ମାତ୍ର 5 ଟଙ୍କାର ଏହି ଜିନିଷ ଆପଣଙ୍କ କେଶକୁ ମୂଳରୁ କରିବ ମଝବୁତ ଆଉ ଏତେ ଲମ୍ବା କି ସମସ୍ତେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ କେମିତି କରିବେ ପ୍ରୟୋଗ (Hair care Tips)

ବନ୍ଧୁଗଣ, ୨ ସପ୍ତାହ ମଧ୍ୟରେ ଆପଣଙ୍କ କେଶ ଲମ୍ବା ଘନ ହେବ । ଆଜି ଆମ୍ଭେ ଆପଣଙ୍କୁ କେଶ ସମସ୍ୟା ସମ୍ବନ୍ଧରେ କିଛି ଉପାୟ ବିଷୟରେ କହିବାକୁ ଯାଉଅଛୁ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ କିପରି ଆପଣ ଆପଣଙ୍କ କେଶ ର କେୟାର କରିବେ ? ଯାହାଦ୍ଵାରା ଆପଣଙ୍କ କେଶ ସୁନ୍ଦର ଏବଂ ଲମ୍ବା ହେବ । ଏହି ଉପାୟ ନିମନ୍ତେ ଆପଣଙ୍କୁ କେଉଁଠାକୁ ମଧ୍ୟ ଯିବାକୁ ପଡିବ ନାହିଁ । ଘରେ ଥିବା ଜିନିଷ ରେ ଆଜି ଆମ୍ଭେ ଏହି ଉପାୟ କୁ ବନାଇବା ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ଏହାକୁ ବନାଇବା ନିମନ୍ତେ ପ୍ରଥମେ ଆମ୍ଭକୁ ଦରକାର ପାନପତ୍ର ଯାହା ଆମ୍ଭକୁ ଅତି ଆରାମ ତଥା ଅତି ସହଜରେ ମିଳିଯିବ । ଆପଣ ୨ ଟି ପାନପତ୍ର ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ । ଏହା ଆମ୍ଭ ଶରୀର ନିମନ୍ତେ ତଥା ଆମ୍ଭ ସ୍ୱାସ୍ଥ୍ୟ ତଥା ସୌନ୍ଦର୍ଜ୍ୟ ନିମନ୍ତେ ବହୁତ ଲାଭକାରୀ ଅଟେ ।

ଏହାପରେ ଆପଣ ୭ ରୁ ୮ ଟି ରଶୁଣ କୋଲ ନିଅନ୍ତୁ । ଏହା ଝଡୁଥିବା କେଶ ସମସ୍ୟା କୁ ଦୂର କରିବାରେ ବହୁତ ସାହାର୍ଯ୍ୟ କରିଥାଏ । କଞ୍ଚା ରଶୁଣରେ ଏଭଳି ମିନେରାଲ୍ସ ମିଳିଥାଏ ଯାହା ଆମ୍ଭ ଚୁଟି କୁ ଝଡିବାରେ ସାହାର୍ଯ୍ୟ କରିଥାଏ । ଆପଣ ରଶୁଣ ଚୋପା ଛଡାଇ ତାହାକୁ ଛୋଟ ଛୋଟ ଖଣ୍ଡ କରି ନିଅନ୍ତୁ ।

ଏହାପରେ ଆପଣ ୨ ଚାମଚ ମେଥିଦାନା ନିଅନ୍ତୁ ଏହା ହେୟରଫଲ କୁ କମାଇଥାଏ । ଆପଣଙ୍କ କେଶ ସମସ୍ୟା କୁ ଖୁବ ଅଳ୍ପ ଦିନରେ କମ କରିବାକୁ ମଧ୍ୟ ଏହା ପ୍ରୟାସ କରିଥାଏ । ଆପଣ ଏକ ପ୍ୟାନ ରେ ଏହି ସବୁ କୁ ପକାଇ ଏଥିରେ ୨୦୦ ଗ୍ରାମ ନଡିଆ ତେଲ ପକାନ୍ତୁ । ଏହାପରେ ଆପଣ ଏହାକୁ ଫୁଟାନ୍ତୁ । ଯେ ପର୍ଯ୍ୟନ୍ତ ଏହାର ରଙ୍ଗ ବଦଳି ନଯାଇଛି ଏବଂ ଏହା କ୍ରିଷ୍ପୀ ନ ହୋଇ ଯାଇଛି ଗୋଲ୍ଡେନ ରଙ୍ଗ ନ ଆସିଛି ସେ ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟାନ୍ତୁ ।

ଏହା ଫଳରେ ଏହି ସବୁ ଜିନିଷ ର ଗୁଣ ଆମ୍ଭ ତେଲ ରେ ଆସିଯିବ ଏବଂ ଏହି ତେଲକୁ ଲଗାଇଲେ ଆମ୍ଭକୁ ଅନେକ ପ୍ରକାରର ଫାଇଦା ମିଳିବ । ଏହା ଭଲ ଭାବରେ ଫୁଟି ସାରିବା ପରେ ଗ୍ୟାସ କୁ ବନ୍ଦ କରି ନିଅନ୍ତୁ ଏବଂ ଏହାପରେ ଏହାକୁ ଥଣ୍ଡା ହେବା ନିମନ୍ତେ ଛାଡି ନିଅନ୍ତୁ । ଏହା ବହୁତ ଲାଭକାରୀ ତେଲ ଅଟେ ଆପଣ ଏହାକୁ ବନାଇ ନିଶ୍ଚିତ ଭାବରେ ଲଗାନ୍ତୁ ।

ଏହା ଥଣ୍ଡା ହେବ ପରେ ଏହାକୁ ଛାଣି ଏକ ପାତ୍ର ରେ ରଖନ୍ତୁ ଏବଂ ଆପଣ ନିଜ କେଶ ରେ ଏହାର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ । ଆପଣ ଆଙ୍ଗୁଠି ସାହାର୍ଯ୍ୟ ରେ ଏହି ତେଲ କୁ କେଶର ମୂଳରେ ମୂଳରେ ଲଗାନ୍ତୁ । ଏହାପରେ ମଶାଜ କରନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *