Health Tips- ପ୍ରତିଦିନ ରାତିରେ ଶୋଇବା ସମୟରେ ଖାଆନ୍ତୁ ଗୋଟିଏ ଲବଙ୍ଗ, ଆଉ ତା’ପରେ ଯାହା ହେବ ନା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ…

ବନ୍ଧୁଗଣ, ସାଧାରଣତ ଲବଙ୍ଗ କୁ ଆମ୍ଭେ ସବୁବେଳେ ଖାଦ୍ୟ ବନାଇବା ପାଇଁ ଗରମ ମସଲା ଭାବରେ ବ୍ୟବହାର କରିଥାଉ । ଲବଙ୍ଗ ସାଧାରଣତ ଦେଖିବାକୁ କଳା । କିନ୍ତୁ ଏହା ମଧ୍ୟରେ ଥିବା ଭିଟାମିନ ଦ୍ଵାରା ଏହା ଆମ୍ଭ ଶରୀରକୁ ବହୁତ ପ୍ରକାରର ରୋଗରୁ ରକ୍ଷା କରିଥାଏ ।  ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯଦି ଆପଣ ନୀତିଦିନ ରାତିରେ ଶୋଇବା ପୂର୍ବ ରୁ ଗୋଟିଏ ଲବଙ୍ଗ ଖାଇବେ ତେବେ ଆପଣଙ୍କ ଶରୀରରେ କେଉଁ ଫାଇଦା ହୋଇଥାଏ ? ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ଖାଇ ନିଅନ୍ତୁ ଏବଂ ଖାଇବା ପରେ ଯାହା ହେବ ଆପଣ କେବେ ମଧ୍ୟ ଚିନ୍ତା କରି ନଥିବେ । ଯଦି ଆପଣ ସକାଳୁ ଦୌଡୁଛନ୍ତି ଅଥବା ବ୍ୟାୟାମ କରୁଛନ୍ତି ଏବଂ ସେହି ସମୟରେ ଆପଣଙ୍କ ଗଳା ଶୁଖିଯାଏ, ସେହି କ୍ଷେତ୍ରରେ ଲବଙ୍ଗ ବହୁତ ଲାଭ ଦେଇଥାଏ ।

ଯଦି ଆପଣ ଦୂର ବାଟ ପାଇଁ ଦୌଡୁଛନ୍ତି ତେବେ ଦୌଡିବା ପୂର୍ବ ରୁ ଗୋଟିଏ ଲବଙ୍ଗ କୁ ପାଟିରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଗଳା କେବେ ମଧ୍ୟ ଶୁଖିବନି । ପ୍ରତିଦିନ ରାତିରେ ଶୋଇବା ସମୟରେ ଗୋଟିଏ ଲବଙ୍ଗ ଖାଇବା ଦ୍ଵାରା ପେଟରୁ ଜଡିତ ସବୁ ପ୍ରକାରର ରୋଗ ଦୂର ହୁଏ । ଯଦି ଆପଣଙ୍କ ଦାନ୍ତ ରେ କଷ୍ଟ ହେଉଅଛି ତେବେ ଲବଙ୍ଗ ର ପାଉଡର କିମ୍ବା ଲବଙ୍ଗ ର ତେଲ କୁ ସେହି ଦାନ୍ତ ରେ ଲଗାନ୍ତୁ ।

ଏହାଦ୍ଵାରା ଆପଣଙ୍କ ଦାନ୍ତ ର କଷ୍ଟ ଶୀଘ୍ର ସଠିକ ହୋଇଯିବ । ଏହାଦ୍ଵାରା ଆପଣଙ୍କ ମୁଖଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ସେବନ କରିବା ଦ୍ଵାରା ଆପଣଙ୍କ ର-କ୍ତ ସଫା ହୋଇଥାଏ । ଏବଂ ଯଦି ଆପଣଙ୍କ ର-କ୍ତ ସଫା ରହିବ ତେବେ ଆପଣ ନିଶ୍ଚିତ ଭାବରେ ବିଭିନ୍ନ ରୋଗରୁ ଦୂରେଇ ରହିବେ । ଏହା ସହିତ ନିଜକୁ ସୁସ୍ଥ ରଖିବା ନିମନ୍ତେ ପ୍ରତିଦିନ ସକାଳେ ବ୍ୟାୟାମ ଅବଶ୍ୟ କରନ୍ତୁ ।

ଏହାଦ୍ଵାରା ଆପଣଙ୍କ ଶରୀର ଫୁର୍ତ୍ତି ରହିବା ସହିତ ଆପଣ ସମସ୍ତ କାର୍ଯ୍ୟ କୁ ଭଲ ଭାବରେ କରି ପାରିବେ । ତଥା ଆପଣଙ୍କର ମନ ସମସ୍ତ କାର୍ଯ୍ୟରେ ଲାଗିବ । ଏବଂ ନାନା ପ୍ରକାରର ଦୁଶ୍ଚିନ୍ତା ଠାରୁ ଦୂରେଇ ରହିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *