକ୍ତି ବଢିଆବ ସହ ସ୍ମରଣ ଶକ୍ତି କ୍ଷିପ୍ର ହେବାରେ ଲାଗିବ । ଏହି ଦୁଇ ଟି ଉପାୟ କରିବା ଦ୍ଵାରା ସ୍ମରଣ ଶକ୍ତି ବା ମେମୋରୀ ପାୱାର ବଢିବାରେ ଲାଗିବ ।

ସୂର୍ଯ୍ୟମୁଖ୍ୟ ମଞ୍ଜିର ସେବନ କରିବା ଦ୍ଵାରା ମେମୋରୀ ପାୱାର ବଢିବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଯେଉଁ ମାନଙ୍କର ସ୍ମରଣ ଶକ୍ତି ଅଧିକ ରହିଥିବ ସେମାନେ ମଧ୍ୟ ଏହାର ସେବନ କରି ପାରିବେ । ପିଲା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ଏହାର ସେବନ କରି ପାରିବେ । ଆପଣଙ୍କର ମସ୍ତିସ୍କ କମ୍ପୁଟର ଭଳି କାମ କରିବାକୁ ଲାଗିବ ଏହି ମଞ୍ଜିର ପାଉଡର ସେବନ କରିବା ଦ୍ଵାରା । ଏହାକୁ ଆପଣ ମାନେ ଚୋବାଇ ଚୋବାଇ ମଧ୍ୟ ଖାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *