ବନ୍ଧୁଗଣ, ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ଆଜିକାଲି ଅନେକ ଲୋକ ଙ୍କ ଠାରେ ଦେଖିବାକୁ ମିଳୁଅଛି । ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ଯଦି ଆପଣଙ୍କର ଥରେ ଆରମ୍ଭ ହୋଇଯାଏ, ତେବେ ଆପଣଙ୍କୁ ବହୁତ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଅଧିକାଂଶ ବୟସ୍କ ଲୋକ ମାନଙ୍କୁ ଆଣ୍ଠୁଗଣ୍ଠିର ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଆଜିକାଲି ର ଭୁଲ ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଯୋଗୁଁ ମଧ୍ୟ ଅନେକ ଯୁବକଙ୍କ ଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖିବାକୁ ମିଳୁଅଛି । ଏହାର କାରଣ ହେଉଛି ଯେ ଶାରୀରିକ ପରିଶ୍ରମ ଲୋକେ କମ କରୁଅଛନ୍ତି ।
ଏବଂ ଅଧିକ ସମୟ ବସି ରହି କାମ କରୁଅଛନ୍ତି । ଏଥି ନିମନ୍ତେ ଏହିଭଳି ସମସ୍ୟା ଭୋଗିବାକୁ ପଡୁଅଛି । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବନାଇବା ଶିଖାଇବୁ ଯାହାର ପ୍ରୟୋଗରେ ଆପଣଙ୍କୁ କେବଳ ଗୋଟିଏ ରାତିରେ ଆରାମ ମିଳିବ । ତେବେ ଆସନ୍ତୁ ସଂପୂର୍ଣ୍ଣ ଉପାୟ ସମ୍ବନ୍ଧରେ ଜାଣିନେବା ।
ଏହି ଉପଚାର କୁ ବନାଇବା ନିମନ୍ତେ କେବଳ ଗୋଟିଏ ଉପଚାର ର ଆବଶ୍ୟକ ହେବ ତାହା ହେଉଛି ପିଜୁଳି ପତ୍ର । ଏହା ଏକ ଏଭଳି ଗଛ ଯାହା ଭାରତରେ ପ୍ରତ୍ୟକ ସ୍ଥାନରେ ମିଳିଯିବ । ଏଥିରେ ଏମିତି ବିଭିନ୍ନ ପ୍ରକାରର ପୋଷକତତ୍ଵ ରହିଅଛି, ଯାହା ଆପଣଙ୍କର ଜଏଣ୍ଟପେନ ଭଳି ସମସ୍ୟା କୁ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଆପଣ ୨୦ ରୁ ୨୫ ପିଜୁଳି ପତ୍ର ସଂଗ୍ରହ କରନ୍ତୁ ।
ଏହାପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଏହାକୁ ଗୋଟି ଗୋଟି ଖଣ୍ଡ କରି ଛିଡାଇ ନିଅନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ବାଟି ନିଅନ୍ତୁ । ଆପଣ ଏକ ପାତ୍ର ଗ୍ୟାସରେ ବଶାନ୍ତୁ । ଏବଂ ସେହି ପାତ୍ର ରେ ଆପଣ ଏହି ପେଷ୍ଟ କୁ ହାଲ୍କା ଭାବରେ ଗରମ କରି ନିଅନ୍ତୁ । ପ୍ରାଏ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ହାଲ୍କା ଗରମ କରି ନିଅନ୍ତୁ । ଏହାପରେ ଏହାକୁ ଆପଣ ଗୋଟିଏ ପାତ୍ର ରେ କାଢି ନିଅନ୍ତୁ । ଏହାର ପ୍ରୟୋଗ କରିବା ପୂର୍ବ ରୁ ସର୍ବଦା ଏହି କଥା ର ଧ୍ୟାନ ରଖନ୍ତୁ ଯେ ଆପଣ ଏହାକୁ ହଲ୍କା ଗରମ କରି ପ୍ରୟୋଗ କରନ୍ତୁ ।
ହାଲ୍କା ଗରମ ଥିବା ଅବସ୍ଥାରେ ଆପଣଙ୍କର ଯେଉଁ ଜାଗାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ଆପଣ ଏହାକୁ ନେଇ ସେଇ ଜାଗାରେ ଥାପି ଦିଅନ୍ତୁ । ଆପଣଙ୍କୁ ରାତିସାରା ଏହାକୁ ରଖିବାକୁ ହେବ । ଏହାପରେ ଏକ କପଡା ସାହାର୍ଯ୍ୟ ରେ ଏହାକୁ ବାନ୍ଧି ଦିଅନ୍ତୁ । ଯେପରି ଏହା ରାତିସାରା ରହିବ ଏବଂ ଆପଣଙ୍କୁ ଆରାମ ପ୍ରଦାନ କରିବ । ଆପଣ ଏହି ଉପାୟ ପ୍ରୟୋଗ କରି ଦେଖନ୍ତୁ ଆପଣ ଦେଖିବେ ଗୋଟିଏ ରାତି ମଧ୍ୟରେ ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ତୁରନ୍ତ ଭଲ ହେବାକୁ ଲାଗିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ