Jyotish Shastra- କଣ ଆପଣଙ୍କ ନାମ ବି S, R, P, B, M, ଅକ୍ଷରରୁ ଆରମ୍ଭ ହେଉଛି ? ତ ଆପଣଙ୍କ ପାଇଁ ଏକ ବଡ ଖୁସି ଖବର

ବନ୍ଧୁଗଣ, ଆମ୍ଭ ଜୀବନରେ ଯାହା ମଧ୍ୟ ପରିବର୍ତ୍ତନ ହେଉଛି ତାହା ମୁଖ୍ୟତଃ ଗ୍ରହ ର ପରିଚଳନ ହେତୁ ହେଉଛି । ଆଜିଭଳି ଦିନରେ ଆମ୍ଭକୁ କେତେ ସମସ୍ୟା ର ସାମ୍ନା କରିବାକୁ ପଡୁଛି । ଆମ୍ଭ ଜୀବନରେ ସାଧାରଣତ କେତେ ପ୍ରକାରର ସମସ୍ୟା ତଥା ଖୁସି ମଧ୍ୟ ଆସିଥାଏ, ଯାହାକି ଗ୍ରହ ର ପରିବର୍ତ୍ତନ ଦ୍ଵାରା ହେଉଥାଏ । ଆଜି ଆମ୍ଭେ ଯେଉଁ ଅକ୍ଷର ସମ୍ବନ୍ଧରେ କଥା ହେବା ସେହି ଲୋକ ମାନଙ୍କୁ ଜାଣିବା ଅତି ଆବଶ୍ୟକ ଅଟେ । କାରଣ ସେମାନେ ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- S ନାମ ଥିବା ଲୋକ, ଏହି ନାମର ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ଏତେ ସୁନ୍ଦର ହୋଇଥାନ୍ତି ଯେ ସାମ୍ନା ରେ ଥିବା ଲୋକେ ଆକର୍ଷିତ ହୋଇଯାଆନ୍ତି । ପ୍ରେମ କ୍ଷେତ୍ରରେ ଏମାନେ ଲାଜୁଆ ହୋଇଥାନ୍ତି । ପ୍ରେମ କ୍ଷେତ୍ରରେ ବହୁତ ଗମ୍ଭୀର ହୋଇଥାନ୍ତି ମାତ୍ର କେବେ ପ୍ରୋପୋଜ କରି ପାରନ୍ତି ନାହିଁ । ମସ୍ତିଷ୍କ ରୁ ଏମାନେ ତେଜ ଏବଂ ବୁଝିସୁଝି କାମ କରିଥାନ୍ତି । ଏମାନଙ୍କୁ ନିଜ ଜିନିଷ ସେୟାର କରିବା ପସନ୍ଦ ନଥାଏ । ଏମାନେ ମନରୁ ଖରାପ ହୋଇନଥାନ୍ତି ମାତ୍ର ଏମାନଙ୍କର କଥା କହିବାର ଶୈଳୀ ଏମାନଙ୍କୁ ଲୋକ ମାନଙ୍କୁ ଖରାପ କରିଦିଏ ।

୨;- R ନାମର ଲୋକେ ଏହି ନାମର ଲୋକେ ଅଧିକ ସୋସିଆଲ ଲାଇଫ ପସନ୍ଦ କରନ୍ତି ନାହିଁ । ଏହି ନାମର ଲୋକେ ଧୃତ ଗତିରେ ଆଗକୁ ବଢିଥାନ୍ତି । ଏମାନଙ୍କୁ ଧନଦୌଲତର କୌଣସି ଅଭାବ ରହି ନଥାଏ । ସାଧାରଣତ ଏମାନେ ବହୁତ ଆକର୍ଷକ ଏବଂ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏମାନଙ୍କ ପାଇଁ ପରିବାର ସବୁଠାରୁ ମହତ୍ଵପୂର୍ଣ୍ଣ ଅଟେ ।

୩;- P ନାମର ଲୋକେ, ଯେଉଁ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନୂଆ ନୂଆ ରାସ୍ତା ଖୋଜିବାରେ ବିଶ୍ଵାସ ରଖିଥାନ୍ତି । ଏମାନଙ୍କ ଜୀବନର ଅନେକ ରହସ୍ୟ ରହିଥାଏ ଯାହାକି ଏମାନଙ୍କ ନିଜ ଲୋକଙ୍କୁ ମଧ୍ୟ ଜଣା ନଥାଏ । ଏମାନେ ଅଧିକ ସାଙ୍ଗ ବନାନ୍ତି ନାହିଁ । ନିଜ ଲକ୍ଷ କୁ ହାସିଲ କରିବା ଏମାନଙ୍କୁ ପସନ୍ଦ ଥାଏ ।

୪;- B ନାମ ଥିବା ଲୋକେ, ଏହି ନାମର ଲୋକେ ସବୁବେଳେ ସମସ୍ୟାରେ ଫଶିଥାନ୍ତି । ଏମାନଙ୍କୁ ବହୁତ ସୁନ୍ଦର ପାର୍ଟନର ମିଳିଥାଏ । କେବେ କେବେ ଏମାନେ ନିଜ ସାଥି ସହିତ ମଧ୍ୟ ଶତ୍ରୁତା କରି ଦିଅନ୍ତି । ମାତ୍ର ଯେତେ ଝଗଡା କରିଲେ ମଧ୍ୟ ନିଜ ପାର୍ଟନର ର ସାଥି କେବେ ମଧ୍ୟ ଛାଡନ୍ତି ନାହିଁ । ଏମାନେ ଚାହିଁଥାନ୍ତି କିଛି ଅଲଗା ଏବଂ ହୋଇଥାଏ କିଛି ଅଲଗା । ଏମାନେ ସବୁ କାମ କୁ ସଠିକ ଭାବରେ କରିଥାନ୍ତି । ଏମାନେ ଖୋଲା ବିଚାରର ହୋଇଥାନ୍ତି । ଏମାନେ ଅନ୍ୟ ଲୋକ ଙ୍କ ମନର କଥା କୁ ଅତି ସହଜରେ ବୁଝି ନିଅନ୍ତି ।

୫;- M ନାମ ର ଲୋକେ, ଏହି ଅକ୍ଷରର ଲୋକେ ସବୁ କଥାକୁ ମନରେ ଦବାଇ ରଖିଥାନ୍ତି । ଏହିଭଳି ଚିନ୍ତାଧାରା ଅନ୍ୟ ନିମନ୍ତେ କେବେ କେବେ ଖରାପ ମଧ୍ୟ ହୋଇଯାଏ । ମାତ୍ର ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *